ଆମ୍ବୁଲାନ୍ସ ବଦଳରେ ମୃତଦେହ ବାଇକ୍ରେ ଗଲା
ନୟାଗଡ଼,୧୭ା୬(ଲୋକନାଥ ମିଶ୍ର) ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗୁରୁବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କ ମୃତଦେହକୁ ପରିବାର ସଦସ୍ୟମାନେ ଆମ୍ବୁଲାନ୍ସ ବଦଳରେ ବାଇକ୍ ଯୋଗେ ନିଜ ଘରକୁ ନେଇ ଯାଇଥିଲେ। ତେବେ ମୃତଦେହ ଘରେ ପହଞ୍ଚତ୍ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟର…
ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ
ଆର.ଉଦୟଗିରି,୧୭ା୬(ମନୋଜ ପାଢ଼ୀ) ଆଦିବାସୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଜଙ୍ଗଲ ଓ ଜଙ୍ଗଳଜାତ ଦ୍ରବ୍ୟ ଉପରେ। ପ୍ରଚଣ୍ଡ ଖରାରେ ବଣ ଜଙ୍ଗଲ ବୁଲି ମହୁଲଫୁଲ ସଂଗ୍ରହ କରନ୍ତି ଆଦିବାସୀ ମହିଳା। ସେହି ଫୁଲ ବିକ୍ରି କରି ଦୈନିକ ଗୁଜୁରାଣ ମେଣ୍ଟାନ୍ତି। ସରକାର…
ନୟାଗଡ଼ରେ ହାତୀ, ଲୋକେ ଆତଙ୍କିତ
ନୟାଗଡ଼,୧୬ା୬(ଲୋକନାଥ ମିଶ୍ର): ନୟାଗଡ଼ ଡିଆରଡିଏ ରାସ୍ତାର ନବୋଦୟ ସ୍କୁଲ ଅଞ୍ଚଳର ରୁଖି ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଦେଖିବାକୁ ମିଳିଛି। ହାତୀଟି ଗୁରୁବାର ରାତିରେ ନୟାଗଡ଼ ଅଞ୍ଚଳକୁ ଚାଲି ଆସିଛି। ନୟାଗଡ଼ ସହରକୁ ହାତୀ ଆସିବା ପ୍ରଥମ ଘଟଣା ବୋଲି କୁହାଯାଉଛି।…
ପ୍ରକଳ୍ପ ମରାମତି ନାଁରେ ଚାଲିଛି ଅପବ୍ୟୟ
ନୟାଗଡ଼,୧୬।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି । ଅଚଳ ପ୍ରକଳ୍ପକୁ ସଚଳ କରିବାକୁ ବର୍ଷକୁ ୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଚାଷ ଜମିକୁ ପାଣି…
ଆବାସ ଯୋଜନାରୁ ବାଦ୍ ପଡ଼ିଛନ୍ତି ପ୍ରକୃତ ହିତାଧିକାରୀ
ନୂଆଗାଁ,୧୬।୬ (ଧନେଶ୍ୱର ସାହୁ): ଆବାସ ଯୋଜନା ମାଧ୍ୟମରେ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘରଟିଏ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇ ପ୍ରକୃତ ହିତାଧିକାରୀଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନ ଥିଲେ ମଧ୍ୟ ସରକାରଙ୍କ…
ଡୁବୁରୀ ପାହାଡ଼ କାଟି ଲୁଟିନେଲେ ୫୦୦ ଟ୍ରିପ୍ ପଥର
ନୟାଗଡ଼, (ଲୋକନାଥ ମିଶ୍ର)/ଓଡ଼ଗାଁ (ଆଦର୍ଶ କୁମାର ପଟ୍ଟନାୟକ),୧୬।୬: ନୟାଗଡ ଜିଲା ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ା ପଞ୍ଚାୟତ ପାଣ୍ଡେରୀପଡ଼ା ବଡ଼ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବାବେଳେ ପୋଖରୀ ଭିତରେ ଡୁବୁରୀ ପାହାଡକୁ କାଟି ୫୦୦ ଟ୍ରିପ କଳା ମୁଗୁନି ପଥର ଲୁଟିବା ଆରମ୍ଭ…
