ନୟାଗଡ଼

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଧାୟକ ହଟହଟା

ରଣପୁର,୨୭ା୨(ସୁକାନ୍ତ କିଶୋର ଡାକୁଆ):ନୟାଗଡ଼ ଜିଲା ରଣପୁରସ୍ଥିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଅତିଥି ଥିଲେ। ହେଲେ ସେ ଗୋପାଳପୁର ପଞ୍ଚାୟତର ବିଜେଡି ସଭାପତିଙ୍କୁ…

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଅଲଗା କଲେ ଦୁର୍ବୃତ୍ତ, ବିଜେଡି ପକ୍ଷରୁ ଥାନାରେ ଅଭିଯୋଗ

ରଣପୁର,୨୬।୨(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ଅନ୍ତର୍ଗତ ମା’ ମଣିନାଗ ପୀଠ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଥିଲା। ଶନିବାର ମଧ୍ୟରାତ୍ରିରେ କେହି ଦୁର୍ବୃତ୍ତ କଟର ମେଶିନ ସାହାଯ୍ୟରେ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ କାଟି…

୨୨ ବର୍ଷ ପରେ ନ୍ୟାୟ: ୬ ଜଣଙ୍କୁ ଆଜୀବନ ଜେଲ

ଓଡ଼ଗାଁ,୨୫ା୨(ଆଦର୍ଶ କୁମାର ପଟ୍ଟନାୟକ) ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ କେଶପାନିଆ ଗ୍ରାମରେ ୨୨ ବର୍ଷ ତଳେ ଘଟିଥିବା ମଦନ ନାହାକ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଓଡ଼ଗାଁ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମାନସ ରଞ୍ଜନ ରଥ…

ଯାତ୍ରୀଙ୍କୁ ଲୁଟୁଛନ୍ତି ଘରୋଇ ବସ କର୍ମଚାରୀ

ନୟାଗଡ଼,୨୫।୨(ଲୋକନାଥ ମିଶ୍ର) ନୟାଗଡ଼ରୁ ଓଡଗାଁ ୨୫ କି.ମି.କୁ ସରକାରୀ ଭଡ଼ା ୨୩ରୁ ୨୪ ଟଙ୍କା ଥିବାବେଳେ ଅଡିନାରୀ ଓ ଏକ୍ସପ୍ରେସ ବସ ଯାତ୍ରୀଙ୍କଠାରୁ ୪୦ ଟଙ୍କା ଆଦାୟ କରୁଛନ୍ତି । ବେଆଇନ ବସଭଡ଼ାକୁ ନେଇ ଯାତ୍ରୀ ପ୍ରତିବାଦ କଲେ ବସରୁ ଓହ୍ଲାଇ…

ଦୃଷ୍ଟି ଆଢୁଆଳରେ ଭଣ୍ଡାରୀବାରୀ, ଡେଙ୍ଗାବାରୀ ଗାଁ

ନୂଆଗଁା,୨୨ା ୨ (ଧନେଶ୍ୱର ସାହୁ):ନୟାଗଡ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତ ଭଣ୍ଡାରୀବାରୀ ଓ ଡେଙ୍ଗାବାରୀ ଗାଁ ଦୁଇଟି ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମବାସୀ ଦୁର୍ଦ୍ଧିନରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଶାସନିକ ଅଧିକାରୀ…

ମଧୁବାବୁ ପେନସନ୍‌ ଯୋଜନା: ଭତ୍ତା ବଢାଇଲେ ରାଜ୍ୟ ସରକାର, ଖାତାକୁ ଆସିଲା ୧୦୦୦ଟଙ୍କା

ଭୁବନେଶ୍ୱର,୨୦।୨: ଭତ୍ତା ଟଙ୍କା ବଢାଇଲେ ରାଜ୍ୟ ସରକାର। ହିତାଧିକାରୀଙ୍କ ଖାତାକୁ ଆସିଲା ଟଙ୍କା । ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ରାଶି ପେନସନଭୋଗୀଙ୍କ ଖାତାକୁ ଆସିଛି । ଘୋଷଣାର ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟ ଆସିଛି ଭତ୍ତା ଟଙ୍କା ।…

