ନୂଆପଡ଼ା

ଅସୁରକ୍ଷିତ ଗୋଧଁସ ଜଳପ୍ରପାତ

ନୂଆପଡ଼ା ଅଫିସ,୨।୧୨: ବର୍ତ୍ତମାନ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି। ନୂଆପଡ଼ା ଜିଲାରେ ଥିବା ୩ଟି ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ ହେଉଥିଲେ ମଧ୍ୟ ଅବହେଳତ ଅବସ୍ଥାରେ ଥିବାରୁ ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷିତ ନୁହେଁ। ନୂଆପଡା ଜିଲା ଛତିଶଗଡ…

ବିଦ୍ୟୁତ୍‌ ବିଲ ପୈଠ କଲା ପଞ୍ଚାୟତିରାଜ ବିଭାଗ

ନୂଆପଡ଼ା ଅଫିସ,୩୦।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନାରେ ପାତଳ ବୋରୱାଲ କରି ଲୋହୋଣ୍ଡୋପାଲି, ଠୁଟିବର ଓ ଗୋନିଆପଡାକୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିଲା। ପଞ୍ଚାୟତ…

ଖଡ଼ିଆଳରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ

ଖଡ଼ିଆଳ,୨୮।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ସହର ହେଉଛି ଜିଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ବ୍ୟବସାୟର ପେଣ୍ଠସ୍ଥଳ। ମାତ୍ର ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେଉଛି। ଖଡ଼ିଆଳ ହେଉଛି କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର। ଏହି ସହରକୁ ଲାଗିରହିଛି ୩୫୩ ନଂ.…

ଗୋ-ପାଳନ କରିଛି ସ୍ବାବଲମ୍ବୀ

ନୂଆପଡ଼ା ଅଫିସ୍‌,୨୮।୧୧: ମହିଳା ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି। ସରକାରଙ୍କ ସବୁ ଯୋଜନା ମହିଳାଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବାରୁ…

ପ୍ରଶାସନର ସହାୟତା ଲୋଡ଼ିଲେ ୨ ଭଉଣୀ

ନୂଆପଡ଼ା ଅଫିସ/ଖଡ଼ିଆଳ, ୨୧।୧୧(ଡି.ଏନ.ଏ.):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁରେ ସୁମିତ୍ରା ଦଳ ନାମକ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ସ୍ବାମୀ ଚିତମନ ଦଳ, ଶ୍ୱଶୁର ଦ୍ରୋଣ ଓ ଶାଶୁ ପୁନେଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…

ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର

ବୋଡେନ,୨୦।୧୧(ଡି.ଏନ୍‌.ଏ.): ଜଣେ ଯୁକ୍ତ ଦୁଇ ଛାତ୍ର ମୋବାଇଲ କିଣିବାକୁ ବାପାଙ୍କୁ ପଇସା ମାଗିଲେ। ବାପା ଧାନ ବିକ୍ରି ପରେ ମୋବାଇଲ କିଣିବାକୁ କହିଥିଲେ। ହେଲେ ଛାତ୍ର ଜଣକ ରାଗି ଦଉଡ଼ି ଦେଇ ଆମତ୍ହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

ବସୁଧା ଯୋଜନା ଫେଲ୍‌: ବାଲିଚୁଆଁ ଭରସା

ନୂଆପଡ଼ା ଅଫିସ,୧୮।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନା ଫେଲ୍‌ ମାରିଛି। ବିଦ୍ୟୁତ୍‌ ବିଲ ପୈଠ ନ କରିବାରୁ ବିଭାଗ ବିଦ୍ୟୁତ୍‌ ସଂଯୋଗ କାଟି ଦେବାରୁ ଜଳ…

ଟ୍ରକ୍‌ ଚାପାରେ ଚାଲିଗଲା କଲେଜ ଛାତ୍ରୀଙ୍କ ଜୀବନ

ସିନାପାଲି,୧୭।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ଚଟିଆଗୁଡ଼ା ନିକଟ ଫୋରୱେ ରାସ୍ତାରେ ଗୁରୁବାର ଏକ ଟ୍ରକ୍‌ ଚାପାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରୀ ଜଣକ…

ପୁଷ୍ଟିକର ଖାଦ୍ୟ, ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ଶିଶୁ

ନୂଆପଡ଼ା ଅଫିସ,୧୪।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଲଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡାବାସୀ ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ମହୁଲପଡାରେ ୮ ପରିବାରର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ସେମାନଙ୍କ ସୁବିଧା କହିଲେ…

ଟ୍ରାକ୍ଟର ଡ୍ରାଇଭରଙ୍କ ସହ ପ୍ରେମ ସମ୍ପର୍କ, ୪ ମାସର ଗର୍ଭବତୀ: ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା

ନୂଆପଡ଼ା ଅଫିସ,୧୦।୧୧: ନୂଆପଡା ସଦର ଥାନା ଟାନୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ରହସ୍ୟ ବେନାମୀ ଚିଠି ଆଧାରରେ ବୁଧବାର ସଦର ଥାନା ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୪ଜଣ ଯୁବକଙ୍କୁ…

ବେନାମୀ ଚିଠି ଖୋଲିଲା ଗୁମର

ନୂଆପଡ଼ା ଅଫିସ,୯।୧୧: ନୂଆପଡ଼ା ସଦର ଥାନା ଟାୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ଗୁମର ଖୋଲିଛି ବେନାମୀ ଚିଠି। ଚିଠିରେ ଲେଖାଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ମଙ୍ଗଳବାର…

ନାଳ ପାଇଁ ସମସ୍ୟା ଭୋଗୁଛନ୍ତି ପଡ଼ାବାସୀ

ନୂଆପଡ଼ା ଅଫିସ,୭।୧୧:କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହିସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚଇବା ପାଇଁ ପଞ୍ଚାୟତରୁ ଜିଲାସ୍ତର ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ଅବହେଳା ଯୋଗୁ ସବୁ ଯୋଜନା ଫେଲ ହୋଇଯାଉଛି। ଶିକ୍ଷା,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri