ଆମ ଜିଲା ଖବର

ବାଇକ୍‌ ଧରି ଘରୁ ବାହାରି ଫେରି ନ ଥିଲେ, ୬ ଦିନ ପରେ ଜଙ୍ଗଲରୁ ମିଳିଲା ତପନଙ୍କ ମୃତଦେହ

ଖଜୁରିପଡ଼ା,୧୦ା୭ ( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟି ଜଙ୍ଗଲରୁ ପୋଲିସ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ଗୋଚ୍ଛାପଡ଼ା ଥାନା ନେଡିପଦର ଗାଁର ତପନ ରଣା (୨୧)। ଏନେଇ…

ମୋବାଇଲ ଦେଖାଇବା ଆଳରେ ୮ ବର୍ଷର ନାବାଳିକାଙ୍କୁ ଅସଦାଚରଣ, ୬୦ ବର୍ଷ ବୃଦ୍ଧଙ୍କୁ…

ବ୍ରହ୍ମପୁର, ୧୦।୭(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ଡିସେମ୍ବର ମାସରେ ଜନୈକା ୮ ବର୍ଷର ନାବାଳିକାଙ୍କୁ ମୋବାଇଲ ଦେଖାଇବା ଆଳରେ ଘର ଭିତରେ ଅସଦାଚାରଣ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ବତନ୍ତ୍ର ପୋକ୍ସୋ ବିଚାରପତି ପ୍ରଣତି ପଟ୍ଟନାୟକ ଗୁରୁବାର ନାବାଳିକା ଅସଦାଚରଣ ମାମଲାର ଚୂଡାନ୍ତ…

CBI ଜାଲରେ MCL ଜେନେରାଲ ମ୍ୟାନେଜର

ଭୁବନେଶ୍ୱର,୧୦।୭: ସୁନ୍ଦରଗଡ଼ ବସୁନ୍ଧରା ଏରିଆ MCL ଜେନେରାଲ ମ୍ୟାନେଜର(ମାଇନିଂ) ଅଖିଳେଶ କୁମାର ବର୍ମା ଗୁରୁବାର CBI ଜାଲରେ ପଡିଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଖିଳେଶ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ଏନେଇ CBI ପକ୍ଷରୁ ଏକ ମାମଲା…

୧୮ ବର୍ଷରୁ କମ୍‌ ପୁରୁଷ କବାଡ଼ି ପ୍ରତିଯୋଗିତା: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ଗଞ୍ଜାମର ଚିକୁ ସେଠୀ

ଛତ୍ରପୁର, ୧୦।୭(ଦିଲୀପ ସାମଲ): ଆସନ୍ତା ଅକ୍ଟୋବର ୨୨ରୁ ୩୦ ତାରିଖ ବାହାରିନଠାରେ ୩ୟ ଏସିଆନ୍‌ ୟୁଥ୍‌ ଗ୍ୟାମ୍‌ସ ବାହାରିନ -୨୦୨୫ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ୧୮ ବର୍ଷରୁ କମ ପୁରୁଷ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ଦଳରୁ ଗଞ୍ଜାମ ଜିଲା…

ରାଜ୍ୟରେ ବଢିଲା ବାର୍ଡ ଫ୍ଲୁ ଭୟ

ପୁରୀ,୧୦।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଡରାଇଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ ବର୍ତ୍ତମାନ ଦେଖାଦେଇଛି କୁକୁଡ଼ା ମଡ଼କ । ଏନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ଛାନିଆଁ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ…

ଗଞ୍ଜାମର ନୂଆ ଯୋଗାଣ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୦ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୂଆପଡ଼ା ଜିଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପଦୋନ୍ନତି ପରେ ଗଞ୍ଜାମ ମୁଖ୍ୟ ଜିଲା…

ମନୋଜ ମହାନ୍ତି OPSC ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର,୧୦।୭: IAS ମନୋଜ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର ଗୁରୁବାର OPSC ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ମନୋଜଙ୍କୁ ୬ ବର୍ଷ ପାଇଁ ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ…

ନିୟମିତ ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ଶିକ୍ଷାଧିକାରୀ

କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷା ବିଭାଗର ବିଇଓ, ଏବିଇଓ, ବିଆରଟି, ସିଆରସିସିମାନେ ନିୟମିତ ପରିଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର କର୍ଲାମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ବାଞ୍ଛାନିଧି ପଣ୍ଡା ରତନ ଭୋଇ…

ନନ୍ଦନକାନନରେ ସନ୍ତାନ ପ୍ରସବ କଲା ଗୟଳ, ୭ରେ ପହଞ୍ଚିଲା ସଂଖ୍ୟା

ବାରଙ୍ଗ,୧୦ା୭(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ୨୦୨୪ ଜୁନ୍‌ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା। ଏହି ନବଜାତ ଛୁଆର ବାପା ଏବଂ ମା’ ଉଭୟ…

ଗାଡ଼ିରେ ୩ ଲକ୍ଷ ଟଙ୍କା ରଖିଥିଲେ ଯୋଗାଣ ଅଧିକାରୀ: ବାନ୍ଧିଲା ଭିଜିଲାନ୍ସ

ଛତ୍ରପୁର,୧୦।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଭିଜିଲାନ୍ସ ଦ୍ୱାରା ଗୁରୁବାର ଗିରଫ କରିଛନ୍ତି l ବୁଧବାର ଗଞ୍ଜାମ ଜ଼ିଲା ଛତ୍ରପୁର ନିକଟ ଆର୍ଶୀବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡା ଘରୁ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ…

ଚାଲିଥିଲା ଗଞ୍ଜେଇ ରେଡ୍‌ ମିଳିଲା କୋଟିଏ ଟଙ୍କାର ରୁପାଇଟା

ସମ୍ବଲପୁର,୧୦।୭: ସମ୍ବଲପୁର ଜିଲାର ରେଙ୍ଗାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶାସନ ଟୋଲଗେଟ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ ଏକ ସ୍କର୍ପିଓ ଗାଡ଼ିରୁ ୧ କୁଇଣ୍ଟାଲ ୧୦ କେଜି ରୁପାଇଟା…

ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ପରେ ଅଘଟଣ: ପ୍ରବଳ ସ୍ରୋତରେ ଭାସିଯାଉଥିଲେ ଯୁବକ, ପାଣିକୁ ଡେଇଁ…

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?