ନବରଙ୍ଗପୁର

ଥାନା ଆଗରେ ଲୋକ ପ୍ରତିନିଧିଙ୍କ ଧାରଣା

ଝରିଗାଁ,୨୬।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ଗୁରୁବାର ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କ ସ୍ବାମୀ ପବିତ୍ର ସାନ୍ତା, ତାଙ୍କ ସହଯୋଗୀ ରମେଶ ହରିଜନ ଏବଂ ଅଭୟ ସ୍ବାଇଁ ବିଡିଓ ସତ୍ୟନାରାୟଣ ମେହେରଙ୍କ ଉପରେ କରିଥିବା ଆକ୍ରମଣ ବିରୋଧରେ ଶୁକ୍ରବାର ବ୍ଲକ…

ଉଜୁଡୁଛି ଜଙ୍ଗଲ ଜମି

ସଦାଶିବ ପ୍ରହରାଜ ନବରଙ୍ଗପୁର,୨୬୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଉଜୁଡ଼ିଯାଇଛି ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ। ଏହାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଜଙ୍ଗଲ ଜମିରେ ବେଆଇନ ମକାଚାଷ। ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମର ଅପବ୍ୟବହାର କରାଯାଇ ଏହି କାର୍ଯ୍ୟ ହେଉଥିବାବେଳେ ଏହା…

ମାନିନୀଙ୍କ ଚିକିତ୍ସା କରାଇଲେ ବିଧାୟକ

ଉମରକୋଟ, ୧୯।୧୧(ସ୍ବ.ପ୍ର.): ଉମରକୋଟ ସହରର ୧୧ନମ୍ବର ୱାର୍ଡର ଗଣ୍ଡସାହିର ରାମଧର ହରିଜନ ଆର୍ଥିକ ଅସ୍ବଚ୍ଛଳତା କାରଣରୁ ଅଜଣା ରୋଗରେ ପୀଡ଼ିତ ଝିଅ ମାନିନୀ (୩)ଙ୍କର ଚିକିତ୍ସା କରାଇ ପାରୁ ନ ଥିଲେ। ଏହା ଜାଣି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମାନିନୀଙ୍କ…

ରାସ୍ତା ନିର୍ମାଣରେ ଲାଗୁଛି ଛତିଶଗଡ଼ର ନିମ୍ନମାନର ସାମଗ୍ରୀ

ରାଇଘର, ୧୯।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ବୀରପୁରରୁ ବୈପାରିଡିହି ଦେଇ ଜୋଡିଙ୍ଗାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ଓ ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦାରଖ କରାଯାଇ…

ଡିସେମ୍ବର ୧୦ରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ

ନବରଙ୍ଗପୁର,୧୯।୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଆସନ୍ତା ଡିସେମ୍ବର ୧୦ତାରିଖରୁ ଧାନ ମଣ୍ଡିରେ ଅନ୍‌ଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ୍‌ ଧାନ…

ଅନ୍ୟ ଆକାଉଣ୍ଟରେ ଜମା ହୋଇଛି ହିତାଧିକାରୀଙ୍କ ଆବାସ ଟଙ୍କା

ନବରଙ୍ଗପୁର,୧୮।୧୧(ବି.ପ୍ର.): ନବରଙ୍ଗପୁର ପୌରାଞ୍ଚଳରେ ଧନୀକ ଶ୍ରେଣୀର ଲୋକଙ୍କୁ ମିଳୁଛି ଆବାସ। ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ଟଙ୍କା ପାଇବାବେଳେ ପ୍ରଥମ କିସ୍ତି ଅନ୍ୟ ଆକାଉଣ୍ଟକୁ ଚାଲି ଯାଉଛି। ଦୋଷ କାହାର ସେ ନେଇ ଖୋଜା ଚାଲିଛି। ହିତାଧିକାରୀ ଘର ଖଣ୍ଡେ ପାଇଁ…

