ନବରଙ୍ଗପୁର

ଖତ ଖାଉଛି ସ୍ବଚ୍ଛ ସବାରି, ହୋଇପାରୁନାହିଁ ମରାମତି

ନବରଙ୍ଗପୁର,୧୮।୧(ବି.ପ୍ର.): ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ପ୍ରାୟ ୨ ବର୍ଷ ତଳେ ବ୍ୟାଟେରିଚାଳିତ ସ୍ବଚ୍ଛ ସବାରିର ବ୍ୟବସ୍ଥା କରାଯାଇଥିଲା। କେବଳ ପରିବେଶ ପ୍ରଦୂଷଣମୁକ୍ତ ନୁହେଁ, ମହିଳାଙ୍କୁ ସଶକ୍ତୀକରଣ କରିବା ନିମନ୍ତେ ଏହି ଗାଡ଼ିର ବ୍ୟବହାର ଅନ୍ୟ ଏକ ପ୍ରମୁଖ କାରଣ ରହିଥିଲା।…

ମକା ନଡ଼ା ବ୍ୟବହାର କରି ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଲକ୍ଷ୍ୟ

ନବରଙ୍ଗପୁର,୧୬।୧(ବି.ପ୍ର.): ନବରଙ୍ଗପୁର ଜିଲା ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ଲକ୍ଷ୍ୟରେ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଶୁଦ୍ଧସ୍ବତ ବାସୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାର ବିଭିନ୍ନ ବ୍ଲକ…

୩ ବାଲ୍ୟବିବାହ ରୋକିଲା ପ୍ରଶାସନ, ୩ ନାବାଳିକା ଉଦ୍ଧାର

ପାପଡ଼ାହାଣ୍ଡି,୧୪।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ତିନୋଟି ସ୍ଥାନରେ ପ୍ରଶାସନ ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଛି। ଏଥିସହ ୩ ନାବାଳିକାଙ୍କୁ ଉଦ୍ଧାର କରି ସଚେତନ କରାଯିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ପଞ୍ଚାୟତ ସଦର…

ଚାକିରି ଏସ୍‌ସିି କୋଟାରେ, ପଦୋନ୍ନତି ସାଧାରଣ ବର୍ଗରେ

ନବରଙ୍ଗପୁର,୧୨।୧(ବି.ପ୍ର.): ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ପାଇଲେ। ପଦୋନ୍ନତି ସମୟରେ ସାଧାରଣ ବର୍ଗର ସଂରକ୍ଷଣରେ ଫାଇଦା ନେଲେ। ଏହିଭଳି ଅଭିଯୋଗ ଆସିବା ପରେ ଜିଲା ଶିକ୍ଷା ଅଧିକାରୀ ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ…

ଗଛରେ ପିଟିହେଲା ସ୍କୁଲ ବସ୍‌: ୧୫ ଛାତ୍ରୀଛତ୍ର ଆହତ

ଉମରକୋଟ,୧୧।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମୋହରା ଗାଁ ନିକଟରେ ରାସ୍ତା କଡ଼ରେୁ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ସ୍କୁଲ…

ଅଧା ଦେଲେ ଅଧା ଛାଡ଼ିଲେ

ନବରଙ୍ଗପୁର,୧୧।୧(ବି.ପ୍ର.): ନବରଙ୍ଗପୁର ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ପୁରଣ ନେଇ ତାଲିକା ପ୍ରସ୍ତୁତି ଓ ନିଯୁକ୍ତି ନେଇ ପୁଣି ଥରେ ଅଡୁଆ ବଢ଼ିବାରେ ଲାଗିଛିବ ବିଜ୍ଞାପନ ତାଲିକାରେ ଶିକ୍ଷକ ପଦବୀ ନ ଥାଇ ଟିଜିଟି ବିଜ୍ଞାନ…

ଚଳିତ ମାସରୁ ଆରମ୍ଭ ହେବ ସର୍ଭେ

ନବରଙ୍ଗପୁର, ୧୧।୧(ବି.ପ୍ର.):  ନବରଙ୍ଗପୁର ଜିଲାପାଳ କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ…

ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗିରଫ

ରାୟଗଡ଼ା(ସ୍ବ.ପ୍ର.)/ନବରଙ୍ଗପୁର(ବି.ପ୍ର.),୧୦ା୧: ବେଆଇନ ଭାବେ ରାତିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ରାୟଗଡ଼ା ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଦ୍ୱାରା ରବିବାର ରାତିରେ ଗିରଫ ହୋଇଛନ୍ତି। ନାୟକ ନିଜ ବୁଲେଟ୍‌(ଓଡି ୧୦ ଏମ୍‌-୩୦୦୧)ରେ ୫ଲକ୍ଷ…

ପୃଥକ୍‌ ଦୁର୍ଘଟଣାରେ ୪ ଗୁରୁତର

ପାପଡାହାଣ୍ଡି,୯।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ପୃଥକ ସ୍ଥାନରେ ସୋମବାର ବାଇକ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଜିତୁ ହରିଜନ ଓ ହିମାଂଶୁ…

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ନବରଙ୍ଗପୁର,୬।୧(ବି.ପ୍ର.): ନବରଙ୍ଗପୁର ବ୍ଲକ ଅଧୀନ ସାନମସିଗାଁ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର) ଜଗଦୀଶ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ଜଗଦୀଶଙ୍କ ଘର ନବରଙ୍ଗପୁର ବ୍ଲକ ବିକ୍ରମପୁର ଗାଁରେ ବୋଲି ସୂଚନା…

ଭୋଟ ପରିଚୟପତ୍ର ସହ ୭,୫୬,୩୭୪ କରିଛନ୍ତି ଆଧାର ଲିଙ୍କ୍‌

ନବରଙ୍ଗପୁର, ୬।୧(ବି.ପ୍ର.): ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଗୁରୁବାର ନବରଙ୍ଗପୁର ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ନବରଙ୍ଗପୁର ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡ. କମଳଲୋଚନ ମିଶ୍ର ଏହି ତାଲିକାକୁ ଏବଂ ଏହାର…

ଛୁଟିରେ ସ୍କୁଲ ପରିସରରୁ କାଟିନେଲେ ୧୦୬ ଗଛ

ନବରଙ୍ଗପୁର,୫ା୧(ବି.ପ୍ର.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ଠିଆ ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ଗଛ କାଟି ନିଆଯାଇଛି। ପରିତାପର ବିଷୟ, ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିପାରିଲେନାହିଁ। ଏମିତିକି ଜଣାପଡ଼ିବା ପରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri