ନବରଙ୍ଗପୁର

ଆଜି ନବରଙ୍ଗପୁର ବନ୍ଦ: ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ନବରଙ୍ଗପୁର,୩୦।୧(ସଦାଶିବ ପ୍ରହରାଜ):ନବରଙ୍ଗପୁର- ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଗ୍ରହଣରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ କରିଛି ଭାଜପା। ଏହାର ପ୍ରତିବାଦ ଓ ଅନ୍ୟ ୬ଟି ଦାବିରେ ଭାଜପା ଯୁବମୋର୍ଚ୍ଚା ମଙ୍ଗଳବାର ନବରଙ୍ଗପୁର ଜିଲା ବନ୍ଦ ଡାକରା ଦେଇଛି।…

୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ: ଆସିଲା ନାହିଁ ଆମ୍ବୁଲାନ୍ସ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ଆସିଲା ନାହିଁ ଆମ୍ବୁଲାନ୍ସ, ୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ପଞ୍ଚାୟତ ନିକଟ ପୁର୍ଣ୍ଣିଗୁଡା…

ବଧୂ ହତ୍ୟା ମାମଲା: ଗିରଫ ହେଲେ ଶିକ୍ଷକ ସ୍ବାମୀ

ନବରଙ୍ଗପୁର,୨୨।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଭିମା ସାହିରେ ବଧୂ ହତ୍ୟା ଅଭିଯୋଗରେ ପାପଡ଼ାହାଣ୍ଡି ପୋଲିସ ଶିକ୍ଷକ ସ୍ବାମୀ ସୁଦାମ ସେଠୀଙ୍କୁ ଜୟପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଶାଶୁ, ନଣନ୍ଦ ଓ…

ଚାଲିଛି ରାମାୟଣ ପାଠ: ରାମ, ଲକ୍ଷ୍ମଣ, ସୀତା, ହନୁମାନଙ୍କ ବେଶରେ ବୁଲିଲେ ପିଲା

ଉମରକୋଟ,୨୧।୧(ସନ୍ତୋଷ ଶତପଥୀ): ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ରାମ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଶ୍ରୀରାମ ମନ୍ଦିରକୁ ଫୁଲ, ଆଲୋକ ମାଳାରେ ସଜାଯିବା ସହ କେଶରୀବେଡ଼ା ଗ୍ରାମର ରାମ ଚରିତ ମାନସ ଟିମ୍‌ ପକ୍ଷରୁ ଅଖଣ୍ଡ…

ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

ପାପଡ଼ାହାଣ୍ଡି, ୨୧।୧(ସ୍ବପ୍ନଜିତ ପଟ୍ଟନାୟକ): ଭାଲୁ ଆକ୍ରମଣରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ପାଲପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସମଦୁ ଅମନାତ୍ୟ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।…

ବଜ୍ରକାପ୍ତା ଚାଲାଣ ବେଳେ ମାଡ଼ିବସିଲେ ବନ ଅଧିକାରୀ

ନବରଙ୍ଗପୁର,୨୧।୧(ସଦାଶିବ ପ୍ରହରାଜ): ବଜ୍ରକାପ୍ତା ଚାଲାଣ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂପୁର ଥାନା ଅଧୀନ କେନ୍ଦୁଗୁଡା ଗାଁର ଅରୁଣ ମୁଦୁଲି। ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତା ଚାଲାଣ ନେଇ ନବରଙ୍ଗପୁର ବନଖଣ୍ଡ…

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ: ମେଡିକାଲରେ ଉତ୍ତେଜନା

ପାପଡାହାଣ୍ଡି,୨୦।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ଭିମାସାହିରେ ଜଣେ ନବବଧୂଙ୍କ ଶନିବାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଦେଇଛି । ନବବଧୂଙ୍କ ବାପଘର ଲୋକେ ଏହାକୁ ଯୌତୁକ ଜନିତ ହତ୍ୟା କାଣ୍ଡ କହି ଥାନାରେ ଅଭିଯୋଗ…

ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ

ନବରଙ୍ଗପୁର,୧୮।୧ (ସଦାଶିବ ପ୍ରହରାଜ): ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ନବରଙ୍ଗପୁର ଜିଲାରେ ସଂଗ୍ରହ ହୋଇଥିବା…

‘ନଳକୂପ ନ ହେଲେ ଭୋଟ ନାହିଁ’

ପାପଡ଼ାହାଣ୍ଡି,୧୫।୧(ସ୍ବପ୍ନଜିତ ପଟ୍ଟନାୟକ): ସାହିରେ ନାହିଁ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଭୋଗୁଛନ୍ତି ସମସ୍ୟା। ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନଧିଙ୍କୁ ଅବଗତ କଲେ ବି କିଛି ସୁଫଳ ମିଳୁନି। ତେଣୁ ନଳକୂପ ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି…

୫ବର୍ଷର ଶିଶୁଙ୍କୁ ହତ୍ୟା କରି ରକ୍ତ ପିଇଲେ ଅଭିଯୁକ୍ତ

ଡାବୁଗାଁ,୧୧।୧(ପ୍ରଜ୍ଞାରଞ୍ଜନ ପରିଡା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମରେ ଗୁରୁବାର ଏକ ୫ ବର୍ଷର ଶିଶୁଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ମିଳିଥିବା ସୂଚନା ମୁତାବକ, ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମ…

ଗଳା କାଟି ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ

ଉମରକୋଟ,୧୧ା୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କଚରାପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଆଶିଷ କୁମାର ସ୍ବାଇଁଙ୍କୁ ଜଣେ ଶିକ୍ଷୟିତ୍ରୀ କ୍ରମାଗତ ଭାବରେ ମାନସିକ ନିର୍ଯାତନା ଦେଉ ଥିବାରୁ…

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକୋ  

ନନ୍ଦାହାଣ୍ଡି,୮।୧ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ମଣ୍ଡି ଅବ୍ୟବସ୍ଥା। ମିଲରଙ୍କ ମନମାନୀ, ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଥିବା ଖବର ବାରମ୍ବାର ପ୍ରକାଶ ପାଇବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଧାନ ଦୀର୍ଘ ଦିନ ଧରି ମଣ୍ଡିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?