ବର୍ଷାଦିନେ ଛତା ଧରି ପଢ଼ୁଛନ୍ତି ଅଷ୍ଟମ ଶ୍ରେଣୀ ପିଲା
ନବରଙ୍ଗପୁର,୨୭।୯(ବି.ପ୍ର.):ଶିକ୍ଷା ମାନବ ସମାଜର ଦର୍ପଣ। ହେଲେ ଭିତ୍ତିଭୂମିର ବିକାଶ ନ କରାଯାଇ ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକରୁ ମାଧ୍ୟମିକ ବିଭାଗକୁ ଉନ୍ନୀତ କରି ଦିଆଯାଉଛି ା ଛାତ୍ରୀଛାତ୍ର ବସିବା ପାଇଁ କ୍ଲାସ୍ ରୁମ୍ ନାହିଁ। ଖେଳକୁଦ ପାଇଁ ମଧ୍ୟ ପଡ଼ିଆଟିଏ ନ ଥିବା ଦୃଶ୍ୟ…
ଚିକିତ୍ସା ଅବହେଳାରୁ ବ୍ୟକ୍ତିଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ
ପାପଡ଼ାହାଣ୍ଡି,୨୫ା୯(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବା କତ୍ରା ପଞ୍ଚାୟତ ଖୁଡ଼ିଗୁଡ଼ା ଗ୍ରାମର ଲାଇବାନ ମୁଦୁଲି(୪୮)ଙ୍କ ରବିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବିରେ…
ଅଢ଼େଇ ବର୍ଷ ଝିଅଙ୍କ ବୟାନ ଭିତ୍ତିରେ ଅଭିଯୁକ୍ତ ଗିରଫ
ଉମରକୋଟ, ୨୪।୯(ସ୍ବ.ପ୍ର.): କାମ କରିବାକୁ ଉମରକୋଟର ସିଲାଟି ଗ୍ରାମର ମାଣିକ ଘୋଷ ସପରିବାର ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡ଼ା। ସେଠାରେ କିନ୍ତୁ ସ୍ତ୍ରୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଥିବା ଅଢ଼େଇବର୍ଷର ଝିଅ ପୋଲିସ ଆଗରେ ଘଟଣା ସମ୍ପର୍କରେ ସବୁ…
ଇଏଲ୍ରେ ଥାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା
ନବରଙ୍ଗପୁର,୨୪୩ା୯(ବି.ପ୍ର.): ସରକାରୀ ନିୟମ ଉଲ୍ଲଂଘନ କରୁଛି ଜିଲା ଶିକ୍ଷା ବିଭାଗ। ମାସେରୁ ଅଧିକ ସମୟ ଇଏଲ୍ରେ ଥିଲେ ମଧ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା। ଏଭଳି ଘଟଣାକୁ ନେଇ ଜିଲା ଶିକ୍ଷା ବିଭାଗ ଏବେ ଚର୍ଚ୍ଚାରେ। ନବରଙ୍ଗପୁର ଜିଲା ମେଣ୍ଟ୍ରି…
ଡିଇଓଙ୍କ କାର୍ଯ୍ୟାଳୟରେ ଝାଡୁ ମାରିଲେ ଶିକ୍ଷକ
ନବରଙ୍ଗପୁର,୨୩।୯(ବି.ପ୍ର.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଭେଣ୍ଡିଆ ୟୁଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦିଶ ଗୌଡ଼ଙ୍କୁ ଏଡିଇଓ ରେଶମ ଲାଲ ନାୟକ ସ୍କୁଲରେ ୮ ତାରିଖ ଦିନ ଝାଡୁ କରିବାକୁ କହିବା ସହ ଏହାର ଭିଡିଓ ଉତ୍ତୋଳନ କରି ଭାଇରଲ କରିବାକୁ…
ଦିନରେ ଅଙ୍ଗନଓ୍ବାଡି, ରାତିରେ ଗୁହାଳ
ତେନ୍ତୁଳିଖୁଣ୍ଟି, ୨୦।୯(ଡି.ଏନ୍.ଏ.):୫ ବର୍ଷ ହେବ ଅଙ୍ଗନଓ୍ବାଡି କୋଠାକୁ ବିପଦସଙ୍କୁଳ ଘୋଷଣା କଲା ପ୍ରଶାସନ। କିନ୍ତୁ ନୂତନ ଅଙ୍ଗନଓ୍ବାଡି କୋଠା ତିଆରି ଦିଗରେ କୌଣସି ପଦକ୍ଷେପ ନେଲେନାହିଁ। ଏହା ଭିତରେ ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଏବେ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି।…
