ନୟାଗଡ଼

କଲ୍ୟାଣରେ ଲାଗୁନି ଗାଁ କଲ୍ୟାଣ ସମିତି ଅର୍ଥ

ଖଣ୍ଡପଡ଼ା,୮ା୯(ଅଜୟ କୁମାର ମହାରଣା): ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ, ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟା,...

ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼,୭।୯ (ଲୋକନାଥ ମିଶ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ନୟାଗଡ଼ ପୁରୁଣା ସହର ଶଗଡିଆ ସାହିସ୍ଥ ବାସଭବନ, ବାଲୁଗାଁ ଭଡ଼ା ଘର ସମେତ କାର୍ଯ୍ୟାଳୟରେ ଗୁରୁବାର...

ଶ୍ରୀନୀଳମାଧବଙ୍କ ଜନ୍ମାଷ୍ଟମୀ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଖଣ୍ଡପଡା,୭ା୯ (ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଲକ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠ ଏବଂ ରାଧାମୋହନ ଜୀଉ ମଠରେ ବୁଧବାର ଜନ୍ମାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ସକାଳ ଧୂପଠାରୁ ସନ୍ଧ୍ୟା ଧୂପ...

ନୟାଗଡ଼ ବଜାରର ରୂପରେଖ ବଦଳିପାରୁନି

ନୟାଗଡ, ୭।୯ (ଲୋକନାଥ ମିଶ୍ର)ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇ କୁହାଯାଇଥିଲା ନୟାଗଡ଼ ସହରରେ ବିକାଶ ଚାଲିଛି। କୋଟି କୋଟି ଟଙ୍କାର କାମ ଶେଷ ହୋଇଛି। ପୁଣି କୋଟି କୋଟି ଟଙ୍କାର କାମ...

ଚାଷୀ, ଚାଷକୁ ଭୁଲିଗଲେ ସରକାର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ରେ ଥିବା ବଲାଙ୍ଗୀ ବନ୍ଧ ବଲାଙ୍ଗୀ ପାର୍କରେ ରୂପାନ୍ତରିତ ହେବା ପରେ ଚାଷୀ, ଚାଷ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁଃଖ ଆଣିଛି । ଆମୋଦ ପ୍ରମୋଦ ନଁାରେ ସରକାର ଚାଷୀ ଓ...

ମନ୍ଦିରକୁ ବଜ୍ରପାତ ଭୟ

ନୟାଗଡ଼,୩।୯(ଲୋକନାଥ ମିଶ୍ର)ମନ୍ଦିରକୁ ବଜ୍ରପାତ ଭୟ। ନୟାଗଡ଼ ଜିଲାର ଦେବୋତ୍ତର ବିଭାଗ, ଏଣ୍ଡାଓମେଣ୍ଟ କମିଶନଙ୍କ ଅଧୀନରେ ଥିବା ମନ୍ଦିର, ବେସରକାରୀ ମନ୍ଦିର ପରି ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା ନ ଥିବାରୁ...

କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଜ୍ଞପ୍ତି

ନୟାଗଡ଼,୨ା୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିପାରିିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ ଅଗଷ୍ଟ ୩୧ ଗୁରୁବାର ଜର୍ନାଲ ନଂ. ୧୭୮ରେ...

ମୃତ ଘୋଷଣା କରିବାକୁ ଡର

ନୟାଗଡ଼,୩୧।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ(ଡିଏଚଏଚ)ରେ ଇଟାମାଟିର ରାଜ କିଶୋର ସାହୁ(୬୦) ନାମକ ଜଣେ ବୃଦ୍ଧ ମରିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କଲେ ନାହିଁ । ତେବେ ଏ ଘଟଣା ପ୍ରଚାରିତ ପରେ...

ପାଳିରେ ଚାଲିଛି ସ୍ବାସ୍ଥ୍ୟସେବା

ରଣପୁର,୨୯ା୮(ସୁକାନ୍ତ କିଶୋର ଡ଼ାକୁଆ ): ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହୁଥିଲା ବେଳେ ପାଳି କରି ରୋଗୀସେବା ଚାଲିଛି। ଶଯ୍ୟାଗୁଡିକ ଖାଲି ପଡୁଥିଲା ବେଳେ ସେବା ନ ପାଇ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମୁହଁ ଫେରାଇ...

ନକଲି ଡାକ୍ତରଙ୍କୁ କଟକଣା ନାହିଁ

ନୟାଗଡ଼ ଅଫିସ,୨୮ା୮(ଲୋକନାଥ ମିଶ୍ର): ବଣପାହାଡ ଘେରା ନୟାଗଡ଼ ଜିଲାରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ ଅପାଠୁୁଆ, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି। ଘରକୁ ଘର ବୁଲି କ୍ୱାକ୍‌ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ପୁଣି ଟଙ୍କା ନ...

ରାତିରେ ରାସ୍ତା କାମ

ଭାପୁର,୨୮।୮(ଭରତ କୁମାର ବେହେରା): ଗତ କିଛି ବର୍ଷ ହେବ ଦୁର୍ନୀତିକୁ ନେଇ ଭାପୁର ବ୍ଲକ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏବେ ନିମ୍ନମାନର କାମ ପୁଣିଥରେ ସାମ୍‌ନାକୁ ଆସିଛି ା ପୂର୍ବରୁ ଏକାଧିକ ରାସ୍ତା, ଗୋଟିଏ ରାସ୍ତାକୁ ୨୧ଥର ବିଲ୍‌...

ଅସହାୟ, ମାନସିକ ବିକାରଗ୍ରସ୍ତ ଉପେକ୍ଷିତ

ନୟାଗଡ଼,୨୭।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କୁ ସେବା ଯୋଗାଇବାକୁ ସ୍ବେଚ୍ଛାସେବୀ ମିଳୁ ନାହାନ୍ତି । ଅନ୍ୟପକ୍ଷେ କିଛି ହାତଗଣତି ସ୍ବେଚ୍ଛାସେବୀ ଉଦ୍ଧାର କରି ଜିଲା ମୁଖ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri