ଆମ ଜିଲା ଖବର

କମୁନି ବର୍ଷା, ଥମୁନି ଯନ୍ତ୍ରଣା: ମରଣଯନ୍ତା ପାଲଟିଛି ପଞ୍ଚାୟତ ରାସ୍ତା

ଦାରିଙ୍ଗବାଡି, ୯।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁତୁବାଡି ରାସ୍ତା ପାଲଟିଛି ମରଣଯନ୍ତା। ଉକ୍ତ ପଞ୍ଚାୟତର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଦୀର୍ଘ…

କଥା କଟାକଟି ହେଲା କାଳ: ଯୁବକଙ୍କୁ ପିଟିପିଟି ମାରିଦେଲେ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଜଣେ ବିବାହିତ ଯୁବକ ଗଣେଶ ଓରଫ୍‌ ମନୋଜ ବାଗ(୩୦)ଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଏତଲା ଦେବା ପରେ ସ୍ଥାନୀୟ ସଦର ଥାନା ପୋଲିସ…

ଅସମାହିତ ଡ୍ରେନେଜ୍‌ ଅବ୍ୟବସ୍ଥା: ବଢ଼ିଲା ଦୁର୍ଦ୍ଦଶା

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ଅବ୍ୟବସ୍ଥା ଏକ ପ୍ରମୁଖ ସମସ୍ୟାଭାବେ ରହି ଆସିଛି। ୧୯ୱାର୍ଡ ବିଶିଷ୍ଟ ବରଗଡ଼ ପୌର ପରିଷଦର ପ୍ରତି ୱାର୍ଡରେ ବର୍ଷବର୍ଷ ଧରି ଏହି ସମସ୍ୟା ପରିଲକ୍ଷିତ ହୋଇ ଆସୁଛି। ବିଭିନ୍ନ ପଡ଼ାର ଗଳିକନ୍ଦିଠାରୁ ସହରର ମୁଖ୍ୟରାସ୍ତା ପର୍ଯ୍ୟନ୍ତ…

ଦିଶିଲାନି ଚକାଆଖି: ଶ୍ରଦ୍ଧାଳୁ ଅସନ୍ତୋଷ

ପୁରୀ,୯ା୭(ଅଜିତ୍‌ କୁମାର ମହାନ୍ତି):ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ମୁଖ ଦର୍ଶନ କରିପାରି ନ ଥିବାରୁ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମିତି କୌଣସି ଏକ ମୁହୂର୍ତ୍ତ ଆସିଲାନି, ଯେଉଁଥିରେ ଠାକୁରଙ୍କୁ…

ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁଦିଅଁ, କାଲିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢ଼ା

ପୁରୀ,୮ା୭(ଅଜିତ୍‌ କୁମାର ମହାନ୍ତି)-ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ଏଥିସହ ଚଳିତବର୍ଷର…

ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା

କୋକସରା,୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟ ମେଡ଼ିକାଲ କଲେଜରେ ଜଣେ କର୍ମଚାରୀଙ୍କ ଭୁଲ ଇଞ୍ଜେକଶନ ଯୋଗୁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମର ଚିକତ୍ସାଧୀନ ରୋଗୀ ଫୁଲମତି ମାଝୀ (୫୦)…

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀଙ୍କୁ ୨କି.ମି. ଦୂର ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଲା। ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଏଭଳି ବିକଳ ଚିତ୍ର କଳାହାଣ୍ଡି…

କାରଗିଲ୍‌ ଯୁଦ୍ଧରେ ଲଢ଼ିଥିବା ଯବାନ ଶରତଚନ୍ଦ୍ରଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ରିଷିଡା,୮।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଶରତଚନ୍ଦ୍ର ଦଣ୍ଡସେନାଙ୍କ ମଙ୍ଗଳବାର ନିଜ ବାସଭବନରେ ପରଲୋକ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା ଯୋଗୁ ଶଯ୍ୟାଶାୟୀ ଥିଲେ। ସେ ୧୯୬୭ ମସିହା ଜାନୁଆରୀ ୫ରେ ଜନ୍ମଗ୍ରହଣ କରିଥିଲେ। ୧୯୮୩ରେ…

ସରିଲା ନିଳାଦ୍ରୀବିଜେ: ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତେ

ବାଲିଗୁଡା,୮।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସରିଲା ଘୋଷଯାତ୍ରା। ୧୨ ଦିନର ଲୀଳାଖେଳା ଶେଷ କରି ନୀଳାଦ୍ରିବିଜେ କରିଛନ୍ତି ନୀଳାଦ୍ରିନାଥ । ରଥରେ ବଡ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାଇଥିଲେ। ହେଲେ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ନେଇ ନ ଥିଲେ। ଏନେଇ…

ନୀଳକନ୍ଦରକୁ ବାହୁଡ଼ିବେ ବିଶ୍ୱନିୟନ୍ତା

ପୁରୀ,୭ା୭: ସରି ଆସୁଛି ନବଦିନାତ୍ମକ ଯାତ୍ର। ଆଜି ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ିବେ ମହାବାହୁ। ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ବିଶ୍ୱନିୟନ୍ତା। ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ। ବଡ଼ଦାଣ୍ଡରେ ଶେଷ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଆରମ୍ଭ…

ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି ବୁଲା ଷଣ୍ଢ: ଲୋକେ ଭୟଭୀତ

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତର ବଜାର ଓ ଗାଁ ଭିତରେ ଏକ ଷଣ୍ଢର ଦୌରାତ୍ମ ଦେଖିବାକୁ ମିଳିଛି। ବୁଲି ବୁଲି ଯାହାକୁ ଯୋଉଠି ଦେଖିଲା ତାଙ୍କୁ ମରଣାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତ ଅଞ୍ଚଳର…

ଜଳମଗ୍ନ ହୋଇ ପୂଜା ପାଉଛନ୍ତି ବାବା ଗୋକର୍ଣ୍ଣେଶ୍ୱର: ବୁଡ଼ିଗଲା ମହାଦେବଙ୍କ ଲିଙ୍ଗ

ଧର୍ମଶାଳା,୮।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ଅଞ୍ଚଳର ବହୁ ପୁରାତନ ପୀଠ ବାବା ଗୋକର୍ଣ୍ଣେଶ୍ୱରଙ୍କ ପୀଠରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଜଳମଗ୍ନ ମଧ୍ୟରେ ବାବା ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ପୁଜା ପାଉଛନ୍ତି। ଲଗାଣ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?