ନବରଙ୍ଗପୁର

ଛତିଶଗଡ଼, ଆନ୍ଧ୍ରକୁ ରାତିଅଧିଆ ବାଲି ଚୋରାଚାଲାଣ

ନବରଙ୍ଗପୁର,୨୨ା୫(ବି.ପ୍ର.): ନବରଙ୍ଗପୁର ଜିଲାରୁ ଛତିଶଗଡ ଓ ଆନ୍ଧ୍ରକୁ ପ୍ରତିଦିନ ଶହଶହ ଟ୍ରକ୍‌ ବାଲି ଚୋରାଚାଲାଣ ହେଉଛି । ପ୍ରଶାସନର ଜାଣତରେ ବାଲି ମାଫିଆମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି । ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ।…

ମାଟିରେ ମିଶିଲା ୨୯୬ ବର୍ଷାଜଳ ଅମଳ ପ୍ରକଳ୍ପ

ନବରଙ୍ଗପୁର,୨୦।୫(ବି.ପ୍ର.): କରୋନା କାଳରେ ଜୀବିକା ହରାଇଥିବା ସହରାଞ୍ଚଳର ଶ୍ରମିକ ଓ ଏସ୍‌ଏଚ୍‌ଜି ମହିଳାଙ୍କୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା) କାର୍ଯ୍ୟକାରୀ କରିଥିଲେ। ତେବେ ଏହି ଯୋଜନାରେ ନବରଙ୍ଗପୁର ପୌରାଞ୍ଚଳରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ…

କ୍ଷତି ସହୁଛନ୍ତି ତୋଳାଳି, ମାଲାମାଲ ହେଉଛନ୍ତି ବେପାରୀ

ଡାବୁଗାଁ,୧୮ା୫ (ଡି.ଏନ୍‌.ଏ.): ଲଘୁ ବନଜାତ ଦ୍ରବ୍ୟର ଦର ଧାର୍ଯ୍ୟ ଏବଂ ବିକ୍ରି କରିବା ପାଇଁ ସରକାର ପଞ୍ଚାୟତ ସମିତିକୁ ଦାୟିତ୍ୱ ଟେକିଦେଇଛନ୍ତି। ଏହା କିନ୍ତୁ କେବଳ କାଗଜକଲମରେ ସୀମିତ ରହିଯାଉଛି । ଦର ତାଲିକା ପଞ୍ଚାୟତର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କ ପାଖରେ…

ଦୁର୍ବଳ ନଦୀବନ୍ଧ ଚିହ୍ନଟକରି ମରାମତି ନିର୍ଦ୍ଦେଶ

ନବରଙ୍ଗପୁର, ୧୭।୫(ବି.ପ୍ର.): ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସଭାଗୃହରେ ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟାର ସଫଳ ମୁକାବିଲା କିପରି କରାଯାଇପାରିବ ସେ ନେଇ…

ଅଚଳ ପଡ଼ିଛି ୨ ପାନୀୟ ଜଳ ପ୍ରକଳ୍ପ

ନବରଙ୍ଗପୁର,୧୬।୫(ବି.ପ୍ର.): ଜଳ ହିଁ ଜୀବନ। ପ୍ରତି ଗାଁକୁ ଲୋକଙ୍କ ପାଇଁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ଅନୁଦାନ ଯୋଗାଉଛନ୍ତି । ଏନେଇ ଅନେକ ଯୋଜନା ମଧ୍ୟ ରହିଛି। ତେବେ ବୈଷୟିକ ତ୍ରୁଟି ଓ…

ଦୋକାନ କରି ସ୍ବାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ଝୁନୁ

ନବରଙ୍ଗପୁର,୧୪।୫(ବି.ପ୍ର.): ଦିବ୍ୟାଙ୍ଗ ହେଲେବି ସକ୍ଷମ। ଦୃଢ଼ ମନ ଓ ପରିଶ୍ରମ ବଞ୍ଚତ୍ବାର ରାହା ଦେଇଛି। ତେବେ ନବରଙ୍ଗପୁର ସତ୍ୟ ସାଇ ସେବା ସମିତିର କିଛି ଆର୍ଥିକ ସହାୟତା ଦିବ୍ୟାଙ୍ଗ ଝୁନୁ ଭତରାଙ୍କ ବ୍ୟବସାୟରେ ସହାୟକ ହୋଇପାରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି…