ଓଲଟିଲା ପିକଅପ ଭ୍ୟାନ୍‌: ୪ ଗାଈ ମୃତ

ନୟାଗଡ,୧୯।୨(ଲୋକନାଥ ମିଶ୍ର):ଦଶପଲା ଗଣିଆ ରାସ୍ତାର ଯୋଗୀ ବନ୍ଧ ନିକଟରେ ପିକଅପ ଭ୍ୟାନ ଓଲଟି ୪ ଗାଈ ପ୍ରାଣ ହରାଇଛନ୍ତି। ପିକଅପ ଭ୍ୟାନରେ ଦଶପଲା ଅଞ୍ଚଳରୁ ୧୦ ଗାଈ ଗଣିଆ ଅଞ୍ଚଳକୁ ଯାଉଥିଲେ। ଦୁର୍ଘଟଣା ପରେ ୪ ଗାଈ ପ୍ରାଣ ହରାଇଥିବା ବେଳେ…

ସ୍ବାମୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ସ୍ତ୍ରୀ, ଶାଶୁ ଗଲେ ଜେଲ

ଓଡ଼ଗାଁ,୧୭ା୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ବଡ଼ସାହିରେ ଘଟି ଯାଇଥିବା ଚାଞ୍ଚଲ୍ୟକର ହତ୍ୟା ଘଟଣାର ପୋଲିସ ଗୁମର ଖୋଲିଛି। ପରକୀୟା ପ୍ରୀତିରୁ ହତ୍ୟା ଘଟିଥିବା ପ୍ରଚାରିତ ହୋଇଥିବା ବେଳେ ପ୍ରାଥମିକ ତଦନ୍ତ ଆଧାରରେ…

ଆଜି ୬ ଜିଲାକୁ ‘ଲକ୍ଷ୍ମୀ’ ବସ୍‌ ସେବା ଆରମ୍ଭ, ଉପକୃତ ହେବେ ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା-ଭଦ୍ରକ-ଯାଜପୁର-ନୟାଗଡ଼ବାସୀ

ଭୁବନେଶ୍ୱର,୧୬।୨(ଅସମାପିକା ସାହୁ): ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ ବସ୍‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏସବୁ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁ ଲୋକମାନେ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ, ଶ୍ୱଶୁର ଘର ମାଟି ତଳୁ ଜ୍ୱାଇଁ ମୃତଦେହ ଉଦ୍ଧାର

ନୟାଗଡ଼/ଓଡ଼ଗାଁ,୧୫।୨(ଲୋକନାଥ ମିଶ୍ର / ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ଛାମୁସାହିରେ ଶ୍ୱଶୁର ଘରର ମାଟି ତଳୁ ଗୁରୁବାର ରାତିରେ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜ୍ୱାଇଁ ରୋହିବାଙ୍କର ପ୍ରକାଶ ନାୟକ। ସେ…

ଶେଷ ହେଉନି ଗୋଲେଇ ଟ୍ରାଫିକ୍‌ ପୋଷ୍ଟ

ନୟାଗଡ ଅଫିସ,୧୧।୨ନୟାଗଡ଼ ସହରର ଟ୍ରାଫିକ୍‌ ବ୍ୟବସ୍ଥାକୁ ସଜାଡିବା ପାଇଁ ଗୋଲେଇ ଟ୍ରାଫିକ ପୋଷ୍ଟ ନିର୍ମାଣ ଚାଲିଛି। ହେଲେ ଗୋଲେଇ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣର ଅବଧି ପ୍ରାୟ ୮ମାସ ତଳୁ ଶେଷ ହୋଇଗଲାଣି। ଇତି ମଧ୍ୟରେ ଟ୍ରାଫିକ୍‌ ପୋଷ୍ଟ ଶିଳାନ୍ୟାସ ଆଉ ୧୧…

ଶ୍ରୀନୀଳମାଧବ ମନ୍ଦିରରେ ଫାଟ

ଖଣ୍ଡପଡ଼ା,୧୧ା୨(ଅଜୟ କୁମାର ମହାରଣା)ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ ମନ୍ଦିର ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ସାମଞ୍ଜସ୍ୟ ରହିଥିବା ଏହି ମନ୍ଦିରର ପୁରାତନ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଶ୍ରୀନୀଳମାଧବଙ୍କ ସହ ବିଭିନ୍ନ ମନ୍ଦିରରେ ଫାଟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?