ନବରଙ୍ଗପୁରରେ ପଛରେ ପଡ଼ିଛି ପିଏମ୍ଏଓ୍ବାଇ ନିର୍ମାଣ କାର୍ଯ୍ୟ
ନବରଙ୍ଗପୁର,୧୯ା୯(ବି.ପ୍ର.):ନବରଙ୍ଗପୁର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟ ବହୁ ପଛରେ ପଡ଼ିଛି। ଏଥିରେ ମଧ୍ୟସ୍ଥି ବାଧକ ସାଜିଥିବା ଜଣାପଡ଼ିଛି। ଗରିବ ହିତାଧିକାରୀଙ୍କ ଘର ତିଆରି କରିଦେବା ନାଁରେ ମଧ୍ୟସ୍ଥି ଟଙ୍କା ନେବାପରେ ଅଧାକାମ କରି ଧରାଛୁଆଁ ଦେଉ ନ ଥିବା…
ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ
ଉମରକୋଟ, ୧୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ନେଉରା ପଞ୍ଚାୟତ ତେଲଗାଁ ଗ୍ରାମସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇଛନ୍ତି। ଏଠାରେ ଶିକ୍ଷକ ଅଭାବରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ମିଳି ପାରୁନାହିଁ ବୋଲି ଅଭିଭାବକମାନେ…
ଆରାଧନାମୁହାଁ ଆଲୁମିନିୟମନଗରୀ
ବଅଁରପାଳ, ୧୭ା୯ (ଉପେନ୍ଦ୍ର ରାଉତ): ରଙ୍ଗିନ ଆଲୋକମାଳାରେ ଝଲସୁଛି ଅନୁଗୋଳର ନାଲ୍କୋନଗର। ଚାରିଆଡ଼େ ଉତ୍ସାହ ଉଦ୍ଦୀପନା। ୨ ବର୍ଷ ପରେ ଶନିବାର ଧୁମ୍ଧାମରେ ଦେବଶିଳ୍ପୀଙ୍କ ପୂଜା ପାଳନ କରାଯିବାକୁ ଥିବାରୁ ଆରାଧନା ପାଇଁ ପ୍ରସ୍ତୁତ ହୋଇଯାଇଛି ଆଲୁମିନିୟମନଗରୀ। ପୂର୍ବରୁ ଏଠାରେ ୨୩…
ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଆମ୍ବୁଲାନ୍ସ
ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ ଥିବା ଗୁଞ୍ଜମାଲି ଗ୍ରାମର ୨୫ଜଣ ଯାତ୍ରୀଙ୍କୁ ଏକ ବୋଟ୍ ଆମ୍ବୁଲାନ୍ସ ଉଦ୍ଧାର କରିଛି। କଳାହାଣ୍ଡି…
ଜମାଖାତାରୁ ଟଙ୍କା ଉଠାଇବାକୁ ଦେଉନାହାନ୍ତି ବ୍ୟାଙ୍କ କର୍ମଚାରୀ
ନବରଙ୍ଗପୁର,୧୪।୯(ବି.ପ୍ର.) ଚାଷୀଙ୍କ ସହାୟତା ପାଇଁ ସରକାର ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ, ମଣ୍ଡିରେ ଧାନ ଦେବା ପରେ ସିଧାସଳଖ ଆକାଉଣ୍ଟକୁ ଟଙ୍କା ଦେଉଛନ୍ତି। ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ମଧ୍ୟ ମିଳୁଛି। କିନ୍ତୁ ହିତାଧିକାରୀଙ୍କ ଖାତାରେ ଟଙ୍କା ଥାଇ, କଓ୍ବୋଇସି ଅପ୍ଡେଟ୍…
ସୁନାଇଟା ନାଁରେ ୧୦ଲକ୍ଷ ଲୁଟ୍
ନବରଙ୍ଗପୁର,୯।୯(ବି.ପ୍ର.):ସୁନାଇଟା କିଣିବାକୁ ସାଙ୍ଗର ସ୍ବାମୀଙ୍କୁ ଡକାଇଲେ। ନକଲି ସୁନାଇଟା ଦେଖାଇ ଯୋଜନା ମୁତାବକ ଲୁଟିନେଲେ୧୦ ଲକ୍ଷ ଟଙ୍କା। ସାଙ୍ଗରେ ଯାଇ ଥାନାରେ ଅଭିଯୋଗ ମଧ୍ୟ କଲେ। କିନ୍ତୁ ପୋଲିସ ହାତରେ ଧରାପଡ଼ିଗଲେ ଘଟଣାର ମାଷ୍ଟରମାଇଣ୍ଡ ମିଥୁନ ସାହୁ। ଏହି ଘଟଣାରେ ପୋଲିସ…
Archives


