ଗୋକର୍ଣ୍ଣପୁରରେ କୁହୁଳୁଛି ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଥାନାରେ ଏତଲା, ଅଶାନ୍ତ ଗାଁ
ଦିଗପହଣ୍ଡି,୫।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ବିବାଦ କୁହୁଳିବାରେ ଲାଗିଛି। ପୋଲିସ ପ୍ରଶାସନ ଏବେଠାରୁ ଦୃଷ୍ଟି ନ ଦେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଗ୍ରାମରେ ମା’ ଭଗବତୀ…
କୁଲାଡ ମନ୍ଦିରରେ ମୁଖା ପିନ୍ଧି ପଶି ଚୋରିକରିଥିଲେ: ୪ଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଚୋରି, ଗଣ୍ଡଗୋଳ ବଢୁଥିବା ବେଳେ ସୋମବାର ଭଞ୍ଜନଗର ପୋଲିସକୁ ଏକ ବଡ ସଫଳତା ମିଳିଛି। ଗତ ୨୫ ତାରିଖ ରାତିରେ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଘଟଣାରେ ପୋଲିସ ସୋମବାର…
ବସ୍-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଯୁବକଙ୍କ ଜୀବନ
କୋରାପୁଟ/ନାରାୟଣପାଟଣା,୪ା୫(ଅମିତାଭ ବେହେରା/ରାଜକିଶୋର ଜେନା)- କୋରାପୁଟ ଜିଲା ବନ୍ଧୁଗଁା ବ୍ଲକ୍ର ସରପାଲ୍ଲୀ ନୀଳାବାଡି ରାସ୍ତାରେ ରବିବାର ବସ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧୁଗଁା ଥାନା ଅନ୍ତର୍ଗତ କାଡ୍ରାଗୁଡ଼ା ଗ୍ରାମର ଗୁରୁଆ ମାଣ୍ଡିଙ୍ଗା।…
୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ କେନ୍ଦୁଝର ଅର୍ଥନୀତିକୁ ସମୃଦ୍ଧ କରିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/କେନ୍ଦୁଝର, ୫ା୫: ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦ କୋଟି ଟଙ୍କା…
ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର: ଅନ୍ତେବାସୀ, ଅଭିଭାବକଙ୍କୁ ଜେରା କଲା ପୋଲିସ
ନନ୍ଦପୁର/ଲମତାପୁଟ,୪ା୫(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ)- ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକରେ ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ରବିବାର ମାଛକୁଣ୍ଡ ପୋଲିସ ଅନ୍ତେବାସୀ ଓ ତାଙ୍କ ଅଭିଭାବକଙ୍କୁ ଜେରା କରିଛି। ଘଟଣାକୁ ନେଇ ବ୍ଲକ୍ରେ ରାଜନୀତି ସରଗରମ ଥିବା ବେଳେ…
ଜଙ୍ଗଲ ଅଧିକାର ପ୍ରଦାନ ଦାବି ତେଜିଲା
ଛତ୍ରପୁର,୫ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ଏବଂ କୋଦଳା ତହସିଲ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଦାବି ହୋଇଆସୁଛି। ବାରମ୍ବାର ଏହି ସମ୍ପର୍କରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ବନ ବିଭାଗକୁ…
ଦୁଃଖ ବଖାଣିଲେ ଦିବ୍ୟାଙ୍ଗ ମନୋଜ ମିଳୁନାହିଁ ସହାୟତା: ଉପଜିଲାପାଳଙ୍କୁ ଜଣାଇ କହିଲେ…
ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କଞ୍ଚୁରୁ ଗ୍ରାମର ମନୋଜ ଡାକୁଆ ଜଣେ ଦିବ୍ୟାଙ୍ଗ । କିନ୍ତୁ ସରକାରଙ୍କ ଘୋଷଣା ଅନୁସାରେ ତାଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନାହିଁ । ଏଥିସହ ଅନ୍ୟାନ୍ୟ କିଛି ସୁବିଧା ମଧ୍ୟ ତାଙ୍କୁ ମିଳିନାହିଁ। ତେଣୁ…
ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ : ଗଜପତି
ପୁରୀ,୫।୧୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ପ୍ରସଙ୍ଗକୁ ନେଇ ଗଜପତି ମହାରାଜା ମୁକ୍ତି ମଣ୍ଡପ ମତକୁ ଆଧାର କରି ଏକ ପ୍ରେସ ରିଲିଜ ଜରିଆରେ ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି ସୋମବାର…
ଡ୍ୟାନ୍ସ ପ୍ରତିଯୋଗିତା: ଶୋଲ ଡ୍ୟାନ୍ସରେ ଚିନ୍ମୟୀ ଚାମ୍ପିୟନ
ଗଞ୍ଜାମ,୫।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥ ଗ୍ରାମଠାରେ ପୋଖରୀ ମଧ୍ୟରେ ନୂତନ ଭାବେ ନିର୍ମିତ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ମାଳି ଜଗନ୍ନାଥ ପୁର ବଜରଙ୍ଗ ଦଳ ପକ୍ଷରୁ ଶୋଲ ଡ୍ୟାନ୍ସ…
ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ…
ବଲାଙ୍ଗୀର/ପାଟଣାଗଡ,୫।୫:(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସରୋଜଙ୍କ ଉପରେ ଆସ୍ଥା ପ୍ରକଟକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି।…
ଛେଚିଲା କୁଆପଥର ବର୍ଷା: ଡ୍ରେନ୍ ପାଣି ସହ ମିଶି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହେଲା ଭର୍ତ୍ତି
ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ସୋମବାର ଅପରାହ୍ନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ପ୍ରାୟ ୧ ଘଣ୍ଟା ଧରି ଏହି ବର୍ଷା ଲାଗିରହିଥିବା ବେଳେ ରାସ୍ତାଘାଟ, ଡ୍ରେନ୍ରେ ବର୍ଷା ଜଳ ଭର୍ତ୍ତି ହୋଇଯାଇଥିଲା। ଡ୍ରେନ୍ଗୁଡିକରେ ଅଳିଆ ଭର୍ତ୍ତି ହୋଇ…
ବସ୍କୁ ଧକ୍କା ଦେଲା ଟ୍ରକ୍,୨୦ରୁ ଊର୍ଦ୍ଧ୍ୱ ଆହତ
ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର): ଏନ୍ଏଚ୍ ୪୯ ନୂଆଭୂଇଁ ନିକଟରେ ସୋମବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେବଗଡ଼ରୁ କୁଚିଣ୍ଡା ଯାଉଥିବା ‘ହୋତା’ ନାମକ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଏକ ଟ୍ରକ୍ ଧକ୍କା ଦେଇଥିଲା, ଯେଉଁଥିରେ ୨୩ ଜଣ ଯାତ୍ରୀ…

