ଆମ ଜିଲା ଖବର

ସରପଞ୍ଚଙ୍କୁ କରିଥିଲେ ଆକ୍ରମଣ: ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ, ୨୧ା୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସାରେ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଶନିବାର ହିଞ୍ଜିଳି ପୋଲିସ ୪ ଜଣଙ୍କୁ ଗିରଫ କରି…

ଗୋଲେଇ ରାସ୍ତାରେ ଓଲଟିଲା ପିକଅପ୍‌ ଭ୍ୟାନ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଶନିବାର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଭ୍ୟାନଟି ବେଲଗୁଣ୍ଠା ଅଭିମୁଖେ କିଛି ସାମଗ୍ରୀ ଆଣିବାକୁ ଯାଉଥିଲା। ନୂଆଗାଁ ସେତୁ ନିକଟରେ ଚାଳକ ଭାରସାମ୍ୟ…

ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁୁ ‘ଅରଣ୍ୟ ଯୋଗ’ର ଆୟୋଜନ

ବ୍ରାହ୍ମଣୀଗାଁ,୨୧।୬(ମନୋରଞ୍ଜନ ରଣା): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଅରଣ୍ୟ ଯୋଗର ଆୟୋଜନ କରାଯାଇଥିଲା । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବନ…

ପ୍ରେମ ଜାଲରେ ଫସାଇ ନେଇଥିଲେ ବେଙ୍ଗାଲୁରୁ, ୪ ଦିନ ଧରି ବଳାତ୍କାର କରିବା ପରେ ଷ୍ଟେଶନରେ ଛାଡ଼ି ଫେରାର; ଘରକୁ ଫେରି…

ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଦିଗପହଣ୍ଡି ଥାନାରେ ଏତଲା…

ବିଧାୟକଙ୍କ ଦିଗପହଣ୍ଡି ଗସ୍ତ : ଚାରା ପୋତିଲେ, ଭତ୍ତା ବାଣ୍ଟିଲେ ଉଦ୍‌ଘାଟନ କଲେ….

ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର) ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଫେରିଛନ୍ତି। ବିଧାୟକ ଦିଗପହଣ୍ଡିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବଡଖେମୁଣ୍ଡି ହାଇସ୍କୁଲ ପଡିଆ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର…

କର୍ଲାମୁଣ୍ଡାର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷାଙ୍କ ପରଲୋକ

କର୍ଲାମୁଣ୍ଡା/ରିଷିଡା ୨୧।୬: ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ପାତ୍ରଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବ ପରେ ଅଞ୍ଚଳରେ ଶୋକର ଛାୟା…

ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ : ମିଳିମିଶି କଲେ ….

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ ରଖିଛନ୍ତି ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର। ତେଣୁ ସହରର ଖାଲି ପଡ଼ିଥିବା ବିଭିନ୍ନ ଜମିରେ ଚାରା ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଆନ୍ତର୍ଜାତୀୟ ଯୋଗ ଦିବସ…

୫ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଲାଗିଲା ନୋଟିସ :୩୦ ଦିନ ମଧ୍ୟରେ କୋର୍ଟରେ ହାଜର ନହେଲେ ବ୍ୟାଜ୍ୟାପ୍ତ ହେବ ସମ୍ପତ୍ତି

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସାନଖେମୁଣ୍ଡି ଜେଏମ୍‌ଏଫସି କୋର୍ଟ ସମେତ ବିଭିନ୍ନ କୋର୍ଟ ପକ୍ଷରୁ ଭଞ୍ଜନଗର ଥାନା ଅଞ୍ଚଳର ୫ ଜଣ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଭଞ୍ଜନଗର ପୋଲିସ ସହାୟତାରେ କୋର୍ଟରେ ହାଜର ପାଇଁ ଶନିବାର ନୋଟିସ ଯାଇଛି । ଆସାମୀ…

ବର୍ଷା ହେଲେ ୪ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଖଜୁରିପଡ଼ା ୨୧ା୬( ବିଦୁର ବେହେରା): ଖଜୁରିପଡା ବ୍ଲକ୍‌ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତର ୪ ଗାଁକୁ ବର୍ଷା ହେଲେ ଯିବା ଆସିବା ପାଇଁ ଅନେକ ସମସ୍ୟା ଭୋଗିବାକୁ ହୁଏ। ୨୦୦୮ରେ ଡୁଗୁଡ଼ାଠାରେ ଥିବା ପୋଲ ଭାଙ୍ଗି ଯିବା ପରେ ବର୍ଷା ଦିନେ କିଲୁ,…

ବିକାଶ ବାହନକୁ ପ୍ରବଳ ବିରୋଧ କଲା ଜିନ୍ଦଲ ପ୍ରତିରୋଧ ମଞ୍ଚ

ପାଟଣା,୨୧।୬(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତରେ ଶନିବାର ବିକାଶ ବାହାନକୁ ବିରୋଧ କରି ପ୍ରତିବାଦ କରିଛି ଜିନ୍ଦଲ ପ୍ରତିରୋଧ ମଞ୍ଚ। ବ୍ଲକରୁ ବାହାରି ଥିବା ବିକାଶ ବାହାନ ରଥ ଯମୁନା ପୋଷି ପଞ୍ଚାୟତ ସମ୍ମୁଖରେ ପହଞ୍ଚିବା…

ସୁବର୍ଣ୍ଣରେଖା ବନ୍ୟାରେ ଭାସିଗଲେ ଯୁବକ, ନଦୀରେ ଚାଲିଛି….                       

ଭୋଗରାଇ, ୨୧।୬ ( ପ୍ରଦୀପ ଦାସ ) ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଯୁବକକୁ ଠାବ କରିବା ନିମନ୍ତେ ନଦୀରେ ତଲାସୀ ଜାରି ରଖିଛନ୍ତି । ନଦୀସ୍ରୋତରେ ଭାସିଯାଇଥିବା ଯୁବକ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ : ମହିଳା ମୃତ, ଓଭର ବ୍ରିଜ ନିର୍ମାଣ ଦାବିରେ ରାସ୍ତା ରୋକ

ଛତ୍ରପୁର, ୨୧।୬(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ ପୁକୁଡିବନ୍ଧ ଛକ ନିକଟ ଜାତୀୟ ରଜପଥରେ ଶନିବାର ଏକ ସ୍କୁଟିକୁ ଧକ୍କା ଦେଲା ଟ୍ରକ l ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ଫୁଲଟା ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?