ଦ୍ୱିତୀୟ ଦିନରେ ନଛିପୁରରେ ଧୂମଧାମ୍ରେ ଚାଲିଛି ରଜପର୍ବ
ନୟାଗଡ଼,୧୫ା୬(ଲୋକନାଥ ମିଶ୍ର): ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ନିଚ୍ଛକ ପ୍ରୟାସ ସ୍ବରୂପ ନୟାଗଡ଼ ଜିଲା, ଇକିରି ପଞ୍ଚାୟତର ନଛିପୁରରେ ପ୍ରତିବର୍ଷ ବେଶ୍ ଧୁମ୍ଧାମ୍ରେ ପାଳିତ ହେଉଛି ରଜପର୍ବ। ଚଳିତ ବର୍ଷ ମଧ୍ୟ ରଜ ମଉଜ ଆରମ୍ଭ ହୋଇଯାଇଛି।…
୮୦ କୋଟି ଦୁର୍ନୀତି ୨୦୦ କୋଟିରେ ପହଞ୍ଚିଲାଣି
ନୟାଗଡ଼ ଅଫିସ/ଭାପୁର,୧୨ା୬ (ଡି.ଏନ୍.ଏ.): ମିଶନ ଶକ୍ତି ଗୃହ ନ କରି ୪ ଲକ୍ଷ ଟଙ୍କା ଆମତ୍ସାତ୍ ଘଟଣାରେ ଲୋକାୟୁକ୍ତରେ ମାମଲା ପରେ ନୟାଗଡ଼ ଜିଲା ଭାପୁର ବ୍ଲକରେ ୮୦ କୋଟିିର ଦୁର୍ନୀତି ଏବେ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚତ୍ଲାଣି। ବିକାଶର…
କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଦାବି
ଖଣ୍ଡପଡା,୧୨ା୬(ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଯୋଗୁ ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ୨୨ଟି ପଞ୍ଚାୟତରେ ଶନିବାର ଅପରାହ୍ନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଗଛ ଓ ଡ଼ାଳ ଭାଙ୍ଗି ପଡ଼ିବା ଯୋଗୁ ଶତାଧିକ ଟିଣ, ଆଜବେଷ୍ଟସ…
ଭଙ୍ଗା ଟାଇଲ ଛପର ଘରେ ହାଇସ୍କୁଲ ଚାଲିଛି
ନୂଆଗାଁ,୧୨।୬ (ଡି.ଏନ.ଏ.): ସରକାର ଛାତ୍ରୀଛାତ୍ରଙ୍କୁ ସ୍କୁଲ ଅଭିମୁଖୀ କରାଇବା, ନୂତନ ଜ୍ଞାନକୌଶଳରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କରାଇବାକୁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବା ବେଳେ ନୂଆଗାଁ ବ୍ଲକରେ ଥିବା ହାଇସ୍କୁଲର ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଯାହା ଫଳରେ ନୟାଗଡ଼…
ଜଳାଶୟମୁହାଁ ବନ୍ୟପ୍ରାଣୀଙ୍କୁ ଶିକାର
ନୟାଗଡ଼ ଅଫିସ,୧୦।୬: ଗ୍ରୀଷ୍ମଋତୁରେ ଖାଦ୍ୟ ଓ ପାଣି ଅନ୍ବେଷଣରେ ଗଁା ଓ ସହରମୁହଁା ହେଉଥିବା ବନ୍ୟପ୍ରାଣୀଙ୍କୁ ଶିକାର କରିବା ସୁବିଧା ହେଉଛି। ଏଥିପାଇଁ ଶିକାରୀମାନେ ବନ୍ୟପ୍ରାଣୀ ଆସୁଥିବା ବିଭିନ୍ନ ଜଳାଶୟକୁ ଚିହ୍ନଟ କରୁଛନ୍ତି। ପରେ ଜଳାଶୟ ନିକଟରେ ଲୁଚି ଛପି ଶିକାର…
ଟେନଶନ ବଢ଼ାଉଛି ହରିପୁର ଗୋଷ୍ଠୀ ବିବାଦ
ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଇଟାମାଟି ଥାନାର ହରିପୁର ଗଁାରେ ଗତ ୪ ତାରିଖରେ ଗୋଷ୍ଠୀ ସଂଘର୍ଷ ପରେ ବିବାଦ ବଢ଼ି ଚାଲିଛି । ଗଁାରେ ୧ ପ୍ଲାଟନ୍ ଫୋର୍ସ ମୁତୟନ ଥିବାବେଳେ ଏସ୍ପି ଓ ଏସ୍ଡିପିଓ ଏହାର ସମୀକ୍ଷା କରୁଥିଲେ…
Archives