ଦିନରେ ଭୋକରେ ରହିଲେ, ସନ୍ଧ୍ୟାରେ ମିଳିଲା ମଧ୍ୟାହ୍ନଭୋଜନ

ନବରଙ୍ଗପୁର,୧୭ା୧୧(ବି.ପ୍ର.): ହଷ୍ଟେଲ ଛାଡ଼ି ପ୍ରଧାନ ଶିକ୍ଷକ ଚାଲିଗଲେ। ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ ା ଭୋକ ଦିନସାରା ରହିଲେ ୭୨ ଛାତ୍ର। ସମସ୍ୟା ବୁଝିବାକୁ ମଧ୍ୟ କେହି ନ ଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚିବା…

ପିଲାଙ୍କ ଆଡ୍‌ମିଶନ ଟଙ୍କାକୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ଉମରକୋଟ, ୧୫।୧୧(ସ୍ବ.ପ୍ର.) : ଯୁକ୍ତ ୨ପାସ୍‌ ପରେ ଛାତ୍ରୀଛାତ୍ର କେଉଁ ଯୁକ୍ତ ୩ କଲେଜରେ ନାମ ଲେଖାଇବେ ତାହାର ତଥ୍ୟ ପାଇ ସେମାନଙ୍କୁ ଫସାଇ ଟଙ୍କା ନେଇଯାଉଛନ୍ତି ସାଇବର ଠକ। ନବରଙ୍ଗପୁର ଜିଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି। ସୋମବାର ନବରଙ୍ଗପୁର…

ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଫୁ

ନବରଙ୍ଗପୁର,୧୨।୧୧(ବି.ପ୍ର.):  ସ୍କୁଲରେ ୬ମାସ ହେବ ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀଙ୍କ ତଥ୍ୟ ଦେବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକୁ ବିତିଲା ୧୦ ଦିନ। କିନ୍ତୁ ଏହା ଏବେ ଯାଏ ପାଳନ ହୋଇପାରିଲା ନାହିଁ। ତଦନ୍ତ ରିପୋର୍ଟ ଡିଇଓଙ୍କୁ ପଠାଯାଇନି।…

ମହିଳାଙ୍କୁ ଆର୍ଥିକ ସ୍ବଚ୍ଛଳ କରୁଛି ମକାଚାଷ, ବିକ୍ରି

ନବରଙ୍ଗପୁର,୧୧।୧୧(ବି.ପ୍ର.):ମକା କିଣି ମହିଳା ଚାଷୀ ହୋଇଛନ୍ତି ସ୍ବାବଲମ୍ବୀ। ଲାଭାଂଶର ୨୫ ପ୍ରତିଶତ ସେମାନଙ୍କ ଭବିଷ୍ୟତକୁ ଆର୍ଥୀକ ସ୍ବଚ୍ଛଳ କରିଛି। ଜିଲାର ମିଶନ ଶକ୍ତି ଓ ଓରମାସ ଏଥିପ୍ରତି ଗୁରୁତ୍ୱ ଦେଇ ମହିଳାଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ଚେଷ୍ଟା ଜାରି…

ଏସ୍‌ଏଚ୍‌ଜି ମହିଳାଙ୍କୁ ଚାଉଳ ବଣ୍ଟନ ଦାୟିତ୍ୱରୁ ବନ୍ଦ ଦାବିରେ ଜାତୀୟ ରାଜପଥ ଅବରୋଧ

ପାପଡ଼ାହାଣ୍ଡି,୯ା୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଚାଉଳ ବଣ୍ଟନ ପ୍ରତିବାଦରେ ବୁଧବାର ପଞ୍ଚାୟତବାସୀ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଚାୟତକୁ ଚାଉଳ ବଣ୍ଟନ ଦାୟିତ୍ୱ ଦିଆ ନ ଯିବା ଲାଗି ଜିଦ୍‌ରେ ଅଟଳ…

ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡ଼ାହାଣ୍ଡି/ଡାବୁଗଁା/ନବରଙ୍ଗପୁର,୯ା୧୧(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାନିଗଁା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶଙ୍କର ହରିଜନ ସ୍କୁଲରୁ ନିଖୋଜ ଅଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ଛାତ୍ରଙ୍କ ଘର ଡାବୁଗାଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri