ଶିକ୍ଷକଙ୍କ ବଦଳି ବାତିଲ ନେଇ ସ୍କୁଲରେ ତାଲା ମାରିଲେ ଅଭିଭାବକ, ଛାତ୍ରୀଛାତ୍ର
ଖଡ଼ିଆଳ,୫।୮.(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ପଞ୍ଚାୟତର ଜୁନାନୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ଶିକ୍ଷକଙ୍କ ବଦଳି ବାତିଲ ନେଇ ସ୍କୁଲରେ ତାଲା ମାରିଲେ ଅଭିଭାବକ। ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ…
ରାଜ୍ୟରେ ମହିଳା ଅସୁରକ୍ଷିତ: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜୁ ଯୁବ ଛାତ୍ର
କେସିଙ୍ଗା,୫।୮(ତୁମେଶ୍ୱର ସାହୁ): ବିଜୁ ଯୁବ ଛାତ୍ର ଜନତା ଦଳ କଳାହାଣ୍ଡି ,କେସିଙ୍ଗା ଶାଖା ପକ୍ଷରୁ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଥାନାର ଆଇଆଇସିଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସହରସ୍ଥିତ ଆମ୍ବେଦକର ଛକ ଠାରୁ ସମସ୍ତ ବିଜୁ ଯୁବ ଛାତ୍ରଙ୍କ…
ପାଣି ନେବା ପରେ ଗଡଗଡିଆ ଘାଟରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା, ପଲିଥିନ: ମହାନଦୀରେ ପ୍ରଦୂଷଣ ବୃଦ୍ଧି
କଟକ,୫।୮: ରବିବାର କାଉଡିଆମାନେ ବିଭିନ୍ନ ଶୈବପୀଠକୁ ଜଳ ନେଇଯିବା ପରେ ସୋମବାର ଅପରାହ୍ନରେ କଟକର ଗଡଗଡିଆ ଘାଟ ତଥା ମହାନଦୀ ତୁଠରେ କୁଢ଼ କୁଢ଼ ଅଳିଆ, ଆବର୍ଜନା ଓ ପଲିଥିନ ପଡ଼ି ରହିଥିବା ଦେଖାଯାଇଛି। ଏହି ପରିସ୍ଥିତି ମହାନଦୀରେ ପ୍ରଦୂଷଣ ବୃଦ୍ଧି…
ଚାଷୀଙ୍କ ଅଭିଯୋଗ ଶୁଣିଲେ ବିଧାୟକ: ଜଳସେଚନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୋରୱେଲ ଖୋଳା ଯାଇଥିଲେ ମଧ୍ୟ ଚାଷୀମାନେ ପାଣିର ସୁବିଧା ପାଇପାରୁନାହାନ୍ତି। ଗତ ୪ ବର୍ଷରୁ ଅଧିକ ସମୟ ଧରି ଖୋଳା ଯାଇଥିବା ବୋରୱେଲକୁ ତାର ସଂଯୋଗ ନାହିଁ। ପାଣି ମଟର ଦାହିଁ କି…
ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟିତ: ନିରାଶ୍ରୟଙ୍କୁ ମିଳିବ ଆଶ୍ରୟ
କେସିଙ୍ଗା,୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ନବନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଅଧ୍ୟକ୍ଷ ନୃପରାଜ ଯାଦବ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ୱାର୍ଡ ନ ୬ କଲୋନୀ ପଡ଼ାରେ…
ବେଆଇନ ଗୋରୁ ଚାଲାଣ: ପିକଅପ୍ ଜବତ, ୭ ଚମ୍ପଟ
ମୋରଡା,୫।୮(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ଗୋଚାଲାଣ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି l ସୂଚନା ମୁତାବକ, ଆଜି ଭୋରରୁ ୧୦ ରୁ ୧୨ଟି ପିକଅପରେ ବେଆଇନ ଭାବେ ଗୋଚାଲାଣ ହେଉଥିବା ସମୟରେ ଉକ୍ତ ଥାନା ଅଧୀନ ନୂହାଝାଳିଆ ପଞ୍ଚାୟତର…
ଜିଲାରେ ପ୍ରଥମ: ଭରସା ପୋର୍ଟାଲର ଶୁଭାରମ୍ଭ କରି ଚର୍ଚ୍ଚାରେ ବିଧାୟକ
ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ନିର୍ବାଚିତ ପରଠାରୁ ଗୋଟିଏ ଦିନ ବି ଘରେ ବସି ନାଁହାନ୍ତି। ପ୍ରତ୍ୟେକ ଦିନ ଲୋକଙ୍କ ପାଖରେ ପହଂଚି କିଛି ନାଁ କିଛି ସମାଧାନ କରିଥାନ୍ତି l ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବାମାନେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି l ସେ…
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ
ଭବନୀପାଟଣା,୫।୮(ଉତ୍ତମ କୁମାର ଦାଶ)-ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗତ ଗୁରୁବାର ପୂବାହ୍ନରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ କ୍ରାଇମବ୍ରାଞ୍ଚ…
ଦାରିଙ୍ଗବାଡିରେ ବଢୁଛି ଚୋରି, ପୋଲିସର ହାତ ଖାଲି: ଗୋଟିଏ ରାତିରେ ନେଇଗଲେ….
ଦାରିଙ୍ଗବାଡି, ୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଉଛି। ଦୁର୍ବୁତ୍ତମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଲାଭଳି ଗୋଟିଏ ରାତିରେ ଅଞ୍ଚଳରେ ଏକାଧିକ ଚୋରି କରିଛନ୍ତି। ତାହା ମଧ୍ୟ ଥାନାଠାରୁ ମାତ୍ର…
ସରକାରଙ୍କ ମାଗଣା ବିହନ ଅପହଞ୍ଚ: ଚାଷୀ ମହଲରେ ଉଦ୍ବେଗ
ଭବାନୀପାଟଣା,୫ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚାଷୀମାନେ କିଭଳି ଧାନ ସହ ଅନ୍ୟାନ୍ୟ ଡାଲିଜାତୀୟ ଶସ୍ୟ ଚାଷ କରିପାରିବେ ସେଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ବିରି ଓ ହରଡ ଡାଲି ବିହନ ବଣ୍ଟନ ଆରମ୍ଭ ହୋଇଛି। ଜିଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ…
ଶିକ୍ଷକ ବଦଳି ନେଇ ସ୍କୁଲରେ ପଡ଼ିଲା ତାଲା
ନୂଆପଡ଼ା,୫ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍ କୁରୁମପୁରି ପଞ୍ଚାୟତ ଦଳଦଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ନେଇ ସୋମବାର ଅଭିଭାବକମାନେ ଗେଟ୍ରେ ତାଲା ପକାଇ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ବସାଇ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ…
ମନ୍ତ୍ରୀ-ଅଧିକାରୀଙ୍କ କଥାରେ ନାହିଁ ତାଳମେଳ: ସରଳୀକରଣ ହୋଇନି ପଞ୍ଜୀକରଣ, ମିଳିନି କ୍ଷତିପୂରଣ
ବରଗଡ଼, ୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପୁଣି ଚାଷୀ ଅସନ୍ତୋଷ ତେଜି ଉଠିଛି। ଖରିଫ ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାରେ ଜଟିଳତା, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍ପୁଟ ସବ୍ସିଡି ନ ମିଳିବା, ବୀମା କ୍ଷତିପୂରଣ ଅପହଞ୍ଚ ଆଦି ସମସ୍ୟାକୁ ନେଇ ଜିଲାର ଚାଷୀମାନେ…

