ଆମ ଜିଲା ଖବର

ଖାଲଖମାରେ ଭର୍ତ୍ତି ମହାନଦୀ ସେତୁ

ବୌଦ୍ଧ,୨୦ା୧(ସ୍ବ.ପ୍ର.): ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା ା ବୌଦ୍ଧ ସହରର ଦ୍ରୁତ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ହେଲେ ବୌଦ୍ଧବାସୀଙ୍କ ଗର୍ବ ପାଲଟି ଥିବା ବୌଦ୍ଧ କିଆକଟା ମହାନଦୀ ସେତୁ ବର୍ତ୍ତମାନ...

ଥଣ୍ଡା କାକରରେ ରାସ୍ତାପାର୍ଶ୍ୱରେ କଟୁଛି ବୃଦ୍ଧଙ୍କ ଜୀବନ

ଗୁଣପୁର,୨୦ା୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଗୁଣପୁର ଷ୍ଟେଶନ ରୋଡ୍‌ ଛକ ରାସ୍ତାପାର୍ଶ୍ୱରେ ଜଣେ ବୃଦ୍ଧ ଦୀର୍ଘଦିନ ଧରି ଶୀତରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ହେଲେ ତାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ ପାଇଁ କାହାର ନଜର ପଡ଼ୁନାହିଁ। ଏ ନେଇ...

ଆସନରୁ ଉଠିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ

ରାୟଗଡ଼ା,୨୦ା୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିରେ ଚଳିତ ଥର ବଭିନ୍ନ ଅବ୍ୟବସ୍ଥା ଏବଂ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନକୁ ନିନ୍ଦା କରାଯାଉଛି। ମହୋତ୍ସବକୁ ଚଳିତ ବର୍ଷ ଆକର୍ଷଣୀୟ କରାଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ପ୍ରସ୍ତୁତି...

ପୋଲିସ ଏସ୍‌ଆଇଙ୍କୁ ୫ ବର୍ଷ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଦୋଷୀ ଜଣେ ପୋଲିସ ଏସ୍‌ଆଇଙ୍କୁ ୫ବର୍ଷ କାରାଦଣ୍ଡରେ...

ପାରମ୍ପରିକ ନୀତିରେ ହେବ ମାଘମେଳା

ଢେଙ୍କାନାଳ ଅଫିସ, ୨୦।୧: ଉପାସନା ସ୍ଥଳୀ ଉଚ୍ଛେଦ ପରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ମହିମାଗାଦିରେ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଗୁରୁବାର ପୁଣି ଉଦ୍ୟମ କରିଛି ଜିଲା ପ୍ରଶାସନ। ଆପୋସ...

ପ୍ରକୋଷ୍ଠରେ ତାଲା, ବାରଣ୍ଡାରେ ପଢ଼ିଲେ

ଢେଙ୍କାନାଳ ଅଫିସ,୨୦।୧: ଶିକ୍ଷକଙ୍କୁ ମନଇଚ୍ଛା ପଠାଯାଉଛି ଡେପୁଟେଶନରେ। ମୁଣ୍ଡ ଉପରେ ପରୀକ୍ଷା ଥିବାବେଳେ ପାଠପଢ଼ା ଗୁରୁତ୍ୱର ଭାବେ ପ୍ରଭାବିତ ହେଉଛି। ଏଭଳି ଅବ୍ୟବସ୍ଥା ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ ସୋଗରପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର।...

ଘର, ଦୋକାନ ଭାଙ୍ଗିଲା ଏନ୍‌ଏସି, ଆଇନର ଆଶ୍ରୟ ନେଲେ ଅସହାୟ

ପୁରୁଷୋତ୍ତମପୁର,୨୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସହରବାସୀ। ନିର୍ବାହୀ ଅଧିକାରୀ ଆକ୍ରୋଶମୂଳକ ମନୋଭାବ ରଖି ଏକ ନିରୀହ ଗରିବ ଶ୍ରେଣୀର ପରିବାର ଉପରେ ଦବଙ୍ଗଗିରି ଦେଖାଇଥିବା ଅଭିଯୋଗ କରିଛନ୍ତି।...