ଇଚ୍ଛାପୁର ପଞ୍ଚାୟତ ହିତାଧିକାରୀଙ୍କୁ ମିଳିଲା ୪ ମାସର ଚାଉଳ

ଝରିଗାଁ,୧୩।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ପ୍ରାୟ ୧୦ ଗ୍ରାମର ହିତାଧିକାରୀ ସାତ ମାସ ହେବ ପିଡ଼ିଏସ ଚାଉଳ ପାଇନଥିବା ନେଇ ଗୁରୁବାର ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀଙ୍କ ଦୃଷ୍ଟି…

ଆଗକୁ ବର୍ଷା, ନାଳ ସଫା କରୁନି ପୌର ପରିଷଦ

ନବରଙ୍ଗପୁର,୧୨।୫(ବି.ପ୍ର.): କିଛିଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ନବରଙ୍ଗପୁର ସହରର ବିଭିନ୍ନ ଓ୍ବାର୍ଡରେ ନାଳ ସଫା କରାଯାଇନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରାସ୍ତାରେ ଭାସିବା ଆଶଙ୍କା ରହିଛି। ସଫେଇ ଦାୟିତ୍ୱ ପୌର ପ୍ରଶାସନ ଏକ ଘରୋଇ ସଂସ୍ଥାକୁ…

ଅଦାଚାଷର ବିକାଶ ପାଇଁ ପ୍ରୋତ୍ସାହନ ଅଭାବ

ଉମରକୋଟ,୮।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ସିଲାଟି ଓ ଯାମରୁଣ୍ଡା ଅଞ୍ଚଳର କେତେଜଣ ବଙ୍ଗୀୟ ଚାଷୀ ଅଦାଚାଷ କରିଛନ୍ତି, ଯାହାକି ବହୁତ ଭଲ ହୋଇଛି। ଉମରକୋଟ ଅଞ୍ଚଳର ଜଳବାୟୁ ଅଦା ଚାଷ ପ୍ରତି ଅନୁକୂଳ ରହିଥିବା ଏଥିରୁ ଜଣାପଡ଼େ। ଉମରକୋଟ, ରାଇଘର…

୧୦ ଏକର ଜମିରେ ୮ଫୁଟ୍‌ର ପାଣି

ପାପଡ଼ାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବିରିଗୁଡା ଦେଇ ଯାଇଥିବା ଭାରତମାଳା ରାସ୍ତାରେ ପୋଲ ସ୍ଥାନାନ୍ତର ଯୋଗୁ ୧୦ ଏକର ଜମିରେ ପାଣି ଜମିଛି। କାଳ ବୈଶାଖୀ ବର୍ଷାରେ ବର୍ତମାନ ଜମିରେ ୮ ଫୁଟ ଉଚ୍ଚର ପାଣି ଜମି…

ସପ୍ତାହେ ନ ପୂରୁଣୁ ରାସ୍ତାରୁ ଉଠିଲାଣି ପିଚୁ

ଚନ୍ଦାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ଗ୍ରାମାଞ୍ଚଳରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲା ଚନ୍ଦହାଣ୍ଡି ବ୍ଲକ ଭତାଝରରୁ ଧୁରୁଆପଡ଼ା ରାସ୍ତାକୁ ଏସ୍‌ଆର ଫଣ୍ଡରେ ସଡ଼କ ଯୋଜନାରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ସଡକ ତିଆରି ହେଲା। ଟଙ୍କା…

ଅଧା କାମକୁ ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍‌ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରଣ କାମ ଶେଷ ହୋଇ ନ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri