ରାତିରେ ଶୋଇଥିଲେ ପରିବାର ଲୋକେ, ହଠାତ୍ ଜୋର ଶବ୍ଦ କରି ଫାଟିଲା ଗ୍ୟାସ୍ ଟାଙ୍କି, ଆଉ ତା’ ପରେ…
କେନ୍ଦୁଝର,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ପାତ୍ର ସାହିରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ପରିବାର ଲୋକେ ଶୋଇଥିବାବେଳେ ରୋଷେଇ ଘରେ ଥିବା ଗ୍ୟାସ୍ ଟାଙ୍କିଟି ହଠାତ୍ ଫାଟି…
ଚାଷୀଙ୍କ ରେଳରୋକୋ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ: ଚାରିଆଡ଼େ ଘେରିଛନ୍ତି ପୋଲିସ-ଆରପିଏଫ
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ସକାଳ ୯ଟାରୁ ବରଗଡ଼…
ଭାରତୀୟ ଆର୍ମି ଲେଫ୍ଟନେଣ୍ଟ ଟ୍ରେନିଂ ସାରି ଫେରିଲେ ଶୁଭାଶିଷ : ବିପୁଳ ସ୍ବାଗତ ସମ୍ବର୍ଦ୍ଧନା
କୋରାପୁଟ,୧୦ା୩(ଅମିତାଭ ବେହେରା): ଏନସିସିରେ ଉଲେଖନୀୟ ପ୍ରଦର୍ଶନ କରି ଗତ ୨୦୨୪ ମସିହାରେ ରାଜ୍ୟରେ ଏକ ମାତ୍ର କ୍ୟାଡେଟ ଭାରତୀୟ ଆର୍ମି ଲେଫ୍ଟମେଣ୍ଟ ଭାବେ ନିଯୁକ୍ତି ପାଇଥିବା କୋରାପୁଟର ପୁଅ ଶୁଭାଶିଷ ରଥଙ୍କୁ ରବିବାର କୋରାପୁଟ ଏନସିସି ପକ୍ଷରୁ ବିପୁଳ ସ୍ବାଗତ ସମ୍ଭର୍ଦ୍ଧନା…
୪ ବର୍ଷର ଝିଅକୁ ବଞ୍ଚାଇବା ଲାଗି କିଡନୀ ଦେବାକୁ ପ୍ରସ୍ତୁତ ମା’: ଅର୍ଥ ସାଜିଛି ବାଧକ
ଛତ୍ରପୁର,୧୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଜଣେ ମା’ ନିଜ ୪ ବର୍ଷର କନ୍ୟା ସନ୍ତାନକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ସାଙ୍ଗକୁ ନିଜ କିଡନୀ ଦେବାକୁ ମନସ୍ଥ କରିଛନ୍ତି। କିନ୍ତୁ କିଡନୀ ପ୍ରତିରୋପଣ…
ଔଷଧ ଦୋକାନ ଉପରକୁ ବୋମା ମାଡ଼; ଅଳ୍ପକେ ବର୍ତ୍ତିଲେ ଦୋକାନୀ
ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହ୍ଲାଦ ଡାକୁଆଙ୍କ ଔଷଧ ଦୋକାନ ଉପରକୁ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏକ ବାଇକରେ ୨ ଦୁର୍ବୃତ୍ତ ଆସି…
ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ହରିବନ୍ଧୁ
ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀଙ୍କୁ ଦିଗପହଣ୍ଡି ବ୍ଲକ ପାଇଁ ବ୍ରହ୍ମପୁର ଏମ.ପିଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏମ.ପି ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଏ…
ଜଙ୍ଗଲ ନିଆଁ ପାଇଁ ବିପଦରେ ବନ୍ୟପ୍ରାଣୀ
ଭଞ୍ଜନଗର,୧୦ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ରବିବାର ମଧ୍ୟାହ୍ନରେ ଆସିଥିବା ସାଟେଲାଇଟ୍ ତଥ୍ୟରୁ କେନ୍ଦ୍ରୀୟ ବନାଞ୍ଚଳର ୨ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କିନ୍ତୁ ଧରିତ୍ରୀ ପ୍ରତିନିଧି ରବିବାର ଗାଲେରି ଓ ମୁଜାଗଡ଼ ରେଞ୍ଜ ଅଞ୍ଚଳ…
୨ ଦିନ ହେଲା ଜଳୁଛି ଜଙ୍ଗଲ:ବଢୁଛି ନିଆଁର ପ୍ରକୋପ
ବଣାଇଁ,୧୦ା୩(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଏବଂ ରାଉରକେଲା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨ ଦିନ ହେଲା ନିଆଁ ଲାଗିଛି। ବନବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ବିଫଳ ହୋଇଛନ୍ତି। ରବିବାର ନିଆଁର ପ୍ରକୋପ ବଢ଼ିଯାଇଛି। ବଣାଇଁ…
ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଆଜି ରେଳରୋକୋ
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।…
ଜୟନାରାୟଣଙ୍କ ବୟାନ ପରେ ତେଜିଲା ଆନ୍ଦୋଳନ: ଉତ୍କଳ ବ୍ୟାନର ଜାଳିଲେ କୋଶଲ ସଂଗ୍ରାମୀ
ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ପୁଣି ତେଜି ଉଠିଛି। ରବିବାର ସନ୍ଧ୍ୟାରେ କୋଶଲ କ୍ରିୟାନୁଷ୍ଠାନ କମିଟିର ସଂଗ୍ରାମୀମାନେ ବରଗଡ଼ ଗାନ୍ଧିଛକରେ ଉତ୍କଳ ବ୍ୟାନର ପୋଡିବା ସହିତ ସ୍ବତନ୍ତ୍ର…
ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ
ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମର ଶ୍ରମିକ ଅଜିତ କୁମାର ଭୁଁୟା (୨୫) କାମ କରିବାକୁ ଟ୍ରେନରେ ଚେନ୍ନାଇ ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ପଲାସା ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡିଛି।…
ଅଙ୍ଗନୱାଡ଼ି କେନ୍ଦ୍ରରେ ନଳକୂପ ଅଚଳ: କେବେ ସୁଧୁରିବ ପାଣି ସମସ୍ୟା ?
ବାଲିଗୁଡା,୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଏକମାତ୍ର…
Archives


