ଆମ ଜିଲା ଖବର

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ; ପୀଡିତ ପରିବାରକୁ ଆକ୍ରମଣ ଉଦ୍ୟମ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ମା’ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ତଥା…

ଶୃଙ୍ଖଳିତ ରଥଯାତ୍ରା ନେଇ ଆକ୍ସନରେ ପ୍ରଶାସନ: ମୋବାଇଲ ନେଲେ ହେବ ଫୌଜଦାରୀ ମାମଲା

ପୁରୀ,୨୬ା୫: ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରେ ଚାଲିଛି ମହାପ୍ରସ୍ତୁତି। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ରଥଯାତ୍ରା ପାଇଁ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବାକୁ ପୁରୀ ପ୍ରଶାସନ ସଜାଗ ହୋଇଉଠିଛି। ରଥଯାତ୍ରା କିପରି ସୁରୁଖୁରୁରେ ଆରମ୍ଭ ହେବ ଏବଂ…

ରୋଗୀଙ୍କ ସାଲାଇନରେ ଫୋଡ଼ିଦେଲେ ରକ୍ତ ଲଗା ସିରିଞ୍ଜ: ମେଡିକାଲରେ ଉତ୍ତେଜନା

ଟିଟିଲାଗଡ଼,୨୬।୫(ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ଜଣେ ରୋଗୀଙ୍କୁ ସାଲାଇନ ଦିଆଯାଇଥିବା ବେଳେ ସାଲାଇନରେ ରକ୍ତ ଲଗା ସିରିଞ୍ଜ ଫୋଡାଯିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗରୁ ପ୍ରକାଶ ଯେ, ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା…

କଳାହାଣ୍ଡି ପାଇଁ ଗୌରବ ଆଣିଲେ ୨ ଯୁବ କଳାକାର: ପାଇବେ ଜାତୀୟ ଯୁବ କଳାକାର ସମ୍ମାନ

ଭବାନୀପାଟଣା, ୨୬।୫ (ଉତ୍ତମ କୁମାର ଦାଶ ): କଳାହାଣ୍ଡି ଜିଲାର ଅଗ୍ରଣୀ ଅନୁଷ୍ଠାନ “ପ୍ରତିଭା” ର ଦୁଇ ଯୁବ କଳାକାର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସିସିଆର୍ଟି ତରଫରୁ ହେଉଥିବା ଜାତୀୟ ଯୁବ କଳାକାର ବୃତ୍ତି ସମ୍ମାନ ପାଇଁ ମନୋନୀତ…

ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ମହିଳା

ରିଷିଡା,୨୬।୫(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜଗନ୍ନାଥ ମନ୍ଦିର ସମେତ ରିଷିଡା ଅଞ୍ଚଳରେ ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସୋମବାର ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ବଜାରରେ ଫଳଦର ଆକାଶ ଛୁଆଁ ଥିଲେ ମଧ୍ୟ ସକ୍ଷମ ମୁତାବକ…

ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶବ୍ଦ, ଲୋଗୋଗୁଡ଼ିକର ପେଟେଣ୍ଟ ପାଇଁ ଆବେଦନ କରିବ ଓଡ଼ିଶା

ପୁରୀ,୨୬।୫: ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକରେ, ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶବ୍ଦ ଓ ଲୋଗୋଗୁଡ଼ିକର ପେଟେଣ୍ଟ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା…

୨୦ ଦିନରେ ଠାକୁରାଣୀ ଯାତ୍ରା: ଶାଶୁଘର ଯୋଗାଡ ଭାରରେ ମା’ କଲେ ସାବିତ୍ରୀ ବ୍ରତ

ପୁରୁଷୋତ୍ତମପୁର,୨୬।୫( ସିମାଞ୍ଚଳ ମିଶ୍ର): ବେଶ ଆଡ଼ମ୍ବର ସହକାରେ ଚାଲିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରଶିଦ୍ଧ ଐତିହାସିତ ପଞ୍ଚ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଆଜି ଅମବାସ୍ୟା ଯୋଗୁ ମା’ଙ୍କ ଅସ୍ଥାୟୀ ମନ୍ଦିରରେ ପ୍ରବଳ ଭିଡ ଜମିଛି। ଏଥିରେ ମା’ କନକା ଠାକୁରାଣୀ ତାଙ୍କ…

ଗୌରବ ଅର୍ଜନ କଲେ ଗୁରୁ-ଶିଷ୍ୟ ଯୋଡ଼ି: ରାଜ୍ୟସ୍ତରରେ ପୁରସ୍କୃତ

ଥୁଆମୂଳ ରାମପୁର, ୨୬।୫(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କଳାକାର ରାଜ୍ୟସ୍ତରରେ ପୁରସ୍କୃତ ହୋଇ ନିଜ ବ୍ଲକ ଓ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଥିବା ଜଣାପଡିଛି। ୨୨ ତାରିଖ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓଡ଼ିଶା ସିନେ…

ଗଣମାଧ୍ୟମ ପ୍ରତିନିଧିଙ୍କ ହାତ ବାନ୍ଧି ନିସ୍ତୁକ ମାଡ: ଜଣେ ନାବାଳକ ସହ ୩ ଗିରଫ

ବଲାଙ୍ଗୀର,୨୬।୫:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଚାଲିଥିବା ଏକ ରାସ୍ତା ଗାଡଓ୍ବାଲ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିବାରୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେ ଠିକାଦାର ଗୁଣ୍ଡା ଲଗାଇ ନିସ୍ତୁକ ମାଡ…

ରଥଯାତ୍ରାକୁ ଆସିବେ ମୋଦି, ନିମନ୍ତ୍ରଣ କଲେ ମୋହନ

ପୁରୀ,୨୬।୫: ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ନିମନ୍ତ୍ରଣ କରାଯାଇଛି। ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ହୋଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶ ପାଇବାର କିଛି ସମୟ ପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖ ଏକ ଚା’ ଦୋକାନ ନିକଟରରେ ବୁଲାବୁଲି କରୁଥିବା ଏକ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଥିଲା। ଶିଶୁ ଠିକ ଭାବେ ପରିଚୟ ଦେଇ…

ସାବିତ୍ରୀରେ ଶ୍ୱଶୁର ଘରକୁ ଆସିବା ବେଳେ ବାଟରେ ହେଲା ବଡ଼ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ଭଞ୍ଜନଗର,୨୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର ଲାଠିପଡ଼ା ନିକଟରେ ସୋମବାର ପୂର୍ବାହ୍ନରେ ଗୋଟିଏ ବୁଲେଟ୍‌ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ଘର ସୋରଡ଼ା ନିକଟବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?