ଗୋରୁ ଖାଉଛି ମଧ୍ୟାହ୍ନଭୋଜନ

ବ୍ରହ୍ମପୁର ଅଫିସ,୨୦ା୧: ରାଜ୍ୟ ସରକାର ଏମ୍‌ଡିଏମ୍‌ (ମିଡ୍‌ ଡେ ମିଲ୍‌) ଯୋଜନାରେ ସବୁ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରଛନ୍ତିି। କିନ୍ତୁ ବ୍ରହ୍ମପୁର ସହରର ବ୍ରଜନଗର ୨ୟ ଲେନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ...

ଗାଡ଼ି ଉଦଳାରେ, ଫାଇନ କଟିଛି ୧୦୦ କି.ମି ଦୂରରେ

ଉଦଳା,୨୦ା୧(ଡି.ଏନ.ଏ.): ଗାଡ଼ି ରହିଛି ଘର ପାଖରେ। ହେଲେ ପରିବହନ ବିଭାଗ ଗାଡ଼ିର ଫିଟନେସ୍‌ ଏବଂ ରେଜିଷ୍ଟ୍ରେଶନ ନିମନ୍ତେ ୧୦୦ କି.ମି ଦୂର ଟୋଲଗେଟ୍‌ରେ କାଟିଛି ୫ ହଜାର ଟଙ୍କାର ଫାଇନ୍‌। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହିତ ପରିବହନ...

ସୀମିତ କର୍ମଚାରୀରେ ଚାଲିଛି କୃଷି ଜିଲା କାର୍ଯ୍ୟାଳୟ

ଚମ୍ପୁଆ,୨୦ା୧(ଡି.ଏନ୍‌.ଏ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କୃଷି ଜାତ ଦ୍ରବ୍ୟ ଅମଳ ବୃଦ୍ଧି ନିମନ୍ତେ ଆଧୁନିକ ଯନ୍ତ୍ରପାତି ସବ୍‌ସିଡ୍‌ ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର...

ଗୋଚର ଜାଗା ଦଖଲ: ରାସ୍ତାରୋକୋ କଲେ ଗ୍ରାମବାସୀ

ବାରଙ୍ଗ,୨୦ା୧(ଡି.ଏନ୍‌.ଏ.): ବାରଙ୍ଗ-ଫକୀରପଡ଼ା ଗାଁ ମୁଣ୍ଡରେ ଫକୀରପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ଫକୀରପଡ଼ା ଗାଁ ମୁଣ୍ଡରେ ଥିବା ଗୋଚର ସରକାରୀ ଜାଗାରେ ଗାଁର ପିଲାମାନେ ଖେଳପଡ଼ିଆ ଭାବେ ବ୍ୟବହାର କରୁଥିଲେ। କିନ୍ତୁ ଜଣେ ବ୍ୟକ୍ତି ଏହି ଜାଗାକୁ ଦଖଲରେ...

ଯାଜପୁର ଜିଲାରେ ଆବାସ ତାଲିକା: ୨୬ ରୁ ୧୯ ପଞ୍ଚାୟତରେ ଗରିବ ନାହାନ୍ତି

ଯାଜପୁର ଅଫିସ,୨୦ା୧: ଖୁସିର ଖବର ଯାଜପୁର ଜିଲା ସଦର ବ୍ଲକରେ ଗରିବ ଲୋକଙ୍କ ସଂଖ୍ୟା କମିଛି। ଏହି ବ୍ଲକରେ କୁଡିଆ କିମ୍ବା ମାଟି ଘରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ କମ। ବ୍ଲକର ସମୁଦାୟ ୨୬ରୁ ମାତ୍ର ୭ ଗ୍ରାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri