ବନ୍ଧାହେବେ ଦୁର୍ନୀତିଗ୍ରସ୍ତ ଅଧିକାରୀ
ଭାପୁର,୨୭ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ। କେତେବେଳେ ଗୋଟିଏ ଶହେ ମିଟର ରାସ୍ତାକୁ ୨୧ ଥର ବିଲ କରି ତ କେତେବେଳେ ନାଳ ଭିତରେ ପୋଖରୀ ଖୋଳି। ପୁଣି କେତେବେଳେ କୂଅ, ପୋଖରୀ,…
ଦୁର୍ନୀତି ଅଭିଯୋଗକୁ ୧୫ ଦିନ ପୂରିଲା, ତଦନ୍ତ ଶୂନ
ନାଉଗାଁ,୨୭ା୫(ସ୍ବ.ପ୍ର.): ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନୀହାର ରଞ୍ଜନ ବସ୍ତିଆଙ୍କ ଅଜାଣତରେ ତାଙ୍କ ଡିଏସ୍ସି(ଡିଜିଟାଲ ସିଗ୍ନେଚର ସାର୍ଟିଫିକେଟ୍)କୁ ଅପବ୍ୟବହାର କରି ପଞ୍ଚାୟତର ଅର୍ଥ ହଡ଼ପ ସହ ଏମ୍ଜିଏନ୍ଆରଇଜିଏସ୍ରେ କାର୍ଯ୍ୟ ନ ହୋଇ ଲକ୍ଷାଧିକ ଟଙ୍କାର ବିଲ୍ ହୋଇଛି। ଗତ ୮…
ଆଇନଜୀବୀଙ୍କୁ ଦୁର୍ବ୍ୟବହାର ନେଇ ବିବାଦ ତେଜୁଛି
ନୟାଗଡ଼ ଅଫିସ,୨୬।୫:ନୟାଗଡ଼ ଜିଲା ରଣପୁର ଖମାରସାହିର ଲିତାଞ୍ଜଳି ସାହୁ(୫୨) ନାମ୍ନୀ ଜଣେ ମହିଳା ଆଇନଜୀବୀଙ୍କୁ ରଣପୁର ତହସିଲଦାର ର୍ଦୁବ୍ୟବହାର କରିବା ଘଟଣା ବିବାଦୀୟ ହୋଇପଡିଛି । ତହସିଲଦାରଙ୍କୁ ବଦଳି କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ସଂଘ ଅଡି ବସିଥିବାବେଳେ ରଣପୁରର କେତେଜଣ…
୬ ରାଜସ୍ବ କର୍ମଚାରୀ ନିଲମ୍ବିତ
ନୟାଗଡ଼ ଅଫିସ,୨୫ା୫: ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ବେଆଇନ ଖଣି ଖନନ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଗୁରୁବାର ୬ ଜଣ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ…
ପାଣି ପାଇଁ ହାହାକାର
ଖଣ୍ଡପଡ଼ା,୨୫ା୫(ସ୍ବ.ପ୍ର.): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। କେତେକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଛି। ନଦୀ, ନାଳ, ପୋଖରୀ,କୂଅ ଶୁଖିବାରେ ଲାଗିଛି। ଗ୍ରାମାଞ୍ଚଳରେ ଲୋକେ ପାଣି ପାଇଁ ଡ଼ହଳ…
ବୁଢ଼ାବୁଢ଼ିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୂତକୋଠି
ଓଡ଼ଗାଁ,୨୫ା୫(ସ୍ବ.ପ୍ର.) : ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ ଅଧୀନ ଆରେଡା ଠାରେ ଥିବା ବୁଢାବୁଢିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୁତକୋଠିରେ ପରିଣତ ହୋଇଛି। ୧୯୯୮ରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଦୁଇ ମହଲା…
ଆଇନ ପରେ ବି ବଦଳୁ ନାହିଁ ଶ୍ରମିକଙ୍କ ଭାଗ୍ୟ
ନୟାଗଡ଼ ଅଫିସ,୨୫ା୫: ଶୋଷଣରୁ ରକ୍ଷା କରିବାକୁ ଆଇନ ରହିଥିଲେ ହେଁ ଶ୍ରମିକମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନା ସହି ଚାଲିଛନ୍ତି। ଶିକ୍ଷାର ଅଭାବ ତଥା ଅଭିଯୋଗ କରିବାର ସାହାସ ନ ଥିବାରୁ ନୀରିହ ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛି। କେଉଁଠି ଶାରୀରିକ ନିର୍ଯାତନା…
ହାତୀ ହାବୁଡ଼ରେ ପଡ଼ିଗଲେ
ନୟାଗଡ଼ ଅଫିସ,୨୩।୫: ନାୟଗଡ଼ ଜିଲା ରଣପୁର ଥାନା ଝାଡ଼ପଡା କଣ୍ଟେଇକୋଳି ମୁଣ୍ଡିଆ ନିକଟସ୍ଥ ପଞ୍ଚାୟତ ପୋଖରୀ ହୁଡାରେ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ସେ ହେଲେ ଅମିନ ବଳିୟାରସିଂହ । ଘର ଝାଡ଼ପଡା ଗାଁରେ। ଅମିନ ଘରଠାରୁ ୪୦୦…
ବିଜୁ ମାର୍କେଟରେ ଜିଏସ୍ଟି ଚଢ଼ାଉ: ଦୋକାନ ସହ ୩ ଗୁଟ୍ଖା ଗୋଦାମ ସିଲ୍
ନୟାଗଡ଼ ଅଫିସ,୨୨।୫: ନୟାଗଡ଼ ସହରର ବିଜୁ ମାର୍କେଟର ମଣ୍ଡଳ ଏଜେନ୍ସିର ଗୁଟ୍ଖା ଗୋଦାମ ସମେତ ୩ ଦୋକାନ ଉପରେ ଜିଏସ୍ଟି ଚଢ଼ାଉ କରିଛି। ଭୁବନେଶ୍ୱର ଓ ଜଟଣୀ ଜିଏସ୍ଟିର ଏନ୍ଫୋର୍ସମେଣ୍ଟର ୧୦ ଜଣିଆ ଟିମ୍ ଏହି ଚଢ଼ାଉ କରି ଟିକସ ଫାଙ୍କିର…
ନୟାଗଡ଼ ଜଗନ୍ନାଥ ମନ୍ଦିର ଅବଢ଼ା ନିଲାମରେ ଚଞ୍ଚକତା
ନୟାଗଡ଼ ଅଫିସ,୨୦ା୫: ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ନିଲାମରେ ଚଞ୍ଚକତା କରାଯାଇ ଠାକୁରଙ୍କୁ ବି ଠକେଇ କରାଯାଉଛି। ନିଲାମ ପରେ ୫୦ ପ୍ରତିଶତ ଅର୍ଥ ପଇଠ କରାଯିବାର ନିୟମ ରହିଥିଲେ ହେଁ ଦେବୋତ୍ତର ବିଭାଗ ପକ୍ଷରୁ…
ଥାନାକୁ ଡାକି ପୋଲିସ ପିଟିବା ଘଟଣାକୁ ୭ଦିନ ବିତିଲା
ନୟାଗଡ଼ ଅଫିସ,୧୮ା୫:ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ ପାଇଁ ଥାନାକୁ ଡକାଇ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ମାଡ଼ମରା ଘଟଣାକୁ ସପ୍ତାହେ ବିତିଛି । ହେଲେ ଘଟଣାର ତଦନ୍ତ କରାଯାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଘଟଣାକୁ…
ସ୍ବାସ୍ଥ୍ୟସେବା ନାଁରେ ଶୋଷଣ
ନୟାଗଡ଼ ଅଫିସ,୧୬।୫: ନୟାଗଡ଼ ଜିଲା ସଦର ମହକୁମାରେ ଘରୋଇ କ୍ଲିନିକ୍ କର୍ମକର୍ତ୍ତାଙ୍କ ମନମାନି ଉପରେ ଲଗାମ ଦେବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି । ଭଲ ସ୍ବାସ୍ଥ୍ୟସେବା ପାଇବା ପାଇଁ ଘରୋଇ କ୍ଲିନିକ୍ ମୁହଁା ରୋଗୀ ଉପଯୁକ୍ତ ସେବା ନ ପାଇ…
Archives


