ରାଶନ କାର୍ଡ ପାଇଁ ବ୍ଲକକୁ ଦୌଡ଼ି ନୟାନ୍ତ ହେଲେଣି ଟିକିଲତା
ନୂଆଗାଁ,୧୦ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ମାଳିସାହି ଗ୍ରାମର ବିଧବା ମହିଳା ଟିକିଲତା ରାଶନ କାର୍ଡ ପାଇଁ ବ୍ଲକକୁ ଦୌଡ଼ି ନୟାନ୍ତ ହେଲେଣି । ମଙ୍ଗଳବାର ପୁନର୍ବାର ନୂଆଗାଁ ବ୍ଲକକୁ ଆସି ଏ ବିଷୟ ଲିଖିତ ଭାବେ…
ତାତିଠାରୁ ପାନୀୟ ଜଳ କଷ୍ଟ ବଢ଼ିଗଲାଣି
ନୟାଗଡ଼ ଅଫିସ,୯ା୫: ବଣ ଜଙ୍ଗଲଘେରା ନୟାଗଡ଼ ଜିଲା ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି। ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୂତଳ ଜଳସ୍ତଳ ହ୍ରାସ ଯୋଗୁ ଜିଲାର ୪୭% କୂଅ, ନଳକୂପ, ପୋଖରୀ ଆଦି ଜଳ ଉତ୍ସ…
ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଲୋକଙ୍କୁ ଚୁଆପାଣି ଭରସା
ନୂଆଗାଁ,୯ା୫(ଡି.ଏନ.ଏ.) : ପ୍ରତି ଗାଁର ଘରକୁ ଘର ପାନୀୟ ଜଳ ଯୋଗାଇଥିବା ନେଇ ସରକାର କହୁଛନ୍ତି। ହେଲେ ଦେଶକୁ ଇଂରେଜ ଶାସନରୁ ମୁକୁଳାଇ ସ୍ବାଧୀନତା ଆଣିବାକୁ ନିଜ ଜୀବନକୁ ଝାସ ଦେଇଥିବା ସଂଗ୍ରାମୀ ଗାଁକୁ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ…
ମିଶନ ଶକ୍ତି ଗୃହ କାମରେ ଲାଗୁନି
ନୂଆଗାଁ,୯ା୫(ଡି.ଏନ.ଏ.): ମହିଳାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି। ତେଣୁ ମହିଳାମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରାଇବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ସ୍ବେଚ୍ଛାଚାରିତା କାରଣରୁ ସେସବୁ ସୁବିଧା…
ପାନୀୟ ଜଳ ଯୋଗାଣରୁ ସୁନାଖଳା ଗାଁ ଲୋକ ବଞ୍ଚିତ
ଭାପୁର,୯ା୫(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ବିଜିପୁର ପଞ୍ଚାୟତ ଅଧୀନ ସୁନାଖଳା ଗାଁରେ ଦୀର୍ଘ ୧୩ ବର୍ଷରୁ ଊଦ୍ଧର୍ବ ହେଲା ପାନୀୟ ଜଳ ପାଇବାରୁ ଏପର୍ଯ୍ୟନ୍ତ ବଞ୍ଚତ୍ତ ହୋଇ ରହିଛି। ସରକାର ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ…
ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ବିଫଳ
ଭାପୁର,୮ା୫(ଡି.ଏନ.ଏ.): ସମାଜରେ ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ସଚେତନତାର ଅଭାବ ଯୋଗୁ ଅଦ୍ୟାବଧି ଏଭଳି ସାମାଜିକ ବ୍ୟାଧି ଜାରି ରହିଛି। ଭାପୁରକୁ ଏକ ଆଦର୍ଶ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବେ ଗଠନ କରିବାକୁ ବିଭିନ୍ନ…
