ଆମ ଜିଲା ଖବର

ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ଗଜିର୍ଜିଲା କଂଗ୍ରେସ

ନୂଆପଡ଼ା,୧୬ା୭ (ମକାରୁ ବେମାଲ):ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନୂଆପଡ଼ା ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ବରିଷ୍ଠ ନେତା ଘାସିରାମ ମାଝିଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ସ୍ଥାନୀୟ ନ୍ୟାଶନାଲ…

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଏଚଓଡି ସମୀରଙ୍କ ସାଂଘାତିକ କାରନାମ, ଛାତ୍ରୀଙ୍କ ସହ କରୁଥିଲେ…

ବାଲେଶ୍ୱର,୧୬।୭: ଜବୀନ ଯୁଦ୍ଧରେ ହାରିଛନ୍ତି! ସୌମ୍ୟାଶ୍ରୀଙ୍କ ପାଇଁ ଏତିକି କହିବା ତାଙ୍କ ପ୍ରତି ଅସମ୍ମାନ ହେବ। ସିଏ ନୁହେଁ ଆମେ ହାରି ଯାଇଛୁ। ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ତୁଛାଟାରେ ଚିତ୍କାର କରୁଛୁ। ରାଜନୀତି ଓ ଗଣମାଧ୍ୟମର ଅସ୍ୟହ ଚିତ୍କାରରେ ଦବି…

ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ

ମହାକାଳପଡ଼ା,୧୬ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତ ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ବନ୍ଧପଡ଼ାର ଭାଗଶ୍ରୀ ରାଉତ(୧୪)। ସେ ତାଙ୍କ…

କ୍ଷେତକୁ ଯାଇଥିଲେ ପୁଅ ହଠାତ ମାରିଲା ଘଡ଼ଘଡି, ଆଉ ଫେରିଲେନି…

ନୂଆପଡ଼ା, ୧୬।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାହିପଲା ଗାଁ ବହଳଡିହି ପଡାରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାରତ ଲୁହାର (୨୪)। ସୂଚନା ମୁତାବକ ଭାରତ ଅପରାହ୍ନ ୩ଟା ସମୟରେ ନିଜ କ୍ଷେତକୁ…

ଗୁମାଡି ନଦୀରେ ଗଡିଲା ଗାଡି, ଖୁବ୍‌ଶୀଘ୍ର ଚାଲିବ ଭାରୀଯାନ: ବିଡିଓ କଲେ କାର୍ଯ୍ୟ ତଦାରଖ

ଦାରିଙ୍ଗବାଡି,୧୬।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ଗତ ୧୦ ଦିନରୁ ଉର୍ଦ୍ଧ ସମୟ ହେଲା ଯାତାୟାତ ବିଛିନ୍ନ ହୋଇଯାଇଥିଲା। ବୁଧବାର ଠାରୁ ଉକ୍ତ ରାସ୍ତାରେ ଗାଡି ମୋଟର ଗଡିଛି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ…

ହଠାତ୍‌ କାର୍‌ ଡ୍ରାଇଭର୍‌ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି…

ଆସିକା,୧୬।୭: ଗଞ୍ଜାମ ଜିଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ କୋଟିନଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭାରସାମ୍ୟ ହରାଇ ଦୋକାନ କାନ୍ଥରେ ପିଟି ହୋଇଛି କାର୍‌। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…

ଅସୁରକ୍ଷିତ ସୁଲୁମାହା ଜଙ୍ଗଲ: ନିର୍ଭୟରେ ଗଛକଟା, ଜଙ୍ଗଲ ବିଭାଗକୁ ଖୋଲା ଚ୍ୟାଲେଞ୍ଜ୍‌

ଦାରିଙ୍ଗବାଡି,୧୬/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି। ଦୁର୍ବୁତ୍ତ ମାନେ ଜଙ୍ଗଲରୁ ଅତି ମୂଲ୍ୟବାନ ଗଛ ତଥା ଶାଳ, ପିଆଶାଳ, ଶିଶୁ ଭଳି ଗଛ କାଟି ନେଇଯାଉଛନ୍ତି। ବନ ବିଭାଗ ଚୁପ ବସିଛି। ସେପଟେ…

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବିଲାତି ଟ୍ରକ

ବାରିପଦା,୧୬।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନ ୧୮ନଂ ଜାତୀୟ ରାଜପଥର ଶଙ୍କୁଚା ନିକଟରେ ବୁଧବାର ଭୋରୁ ଏକ ବିଲାତି ବୋଝେଇ ଟ୍ରକ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି । ରାସ୍ତା ଡିଭାଇଡରରେ ବାଡେଇ ହୋଇଥିବାରୁ ଟ୍ରକଟି ଜଳିଯାଇଥିବା…

ମା’ବାପାଙ୍କୁ ପିଟିପିଟି ମାରିଦେଲେ ନୃଶଂସ ପୁଅ:ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାରିପଦା,୧୬/୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗାଥାନା ମାନଗୋବିନ୍ଦପୁର ପଂଚାୟତ ଧନାପାଳ ଗ୍ରାମରେ ଜନୈକ ପୁଅର ଉନ୍ମତ କାଣ୍ଡକୁ ନେଇ ଅଞ୍ଚଳରେ ଆଲୋଡନ ଦେଖାଯାଇଛି। ନିଶାଶକ୍ତ ଅବସ୍ଥାରେ ବୃଦ୍ଧ ମାଆବାପାକୁ ପିଟିବା ସହ ହାଣି ହତ୍ୟା କରିଛି । ମୃତକ ଦ୍ବୟ ହେଲେ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ

କର୍ଲାମୁଣ୍ଡା,୧୬ା୭ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନିପଡାରେ ଦୀର୍ଘ ୪୦ ବର୍ଷ ଧରି ୪୦ ପରିବାର ବସବାସ କରି ଆସୁଥିଲେ ହେଁ ସ୍ଥାୟୀ ଘର ଡିହ ପାଇପାରୁ ନ ଥିବା ସମ୍ପର୍କରେ ମଙ୍ଗଳବାର ଧରିତ୍ରୀରେ…

ସାର ସଙ୍କଟ: କଳାବଜାରୀ ନେଇ ଚିନ୍ତାରେ ଚାଷୀ

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଏହି ସମୟରେ ଜିଲାରେ ସାର କଳାବଜାର ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଗ୍ରୋମୋର ଏବଂ ଡିଏପି ସାର ଠିକ୍‌ଭାବେ ଉପଲବ୍ଧ ହେଉ ନଥିବାବେଳେ ତାହା କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।…

ରଜନା-ଚିନ୍ଦାପଡ଼ା ରାସ୍ତା କର୍ଦ୍ଦମାକ୍ତ: ଯାତାୟାତରେ ଅସୁବିଧା

ନୂଆପଡ଼ା,୧୬ା୭ (ମକାରୁ ବେମାଲ):ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ରାସ୍ତାର ଉନ୍ନତୀକରଣ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏମିତି ଅନେକ ରାସ୍ତା ରହିଛି ଯାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହାର ଏକ ଉଦାହରଣ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?