ଆମ ଜିଲା ଖବର

ଶୀତଳଷଷ୍ଠୀରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ: ଦୁଇ ମହାଦେବଙ୍କ ସହ ହଠାତ୍‌ ଦେଖା ହୋଇଗଲେ ପଞ୍ଚ ଠାକୁରାଣୀ, ପରେ…

ପୁରୁଷୋତ୍ତମପୁର,୧।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ପଞ୍ଚ ଠାକୁରାଣୀ ଯାତ୍ରାରେ ଶନିବାର ରାତିରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଦୁଇ ମହାଦେବ କପିଳେଶ୍ବର ଓ ସ୍ବପ୍ନେଶ୍ୱର ପୃଥକ ପୃଥକ ଭାବରେ ବିବାହ ଲାଗି…

‘ଅବସରକାଳୀନ ନିରାମୟ ଜୀବନ କାମନା’…ଦିଗପହଣ୍ଡିରେ ୪ ଶିକ୍ଷକ,ଜଣେ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୪ ଅବସରପ୍ରାପ୍ତ ଶିକ୍ଷକ ଏବଂ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟଅତିଥି ଏବଂ ସହ ଗୋଷ୍ଠୀ…

ଭବାନୀପାଟଣାରେ ଚାଞ୍ଚଲ୍ୟ: ରାସ୍ତାରେ ପଡିଛି ବାଇକ ସହ ଯୁବକଙ୍କ ଜଳନ୍ତା ମୃତଦେହ

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ ସହ ଜଣେ ଯୁବକଙ୍କ ଜଳନ୍ତା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ…

୩୦ ହଜାର ନଦେବାରୁ ମିଳିଲା ନାହିଁ ସେବା: ପ୍ରସବ କରି ନ ପାରି ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ନୟାଗଡ,୧।୬(ଲୋକନାଥ ମିଶ୍ର): ୩୦ ହଜାର ନଦେବାରୁ ମିଳିଲା ନାହିଁ ସେବା। ଚିକିତ୍ସା ଅବହେଳାରୁ ପ୍ରସବ କରିନପାରି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚଏଚ) ରେ ଏନେଇ ଉତେଜନା ଦେଖାଦେଇଛି । ସୂଚନାଥାଉ କି, ବାଲୁଗାଁର ଭାଜପା ଯୁବନେତା…

ସିକ୍କିମ ଦୁର୍ଘଟଣା: ନିଖୋଜ ୪ ଓଡ଼ିଆଙ୍କ ପତ୍ତା ମିଳୁନି

ଯାଜପୁର,୧।୬(ହର୍ଷବର୍ଦ୍ଧନ ବେହେରା): ଉତ୍ତର ସିିକ୍କିମର ତିସ୍ତା ନଦୀକୁ ଗୁରୁବାର ରାତିରେ ଏକ ଟୁରିଷ୍ଟ ଗାଡ଼ି ‘ମହିନ୍ଦ୍ରା ମାକ୍ସ’ ଖସିପଡ଼ିବା ଯୋଗୁ ନିଖୋଜ ଥିବା ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ତାଙ୍କ ପରିବାରର ୪ଜଣଙ୍କ ପତ୍ତା…

ପୁଣି ଡରାଇଲାଣି କରୋନା: ରାଜ୍ୟରେ ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ!

ଭୁବନେଶ୍ୱର,୩୧।୫: ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭୁବନେଶ୍ବରରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ଜଣେ ବୃଦ୍ଧ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ।…

ଜିଲା ପରିଷଦ ଉପାଧ୍ୟକ୍ଷ ଆଣିଲେ ବଡ଼ ଅଭିଯୋଗ: ସରକାରୀ ଯୋଜନାରେ ହେଉଛି ଦୁର୍ନୀତି

କୁନ୍ଦୁରା,୩୧ା୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ୨ ଜିଲା ପରିଷଦ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ରାଧାବିନୋଦ ସାମନ୍ତରାୟ ଓ କନକଲତା ପେଣ୍ଟିଆ ଏବଂ କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ ମିଳିତ…

କଳାହାଣ୍ଡିରେ ଲଜ୍ଜା: ନାବାଳିକା ୬ ମାସର ଗର୍ଭବତୀ

କଲମପୁର,୩୧ା୫(ଗଣେଶରାମ ବାଗ): କଳାହାଣ୍ଡିରେ ଲଜ୍ଜା। କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶନିବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ କୁବେର ବାଗ (୩୯)। ଅଭିଯୋଗ ଅନୁସାରେ ବଡ଼କୁଟରୁ ଫାଣ୍ଡି ଅଞ୍ଚଳର ଜଣେ ୧୪…

ଜାଣନ୍ତୁ କିଏ ହେଲେ ପାଟଣା ନୂଆ ତହସିଲଦାର

ପାଟଣା,୩୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ ନୂତନ ତହସିଲଦାର ଭାବେ ଶୁକ୍ରବାର ଅଶ୍ୱିନୀ କୁମାର ନାଏକ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ତହସିଲଦାର ଲୀଳାବତୀ ନାୟକଙ୍କ ସାହାରପଡା ତହସିଲକୁ ବଦଳି ପରେ ନୂତନ ତହସିଲଦାର ଭାବେ ଅଶ୍ୱିନୀ ଯୋଗ…

ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପକାଇଲେ ଦୁଇଭାଇ,ପରେ…

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ଗୌଡ଼ଙ୍କୁ ତାଙ୍କ ପଡୋଶୀ ସିଲୁ ଗୌଡ଼ ଓ ଫିଲୁ ଗୌଡ଼ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ…

ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଖୋଜି ବାହାର କରିବାକୁ ପ୍ରୟାସ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ସହର ଓ ଜିଲା ସଦର ମହକୁମାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ଦୁଇଟି ପର୍ଯ୍ୟାୟରେ…

ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଅଧିକାରୀ, ଆଉ ତା’ପରେ…

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ର ଯାଞ୍ଚ କରିଛନ୍ତି ନବ ନିଯୁକ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର। ଶନିବାର ସେ ଅଚାନକ ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?