ଆମ ଜିଲା ଖବର

ଘରେ ଶୋଇଥିବା ବେଳେ ନାବାଳିକାଙ୍କୁ ଫେରାର କରି ନେଇ ବଳାତ୍କାର, ଟ୍ରାକିଂ କରି ଚେନ୍ନାଇରୁ ସନିଆଙ୍କୁ ବାନ୍ଧିଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରୁ ଅପହରଣ କରାଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ଚେନ୍ନାଇରୁ ଉଦ୍ଧାର କରିଛନ୍ତି। ଗତ ମେ ୧୮ ତାରିଖ ରାତିରେ…

F.M ଛାତ୍ରୀଙ୍କ ମୃତ୍ୟୁପରେ ଗର୍ଜିଲା ଛାତ୍ର କଂଗ୍ରେସ: ସିଧା ମୋହନ ମାଝିଙ୍କ ଫଟୋରେ ଲଗାଇଲେ ନିଆଁ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁନେଇ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳବାର କେସିଙ୍ଗା ମହାବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆପାରଗତାକୁ ନେଇ ନାରାବାଜି ଦିଆଯିବା ସହ…

ଶୁଖୁନି ମା’ ଆଖିର ଲୁହ; ସ୍ବାମୀ ଚାଲିଯିବା ପରେ ପୁଅ ଚଳାଉଥିଲା ପରିବାର, ହେଲେ ତାମିଲନାଡ଼ୁରେ…

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ): ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତର ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ଏଭଳି ଘଟଣା ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ହେଲେ ରଘୁନାଥ…

ଏମ୍‌କେସିଜି ମେଡିକାଲ ପରିସରରୁ ମିଳିଲା ଗଳିତ ମୃତଦେହ

ବ୍ରହ୍ମପୁର, ୧୫ା୭( ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହତ୍ୟା, ବଳାତ୍କାର ଓ ଲୁଟ ଆଦି ଅପରାଧ ଘଟୁଛି। ମଙ୍ଗଳବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମକେସିଜି ମେଡିକାଲ ପରିସରରେ ଥିବା ଖେଳପଡିଆ ସମ୍ମୁଖ…

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବିଜେଡିର ଆସନ୍ତାକାଲି ବଡ଼ ବନ୍ଦ ଡାକରା, ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ବାଲେଶ୍ୱର,୧୫।୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ଆନ୍ଦୋଳନ ଓ ରାଜନୈତିକ ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ…

ଗୁମାଡି ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ ଆନ୍ଦୋଳନ କରିବାକୁ ଚେତାବନୀ…

ବିଡ଼ିଓଙ୍କ ନିର୍ଦ୍ଦେଶରେ ସ୍ବାଭାବିକ ହେଉଛି ଅଞ୍ଚଳ, ଗ୍ରାମବାସୀଙ୍କ ଧମକ ପରେ…

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀରେ ଏକ ନୂତନ ପୋଲ ନିର୍ମାଣ ଚାଲିଛି। ତେବେ ପୋଲ ନିର୍ମାଣ ସରିବା ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଡାଇଭର୍ସନ ରାସ୍ତା…

ଭକୁଆ ହେଲେ ଛାତ୍ରୀଛାତ୍ର: ଏପଟେ ଆୟୋଜନା ସେପଟେ ପେଟ ପୂଜା କରି ଚାଲିଗଲା ଷ୍ଟାଣ୍ଡିଙ୍ଗ କମିଟି

ପୁରୁଷୋତ୍ତମପୁର,୧୫।୭ (ସୀମାଞ୍ଚଳ ମିଶ୍ର): ବିଧାନସଭା ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରଛାତ୍ରୀଙ୍କୁ ଭକୁଆ ବନାଇ ନିରାଶ କରିଥିବା ବେଳେ ଏଥିରୁ ବାଦ୍‌ ପଡ଼ି ନାହାନ୍ତି ପୋଲିସ କର୍ମଚାରୀ। ଷ୍ଟାଣ୍ଡିଂ କମିଟିରେ ସ୍ଥାନୀୟ ଖଲ୍ଲିକୋଟ ବିଧ୍ୟାୟକ…

ରାଜ୍ୟରେ ହଇଚଇ ICC ଦେଲା ସାଙ୍ଘାତିକ ବୟାନ: ଏମିତି କରିଥିଲେ ହୁଏତ ବଞ୍ଚିଯାଇ..

ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ସଙ୍କଟାପନ୍ନ…

ଝିଅର ମୃତ୍ୟୁ ପରେ ଏଭଳି କହିଲେ ସୌମ୍ୟାଶ୍ରୀଙ୍କ ମା’

ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୌମ୍ୟାଶ୍ରୀ। ଭାଙ୍ଗି ପଡିଛନ୍ତି ସୌମ୍ୟାଶ୍ରୀଙ୍କ ମା’ ବାପାଙ୍କ ସହ ପୁରା ପରିବାର। ଏହି ପରିପ୍ରେକ୍ଷୀରେ ସୌମ୍ୟାଶ୍ରୀଙ୍କ ମା’ ଝିଅର ମୃତ୍ୟୁ ପାଇ ମା’ FM କଲେଜ କମିଟିକୁ ଦାୟୀ କରିଛନ୍ତି। କମିଟି ଠିକ୍‌ ରିପୋର୍ଟ ଦେଲାନାହିଁ।…

ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ସାରାଂଶ

ବଲାଙ୍ଗୀର,୧୫।୭: (ସୁନିଲ ମହାନ୍ତି): ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ବଲାଙ୍ଗୀର ଜିଲାରୁ ସାରାଂଶ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଜାତୀୟ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀଙ୍କ ଅନୁମୋଦନ କ୍ରମେ ଜାତୀୟ ଇନଚାର୍ଜ କହ୍ନୈୟା କୁମାର ନବନିଯୁକ୍ତ…

ସୌମ୍ୟାଶ୍ରୀଙ୍କ ମୃତ୍ୟୁ: ଏତିକି ଦିନ ବନ୍ଦ ରହିବ FM କଲେଜ

ଭୁବନେଶ୍ୱର,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଥିଲା ବେଳେ କଂଗ୍ରେସ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?