ପାକିସ୍ତାନୀ ନାଗରିକ ଦେଶ ଛାଡ଼ିବା ପ୍ରସଙ୍ଗ: ଆଜି ଶେଷ ହେଉଛି ଡେଡ୍ଲାଇନ୍, ନ ଛାଡିଲେ…
ଭୁବନେଶ୍ୱର,୨୯।୪: ଗତ ୨୨ ତାରିଖରେ ପହଲ୍ଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଇଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରାଯିବା ସହ ଅଟାରୀ…
ଗଞ୍ଜାମ ଏନଏସିରେ ପ୍ରହସନ ପାଲଟିଛି ଜଳଛତ୍ର
ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ କାମରେ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ନିମନ୍ତେ ଗଞ୍ଜାମ ଏନଏସି ପ୍ରଶାସନ ପକ୍ଷରୁ ତ୍ରିବେଣୀ ମଠ ଛକ,ଷ୍ଟେଟ ବ୍ୟାଙ୍କ ଛକ ଏବଂ ଦାମଦୋରପୁର ଯାତ୍ରୀ ବିଶ୍ରାମଗାର ଠାରେ ଜଳଛତ୍ର…
ହିତାଧିକାରୀଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ
ଥୁଆମୂଳ ରାମପୁର,୨୯ା୪ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଧ୍ରୁବଚରଣ ଚରଣ ମୁଦୁଲି ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲାପାଳ ପାଓ୍ବାର ସଚିନ ପ୍ରକାଶ,…
ଯୁବକଙ୍କୁ ଦଳିଦେଲା ଦନ୍ତା
ରାସଗୋବିନ୍ଦପୁର,୨୯।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅମରଦା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଧାନ ବିଲରେ ଏକ ଦନ୍ତା ହାତୀ ଜଣେ ଯୁବକଙ୍କୁ ଦଳି ମାରି ଦେଇଛି। ହାତୀପଲ ଘଉଡ଼ାଇବାକୁ ଯାଇ ଯୁବକ ଜଣକ ଆକ୍ରମଣର ଶିକାର ହୋଇଥିବା…
ଜିପ୍ସମ୍ ଗୁଣ୍ଡ ଧୂଳିରେ ପଥଚାରୀ ଅଣନିଃଶ୍ୱାସୀ
ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ ବ୍ରିଟିଶ କେନାଲ ୨୪ କି.ମି. ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୦୪ କୋଟି ଟଙ୍କା ବ୍ୟୟରେ ନବୀକରଣ ହେଉଛି। ନିର୍ମାଣ କାର୍ଯ୍ୟରେ ଜିପ୍ସମ୍ ଗୁଣ୍ଡ ବ୍ୟବହାର କରାଯାଉଛି।…
୩ ମନ୍ଦିରର ରତ୍ନମୁଦ ଉତ୍ସବମୁଖର ଥୁଆମୂଳ ରାମପୁର: କଳସ ଯାତ୍ରା ଆରମ୍ଭ
ଥୁଆମୂଳ ରାମପୁର,୨୯ା୪ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୂଆମୂଳ ରାମପୁର ବିଜେ ମା’ ମାଣିକେଶ୍ବରୀ, ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାଦେବ ଶ୍ରୀ ରାମେଶ୍ବରଙ୍କ ଭବ୍ୟ ମନ୍ଦିରର ୩୦ରେ ହେବାକୁ ଥିବା ରତ୍ନ ମୁଦ ଉତ୍ସବ ପାଇଁ ବୁଧବାର କଳସ ଯାତ୍ରା ଓ…
ରାସ୍ତାରେ ବାଲି-ଗୋଡି ଗଦା: ଯାତାୟାତ ବାଧାପ୍ରାପ୍ତ
ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): ଗଞ୍ଜାମ ସାନବଜାର ଷ୍ଟେଶନକୁ ଯିବା ରାସ୍ତାରେ ଘର ନିର୍ମାଣ ପାଇଁ ଆସୁଥିବା ଗୁଡ଼ି ବାଲି ଦୀର୍ଘ ଦିନ ଧରି ପଡି ରହିଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ତୋକିଡିଆ ରାସ୍ତାରେ ସହର ସମେତ…
ବିଜାପୁର ମାଓବାଦୀ ସଂଗଠନକୁ ବଡ଼ ଧକ୍କା
ମାଲକାନଗିରି,୨୮ା୪: ଛତିଶଗଡ଼ ବିଜାପୁରରେ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ରେ ମାଓବାଦୀ ଦମନ ଅଭିଯାନ ଜୋର୍ଦାରରେ ଚାଲିଥିବା ବେଳେ ଅନେକ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଏହି କ୍ରମରେ ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀ ସଙ୍ଗଠନ ଛାଡ଼ି ପୋଲିସ ନିକଟରେ…
ମେ ୨ରୁ ଓଜେଇଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଭୁବନେଶ୍ୱର,୨୯ା୪: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମୋଡ୍ରେ…
ବାପ ରହୁଥିବା ଘରେ ନିଆଁ ଲଗାଇଦେଲେ ପୁଅ
ଚୌଦାର/୨୯/୪(ଆଶୁତୋଷ ଦାସ): ଚୌଦ୍ୱାର ପୌରପାଳିକା କପାଲେଶ୍ୱର୍ ନୂଆସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମାଗୁଣି ବେହେରା ନାମ ଜଣେ ବ୍ୟକ୍ତି ଘରେ ନ ଥିବା ବେଳେ ତାଙ୍କ ପୁଅ ମାନସ ନିଶାସକ୍ତ ଅବସ୍ଥାରେ ନିଆଁ ଲଗାଇ କେଉଁଆଡେ ଫେରାର ହୋଇଯାଇଛନ୍ତି। ମାଗୁଣି…
ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲାପାଳଙ୍କୁ ଫେରାଦ
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ପୂର୍ବାହ୍ନରେ ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ…
ଆର୍ଡି ରାସ୍ତାରେ ଟୋଲ୍ପ୍ଲାଜା ନିର୍ମାଣକୁ ବିରୋଧ: ଆନ୍ଦୋଳନ ପାଇଁ ସଂଗଠିତ ଅଞ୍ଚଳବାସୀ
ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜା ନିକଟରେ ରହିଥିବା ବାଇପାସ୍ ଆର୍ଡି ରାସ୍ତାରେ ପୁଣି ଏକ ଟୋଲପ୍ଲାଜା ନିର୍ମାଣ ଯୋଜନା ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ପୂର୍ବାହ୍ନ ୧୧ଟାରେ ଅଞ୍ଚଳର…
Archives


