ନବରଙ୍ଗପୁର

ନାହିଁ ନାହିଁରେ ଚାଲିଛି ନବରଙ୍ଗପୁର ଜିଏନ୍‌ଏମ୍‌ କଲେଜ

ନବରଙ୍ଗପୁର,୨୪।୧(ବି.ପ୍ର.):ସ୍ବାସ୍ଥ୍ୟ ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ଦେହ ଖରାପ ହୋଇଗଲେ ଆମେ ଦୌଡ଼ିଥାଉ ମେଡିକାଲକୁ। ଡାକ୍ତର, ଫାର୍ମାସିଷ୍ଟ, ଏଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ମାନେ ଯାହା ଉପଚାର କରିଥାନ୍ତି, ତାହାକୁ ଗ୍ରହଣ କରିଥାଉ। ତେବେ ସେମାନେ ନେଇଥିବା ଟ୍ରେନିଂ ଯଦି ଠିକ୍‌ଭାବେ ହୋଇ ନ…

ତାଲିକାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାମ

ଉମରକୋଟ, ୨୪।୧(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ ବଡ଼କୁମାରି ପଞ୍ଚାୟତର ଅନେକ ହିତାଧିକାରୀ ଏବେବି ବଞ୍ଚିତ ଅଛନ୍ତି ଆବାସ ଘରରୁ। ଗରିବ ବାସହୀନ ଲୋକଙ୍କ ପାଇଁ ସରକାର ପକ୍କା ଘର ଯୋଗେଇବା ପାଇଁ ଯୋଜନା ପ୍ରସ୍ତୁତି କରୁଥିବାବେଳେ ବାସ୍ତବ ଚିତ୍ର କିଛି…

୧୪ ବର୍ଷ ଧରି ପର ଅଗଣାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

କୋଡିଙ୍ଗା,୨୪।୧(ଡି.ଏନ୍‌.ଏ.):ଆଜକୁ ୧୪ବର୍ଷ ହେବ ନିଜସ୍ବ କୋଠା ନାହିଁ। କେତେବେଳେ କାହା ଅଗଣାରେ ତ କେତେବେଳେ କାହା ବାରଣ୍ଡାରେ। ଖରା ବର୍ଷାରେ ଚାଲୁଛି ଛୋଟ ପିଲା ଭବିଷ୍ୟତ ତିଆରି। ଏଥିସହ ମା’ ଓ ଶିଶୁଙ୍କ ପାଇଁ ଥିବା ଯୋଜନାର ଲାଭ ଉଠାଇ ପାର…

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

ନବରଙ୍ଗପୁର,୨୩ା୧(ବି.ପ୍ର.):ଆବାସ ଯୋଜନା ଗୃହ ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମବାସୀ ରବିବାର ପଞ୍ଚାୟତ କାର୍ଯାଳୟରେ ତାଲା ଠୁଙ୍କିଛନ୍ତି। ଫଳରେ ଜିଆର୍‌ଏସଙ୍କୁ ଗ୍ରାମବାସୀ ୩ ଘଣ୍ଟା ଧରି ବନ୍ଦ କୋଠରୀରେ ରହିବାକୁ ପଡ଼ିଛି। ସେହିପରି…

ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ଜଣାପଡ଼ିଲା ସବୁ ସତ

ପାପଡ଼ାହାଣ୍ଡି,୨୧ା୧(ଡି.ଏନ୍‌.ଏ.): ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଛନ୍ତି ଯୁବକ। ସଫଳ ହେଇ ପାରିଲାନି ତାଙ୍କ ସ୍ବପ୍ନ। ନକଲି ସୁନା ଶଙ୍ଖ ଜାଣିବା ପରେ ଶେଷରେ କିଣିଥିବା ଲୋକ ଯୁବକଙ୍କୁ…

