ଆମ ଜିଲା ଖବର

କଟକରେ ଭୁଶୁଡ଼ିଲା ବ୍ରିଜ: ୨ମୃତ, ୩ ଗୁରୁତର

କଟକ,୩।୫: କଟକ ଖାନ୍‌ନଗରରେ ଶନିବାର ଏକ ବଡ଼ଧରଣର ଅଘଟଣ ଘଟିଛି। ଏକ ନିର୍ମାଣଧୀନ ବ୍ରିଜ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।…

ଜମୁଛି ବିରାଟ ପର୍ବ: ରିଷିଡ଼ା ଚଳଚଞ୍ଚଳ

ରିଷଡ଼ା ୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ରିଷଡ଼ା କନ୍ଧପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିରାଟ ପର୍ବ ଆରମ୍ଭ ହୋଇଯାଇଛି। ପର୍ବର ତୃତୀୟ ରଜନୀରେ ବାଘ ମଲ୍ଲ ବଧ ଓ ଚନ୍ଦନଯାତ୍ରା ମଞ୍ଚସ୍ଥ ହୋଇଥିଲା ଅକ୍ଷୟ ତୃତୀୟାଠାରୁ ୭ଦିନ…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ: ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୩ା୫(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିଲାଗି ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କୁ…

ସ୍ବଳ୍ପ କର୍ମଚାରୀରେ ଚାଲିଛି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ

ଖଜୁରିପଡ଼ା,୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ କନ୍ଧମାଳ ଜିଲାର ପ୍ରବେଶ ଦ୍ୱାରରେ ଅବସ୍ଥିତ। ବନ ପାହାଡ଼ ଘେରରେ ରହିଛି ୧୪ ପଞ୍ଚାୟତ। ରାଜସ୍ବ ସମସ୍ୟା ସୁଧାରିବା ପାଇଁ ଖଜୁରିପଡ଼ାଠାରେ ତହସିଲଦାରଙ୍କ କାର୍ଯ୍ୟାଳୟ ରହିଛି। ଏହି ତହସିଲ ଅଧୀନରେ ୬ଟି ରାଜସ୍ବ ନୀରିକ୍ଷକଙ୍କ…

ରାଜ୍ୟସ୍ତରୀୟ ଫୋଟ ପ୍ରଦର୍ଶନୀ: ବାଲିଗୁଡ଼ାର ବୁଲୁ ସମ୍ମାନିତ

ବାଲିଗୁଡା,୩।୫(ସଞ୍ଜୟ କୁମାର ପାଣିଗ୍ରାହୀ): ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ। ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ବିଶ୍ୱ ପ୍ରେସ ଦିବସ’ ଅବସରରେ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ- ୨୦୨୫…

୧୦ରୁ ହକି ପ୍ରତିଯୋଗିତା

ଝାରସୁଗୁଡ଼ା,୨ା୫(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲା ହକି ସଂଘ ପକ୍ଷରୁ ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆନ୍ତଃ କ୍ଲବ୍‌ ଓ ବିଦ୍ୟାଳୟସ୍ତରୀୟ ଜୁନିଅର ବାଳକ ବିଭାଗ ହକି ପ୍ରତିଯୋଗିତା ଏଚ୍‌. କଟାପାଲିସ୍ଥିତ ଝାରସୁଗୁଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମ୍ୟାଚ୍‌…

ଭାଇଙ୍କ ସହ ମିଶି ଶାଶୁଙ୍କୁ ତଣ୍ଟିଚିପି ମାରିଲା ବୋହୂ

ରେଢ଼ାଖୋଲ,୩।୫: ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା କୁଟାସିଙ୍ଗା ଗାଁରେ ଶନବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବୋହୂ ଭାଇଙ୍କ ସହ ମିଶି ଶାଶୁଙ୍କୁ ତଣ୍ଟିଚିପି ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ବୋହୂ ଏଭଳି କାଣ୍ଡ ଭିଆଇଥିବା…

ଅବସରପ୍ରାପ୍ତ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦଙ୍କ ପରଲୋକ

ବଲାଙ୍ଗୀର,୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପରିସଂଖ୍ୟାନ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦ(୭୦)ଙ୍କ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ବନ୍ଧୁବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ…

ସର୍ବନିମ୍ନ ମଜୁରୀ ବୃଦ୍ଧି ଦାବି: ଗର୍ଜିଲା ଏଆଇଟିୟୁସି

କେନ୍ଦୁଝର,୩।୦୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସର୍ବନିମ୍ନ ମଜୁରୀ ବୃଦ୍ଧି ଓ ଶ୍ରମର ମୂଲ୍ୟ ଅନୁସାରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ଦାବିରେ ଆଜି ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ(ଏଆଇଟିୟୁସି) କେନ୍ଦୁଝର ଜିଲା କମିଟି ତରଫରୁ କେନ୍ଦୁଝର ଜିଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ…

‘ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ’

ଆର୍‌.ଉଦୟଗିରି,୩ା୫(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛି। ନିଷ୍ଠାପର ଚେଷ୍ଟା କେବେ…

ବକେୟା ପଡ଼ିଛି ଶ୍ରମିକଙ୍କ ପାଉଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଧିନସ୍ଥ ଗନ୍ଧମାର୍ଦ୍ଦନ ସ୍ପଞ୍ଜ୍‌ ଇଣ୍ଡଷ୍ଟ୍ରି ଲିଃ କମ୍ପାନୀର ପୁତୁଳିପାଣି ଲୌହଖଣି ଆଜିକୁ ୮ ବର୍ଷ ହେଲା ବନ୍ଦ ହେଲାଣି। ତେବେ ଏହି ଖଣି ଖୋଲୁ ନ ଥିବା ଏବଂ ଶ୍ରମିକଙ୍କ ବକେୟା ମଜୁରୀ ମିଳୁନାହିଁ।…

ମାଟ୍ରିକ ପରୀକ୍ଷା ଫଳ: ପ୍ରଜ୍ଞାରାଣୀ ବ୍ଲକ ଟପ୍ପର

ଦିଗପହଣ୍ଡି,୩।୫(ଅଶେଷ ନାଥ ମିଶ୍ର): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ୧୦ମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପାସହାର ଶତ ପ୍ରତିଶତ ରହିଥିବା ବେଳେ ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡା ୬୦୦ ମାର୍କରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?