ଗାଈ ଫସଲ ଖାଇଦେବାରୁ ମହିଳାଙ୍କୁ ହତ୍ୟା କଲେ ମହିଳା
ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ…
ଜଙ୍ଗଲ ଗିଳି ଚାଲିଛି ନିଆଁ
ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ ବଡ଼ ଚିନ୍ତା ହେଉଛି ୨,୭୫୦ ବର୍ଗ କି.ମି. ଅଞ୍ଚଳ ପରିମିତ ଏସିଆ ମହାଦେଶର ଦ୍ୱିତୀୟ…
କୁକୁର ମୁହଁରେ ଶିଶୁକନ୍ୟା
ଭାପୁର, ୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମ ତେଲି ସାହିରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡରେ ବୁଲୁଥିବା ଏକ କୁକୁର ଶିଶୁକନ୍ୟାର ମୁଣ୍ଡ ନ ଥିବା ମୃତଦେହକୁ ଦାନ୍ତରେ କାମୁଡ଼ି ଧରିଥିଲା।…
ଆସିଲା ୬୦ ହଜାର କୁଇଣ୍ଟାଲ ଟାର୍ଗେଟ
ନୟାଗଡ଼ ଅଫିସ,୫।୩: ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି ବଢ଼ୁଛି। ଜିଲାରେ ସରକାର ଖୋଲିଥିବା ମଣ୍ଡିରେ ଟାର୍ଗେଟ ଶେଷ ହୋଇଯାଇଛି ଦର୍ଶାଇ ଚାଷୀଙ୍କ ଧାନ କିଣାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ମଣ୍ଡିକୁ ଯାଇ ହଇରାଣ…
ଲୁଟ୍ ଜୀବନ ନେଲା
ନୟାଗଡ଼ ଅଫିସ,୨।୩:ସୁନାଚେନ ଲୁଟ୍ କରି ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଜଣେ ଯୁବକ। ଲୋକେ ଆଇନ ହାତକୁ ନେଲେ ତାଙ୍କୁ ନିର୍ଦ୍ଧୂମ ପିଟିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ସଦର ଥାନା ବାରବାଟି ଗଁାରେ ସୋମବାର ଘଟିଛି ଏହି ଘଟଣା।…
ଲୋକଙ୍କ ମାଡ଼ରେ ଚାଲିଗଲା ଲୁଟେରାଙ୍କ ଜୀବନ
ନୟାଗଡ଼ ଅଫିସ,୧।୩: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ପୋତା ଶଙ୍ଖ ନଦୀଠାରେ ସୋମବାର ସକାଳୁ ମର୍ନିଂଓ୍ବାକ୍ କରିବାକୁ ବାରବାଟୀ ଗାଁର ଅରକ୍ଷିତ ଭଟ୍ଟ ଯାଇଥିଲେ। ଏହି ସମୟରେ ଏକ ବାଇକ୍ ଯୋଗେ ଶରଣକୁଳ ଥାନା ଡିମିଶର ଗାଁର ଲୁଟେରା ପ୍ରଭାତ…
୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା
ନୟାଗଡ଼ ଅଫିସ,୨୬।୨: ନୟାଗଡ ଜିଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ ଦାବିରେ ଦଶପଲ୍ଲାର ମହାବୀର ମନ୍ଦିରରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୟାଗଡରେ ଗୁରୁବାର ଉଦ୍ଯାପିତ ହୋଇଛି । ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆନ୍ଦୋଳନକାରୀ ୪୦…
ପରୀ ହତ୍ୟାକାଣ୍ଡ: ଏଲ୍ଭିଏ ଟେଷ୍ଟ ଆବେଦନ ପ୍ରତ୍ୟାହାର କଲା ଏସ୍ଆଇଟି
ନୟାଗଡ ଅଫିସ,୨୦।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ ବା ଲେୟର୍ଡ ଭଏସ୍ ଆନାଲିସିସ୍ (ଏଲ୍ଭିଏ) ହୋଇପାରିଲା ନାହିଁ। ଏଲ୍ଭିଏ ଟେଷ୍ଟ ପାଇଁ ଏସ୍ଆଇଟି କରିଥିବା…
ଭାଇରାଲ ଭିଡିଓରେ ପରୀ ହତ୍ୟା
ନୟାଗଡ଼ ଅଫିସ,୧୯।୨:ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ନାବାଳକ କଲେଜ ଛାତ୍ରଙ୍କ ସହ ଜଣେ ବ୍ୟକ୍ତିିଙ୍କ କଥୋପକଥନର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କଲେଜ ଛାତ୍ର ପରୀକୁ ତଳେ ପକାଇ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏ ସଂକ୍ରାନ୍ତରେ ଲିଖିତ…
ମୃତଦେହରେ କେମିକାଲ ବ୍ୟବହାର ପ୍ରମାଣ ମିଳିନି
ନୟାଗଡ଼ ଅଫିସ,୧୭।୨:ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁରର ୫ବର୍ଷୀୟା ଶିଶୁ ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ସୋମବାର ୪୮୨ପୃଷ୍ଠାର ଚାର୍ଜଶିଟ୍ ସ୍ଥାନୀୟ ଚିଲ୍ଡ୍ରେନ କୋର୍ଟରେ ଦାଖଲ କରିଛି। ଏଥିରେ ଏସ୍ଆଇଟି ୭୨ଜଣଙ୍କୁ ସାକ୍ଷୀ ଭାବେ ନେଇଛି।…
ପରୀ ହତ୍ୟା ମାମଲା: ଦାଖଲ ହେଲା ଚାର୍ଜସିଟ୍
ନୟାଗଡ଼ ଅଫିସ,୧୬।୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୋମବାର ଏସ୍ଆଇଟି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି। ନୟାଗଡ଼ ଚିଲଡ୍ରେନ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି। ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜସିଟ ଦାଖଲ ପାଇଁ…
ପ୍ରେମିକା ପାଇଁ ସ୍ତ୍ରୀଙ୍କୁ ହତ୍ୟା
ନୟାଗଡ ଅଫିସ,୧୫।୨: ନୟାଗଡ଼ ଜିଲା ଶରଣକୁଳ ଥାନା ସସ୍ମିତା ମହାପାତ୍ରଙ୍କୁ ହତ୍ୟା ପାଇଁ ତାଙ୍କ ସ୍ବାମୀ ଅକ୍ଷୟ ମହାପାତ୍ର ଓରଫ ଅଖିଳ (୩୯) ୫ଜଣ ସୁପାରିକିଲରଙ୍କ ସହାୟତା ନେଇଥିବାବେଳେ ପୋଲିସ ହତ୍ୟାର ରହସ୍ୟ ପର୍ଦ୍ଦାଫାଶ କରିଛି। ପ୍ରେମିକାଙ୍କୁ ବିବାହ ଲାଳସାରେ ଅକ୍ଷୟ…

