ଆମ ଜିଲା ଖବର

ବିଜେଡିକୁ ବଡ଼ ଝଟ୍‌କା: ଦଳରୁ ଇସ୍ତଫା ଦେଲେ…

ଭୁବନେଶ୍ୱର,୯।୭: ବିଜୁ ଜନତା ଦଳ(ବିଜେଡି)କୁ ବଡ଼ ଝଟ୍‌କା। ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା…

ରାଷ୍ଟ୍ରୀୟ ପରିଷଦ ସଦସ୍ୟା ମମିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଟଣା,୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ଖଜିରାପାଟ ଗ୍ରାମର ବରିଷ୍ଠ ଭାଜପାନେତ୍ରୀ ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ମଙ୍ଗଳବାର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏଥି ସକାଶେ ସାହାରପଡ଼ା…

କଂଗ୍ରେସ ଏସସି ସେଲ: ରାଜ୍ୟ ଉପସଭାପତି ହେଲେ ଚିତ୍ତରଞ୍ଜନ ନିଆଲ

ଭବାନୀପାଟଣା,୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ଚିତ୍ତ ରଞ୍ଜନ ନିଆଲ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ବିଭାଗ ବା ଏସସି ସେଲର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏ…

ଖାଦ୍ୟ ଗୁଣବତ୍ତା ବିଭାଗ-ଏନ୍‌ଏସି ପ୍ରଶାସନର ମିଳିତ ଚଢ଼ାଉ

ଦିଗପହଣ୍ଡି,୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଉସ୍ତପଲିରେ ହଇଜା ଆକ୍ରାନ୍ତରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ବିଭିନ୍ନ ହୋଟେଲ ଓ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନଗୁଡ଼ିରେ ଖାଦ୍ୟର ମାନ ଯାଞ୍ଚ କରିବା ନେଇ ସ୍ବାସ୍ଥ୍ୟ ପ୍ରଶାସନର ଚେତା ପଶିଛି।…

ଯାଜପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକ-ଯୁବତୀ, ଗଳାକାଟି ହତ୍ୟା…

ଭୁବନେଶ୍ୱର,୯ା୭: ଯାଜପୁର ଜିଲାର ପାଣିକୋଇଲି ଥାନା ଅଞ୍ଚଳର ମାଳହାଟ ନିକଟରୁ ଜଣେ ଯୁବକ ଓ ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଅଜଣା ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଏହି ଯୁବକ ଓ ଯୁବତୀଙ୍କ ଗଳାକାଟି ହତ୍ୟା ଉଦ୍ୟମ…

କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ଯୋଗାଡ଼ରେ ଲାଗିଛନ୍ତି ଅଟୋ ଚାଳକ

ଭଞ୍ଜନଗର,୯ା୭(ବାବୁଲା ପ୍ରଧାନ): ନିଜର ହକ୍‌ ଦାବି ନେଇ ଡ୍ରାଇଭର ସଂଘ ମଙ୍ଗଳବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଭଞ୍ଜନଗର ଅଟୋ ଚାଳକ ସଂଘର ବରିଷ୍ଠ ସଭ୍ୟ ତଥା ସମାଜସେବୀ ମନୋଜ ମିଶ୍ର ଆଜକୁ ଦୁଇଦିନ ହେବ ଜଣେ ଗରିବ କ୍ୟାନସର ବା କର୍କଟ…

ଦୟାନଦୀ ପାଇଁ ବ୍ୟାପୁଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

କଣାସ,୯ା୭: ପୁରୀ ଜିଲା କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ସେ କହିଛନ୍ତି, ଲୋକେ ଦୟା ନଦୀର ପାଣି ବ୍ୟବହାର କରୁଥିବାରୁ ଝାଡ଼ାବାନ୍ତି ବ୍ୟାପଛି। ଏନେଇ ସ୍ବାସ୍ଥ୍ୟ ବିଭାଗ…

ସ୍କୁଟି ଆରୋହୀଙ୍କୁ ଚାପିଦେଲା ବିଧାୟକଙ୍କ ଗାଡ଼ି

ସିମୁଳିଆ,୯ା୭(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫ କି.ମି. ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ କାର୍‌(WB 12BK 8988) ଧକ୍କାରେ ରାଧାକାନ୍ତ ଲେଙ୍କା(୫୬)ନାମକ ଜଣେ ସ୍କୁଟି(OD 22H 1442) ଆରୋହୀଙ୍କ ମୃତ୍ୟୁ…

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା: ଭଞ୍ଜନଗର ବିଧାୟକଙ୍କୁ ମନ୍ତ୍ରୀ କରିବା ଦାବି ତେଜିଲା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ)-ରାଜ୍ୟ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନର ୬ଟି ମନ୍ତ୍ରୀ ପଦବୀ ଖାଲିପଡ଼ିଛି। ଏଥିସହ ବିଭିନ୍ନ ନିଗମ ଗୁଡ଼ିକରେ ମଧ୍ୟ ଅଧକ୍ଷ ପଦବୀ ଖାଲିପଡ଼ିଛି। ନବ ନିର୍ବାଚିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି ବୋଲି ପୁରୀଠାରେ…

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ବିଦ୍ୟାଭାରତୀ ପଣ୍ଡାଙ୍କ ଅଡୁଆ ବଢ଼ିଲା

କଟକ,୯ା୭: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ ଝଟ୍‌କା ଲାଗିଛି। ଉଭୟଙ୍କ ପିଟିଶନ ଖାରଜ ହୋଇଯାଇଥିବାବେଳେ ହତ୍ୟା ମାମଲା ଚାଲୁ ରହିବ ବୋଲି ହାଇକୋର୍ଟ କହିଛନ୍ତି। ରୋଷେୟା ମନ୍ତଥ କୁମ୍ଭଙ୍କ ନାଁରେ ମଧ୍ୟ…

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ସ୍କୁଲରେ ତାଲା: ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ

ତିହିଡି଼, ୯/୭(ସଞ୍ଜିତ ବଳ):ତିହିଡି଼ ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ଶଂଖିଡାସ୍ଥିତ ସରକାରୀ ପ୍ରାଥମିକ ସ୍କୁଲରେ ବୁଧବାର ପୂର୍ବାହ୍ନ ୧୦ଟାରେ ତାଲା ପକାଯିବା ସହ ଧାରଣା ଦିଆଯାଇଛି l ସ୍କୁଲର ଶିକ୍ଷୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକଙ୍କ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏହି…

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରି…

ଛତ୍ରପୁର,୯ା୭(ଦିଲ୍ଲୀପ ସାମଲ): ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। ସେ ଛତ୍ରପୁର ବ୍ୟାଙ୍କ କଲୋନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?