ଚାଷୀଙ୍କ କାମରେ ଲାଗୁନି ପାଣି ପଞ୍ଚାୟତ ଯୋଜନା
ଖଣ୍ଡପଡ଼ା,୮ା୫(ସ୍ବ.ପ୍ର.): କୃଷକମାନଙ୍କ ଆର୍ଥତ୍କ ଏବଂ ସାମାଜିକ ସ୍ଥିତିର ଉନ୍ନତି ସହ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଉକ୍ତ ପ୍ରକଳ୍ପଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନ…
ଅଭାବ ଅନଟନରେ ବିଡ଼ି ଶ୍ରମିକ
ନୟାଗଡ଼ ଅଫିସ,୮ା୫: ନୟାଗଡ଼ ଜିଲାର ବିଡ଼ି ଶ୍ରମିକମାନେ ଆର୍ଥିକ ଅନଟନରେ ଛନ୍ଦି ହୋଇ ଦୁଃଖଦ ଜୀବନଯାପନ କରୁଛନ୍ତି। ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ଶ୍ରମ ଆଇନରେ ପରିବର୍ତ୍ତନ ପରେ ଜନକଲ୍ୟାଣ ପାଣ୍ଠିର ସହାୟତା ରାଶି ୭ ବର୍ଷ ହେଲା ବନ୍ଦ ହୋଇଯାଇଛି।…
ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ
ରଣପୁର,୭ା୫(ସ୍ବ.ପ୍ର.): ଏବେ କିଛିଦିନ ହେଲା ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଅସହ୍ୟ ଗରମ ସହିତ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ହେଉଛି। ସାଧାରଣ ଲୋକମାନଙ୍କୁ ଘରୁ ବାହାରକୁ ଯିବାକୁ ସ୍ଥାନୀୟ ପ୍ରଶାସନ ତାଗିଦ କରିଛନ୍ତି। ହେଲେ କିଛିଲୋକ ଏହାକୁ ନ…
ଦଶପଲ୍ଲାରେ ଆସାମର ବାଉଁଶକଳା
ନୟାଗଡ଼ ଅଫିସ, ୭ା୫: ବଲାଙ୍ଗୀ ବାଉଁଶରେ ଆସାମର କାରୁକାର୍ଯ୍ୟକୁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଉପରଡିକିରି ଗଁ।ର ଆଦିବାସୀମାନେ ଆପଣେଇବା ଆରମ୍ଭ କରିଛନ୍ତି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିପରି ଅଧିକ ଅର୍ଥ ସଂଗ୍ରହ କରି ପାରିବେ…
ଚାହିଦା ଅଛି, ପ୍ରୋତ୍ସାହନ ନାହିଁ
ନୟାଗଡ଼ ଅଫିସ,୭।୫: ନୟାଗଡ଼ର ଆଖୁ ଅଧିକ ଦୋରୁଅ ଓ ଶର୍କରାଯୁକ୍ତ ଥିବାରୁ ଗୁଡ଼ର ଚାହିଦା ବଢ଼ିବାରେ ଲାଗିଛି। ହେଲେ ଏଥିପାଇଁ ସରକାରୀ ପ୍ରୋତ୍ସାହନ ନାହିଁ। ଫଳରେ ଚାଷୀମାନେ କେବଳ ନିଜ ଶ୍ରମ ବିନିଯୋଗ କରି ଏହି ବ୍ୟବସାୟ ଚଳାଇଛନ୍ତି। ନୟାଗଡ଼ ଚିନି…
ବାହାରିଲାନି କାଜୁ ଜଙ୍ଗଲ ବିବାଦ ସମାଧାନର ସୂତ୍ର
ନୟାଗଡ ଅଫିସ,୫।୫: କାଜୁ ଜଙ୍ଗଲରେ ନିିଜର ପାରମ୍ପରିକ ଅଧିକାର ସାବ୍ୟସ୍ତ ସହ ନିଲାମ ପ୍ରତ୍ୟାହାର ଦାବି ନେଇ ଓଡଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରୀର ଆଦିବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଆଦିବାସୀ କରିଥିବା ଦାବି ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ…
Archives