ମଣ୍ଡିରେ ଧାନ ବିକ୍ରିର ସମୀକ୍ଷା, ହସ୍ତତନ୍ତ କାର୍ଯ୍ୟ ତଦାରଖ

ନବରଙ୍ଗପୁର,୨୧।୧(ବି.ପ୍ର.): ରାଜ୍ୟ ବିଧାନସଭା ଷ୍ଟାଣ୍ଡିଂ ସବ୍‌ କମିଟି ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କମିଟି ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ଜିଲାରେ ଖୋଲାଯାଇଥିବା…

ଖତ ଖାଉଛି ସ୍ବଚ୍ଛ ସବାରି, ହୋଇପାରୁନାହିଁ ମରାମତି

ନବରଙ୍ଗପୁର,୧୮।୧(ବି.ପ୍ର.): ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ପ୍ରାୟ ୨ ବର୍ଷ ତଳେ ବ୍ୟାଟେରିଚାଳିତ ସ୍ବଚ୍ଛ ସବାରିର ବ୍ୟବସ୍ଥା କରାଯାଇଥିଲା। କେବଳ ପରିବେଶ ପ୍ରଦୂଷଣମୁକ୍ତ ନୁହେଁ, ମହିଳାଙ୍କୁ ସଶକ୍ତୀକରଣ କରିବା ନିମନ୍ତେ ଏହି ଗାଡ଼ିର ବ୍ୟବହାର ଅନ୍ୟ ଏକ ପ୍ରମୁଖ କାରଣ ରହିଥିଲା।…

ମକା ନଡ଼ା ବ୍ୟବହାର କରି ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଲକ୍ଷ୍ୟ

ନବରଙ୍ଗପୁର,୧୬।୧(ବି.ପ୍ର.): ନବରଙ୍ଗପୁର ଜିଲା ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ଲକ୍ଷ୍ୟରେ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଶୁଦ୍ଧସ୍ବତ ବାସୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାର ବିଭିନ୍ନ ବ୍ଲକ…

୩ ବାଲ୍ୟବିବାହ ରୋକିଲା ପ୍ରଶାସନ, ୩ ନାବାଳିକା ଉଦ୍ଧାର

ପାପଡ଼ାହାଣ୍ଡି,୧୪।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ତିନୋଟି ସ୍ଥାନରେ ପ୍ରଶାସନ ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଛି। ଏଥିସହ ୩ ନାବାଳିକାଙ୍କୁ ଉଦ୍ଧାର କରି ସଚେତନ କରାଯିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ପଞ୍ଚାୟତ ସଦର…

ଚାକିରି ଏସ୍‌ସିି କୋଟାରେ, ପଦୋନ୍ନତି ସାଧାରଣ ବର୍ଗରେ

ନବରଙ୍ଗପୁର,୧୨।୧(ବି.ପ୍ର.): ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ପାଇଲେ। ପଦୋନ୍ନତି ସମୟରେ ସାଧାରଣ ବର୍ଗର ସଂରକ୍ଷଣରେ ଫାଇଦା ନେଲେ। ଏହିଭଳି ଅଭିଯୋଗ ଆସିବା ପରେ ଜିଲା ଶିକ୍ଷା ଅଧିକାରୀ ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ…

ଗଛରେ ପିଟିହେଲା ସ୍କୁଲ ବସ୍‌: ୧୫ ଛାତ୍ରୀଛତ୍ର ଆହତ

ଉମରକୋଟ,୧୧।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମୋହରା ଗାଁ ନିକଟରେ ରାସ୍ତା କଡ଼ରେୁ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ସ୍କୁଲ…

ଅଧା ଦେଲେ ଅଧା ଛାଡ଼ିଲେ

ନବରଙ୍ଗପୁର,୧୧।୧(ବି.ପ୍ର.): ନବରଙ୍ଗପୁର ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ପୁରଣ ନେଇ ତାଲିକା ପ୍ରସ୍ତୁତି ଓ ନିଯୁକ୍ତି ନେଇ ପୁଣି ଥରେ ଅଡୁଆ ବଢ଼ିବାରେ ଲାଗିଛିବ ବିଜ୍ଞାପନ ତାଲିକାରେ ଶିକ୍ଷକ ପଦବୀ ନ ଥାଇ ଟିଜିଟି ବିଜ୍ଞାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri