୮୨ ଗୋଷ୍ଠୀରୁ କାହାକୁ ମିଳୁନି ଚାଷଋଣ
ଚନ୍ଦାହାଣ୍ଡି, ୧୫।୬ (ଦିଲୀପ ଦାସ ) ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ପ୍ରତି ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯେଉଁ ଚାଷୀମାନଙ୍କ ଜମିପଟ୍ଟା ଓ ଆନୁସାଙ୍ଗିକ କାଗଜପତ୍ର ନ…
ଉମରକୋଟରେ ଦେଶରେ ପ୍ରଥମ ପାଇରଲସିସ୍ ପ୍ଲାଣ୍ଟ
ଉମରକୋଟ, ୧୫।୬(ସନ୍ତୋଷ ଶତପଥୀ) ନବରଙ୍ଗପୁର ଜିଲା ପ୍ରଶାସନ ଉଦ୍ୟମରେ ଉମରକୋଟଠାରେ ଥିବା କୃଷି ବିଭାଗ ଫାର୍ମରେ ବୁଧବାର ଭାରତରେ ସର୍ବ ପ୍ରଥମ ପାଇରଲସିସ୍ ପ୍ଲାଣ୍ଟ ସ୍ଥାପନ ହୋଇଛି । ମିଶନ ନବରଙ୍ଗପୁର ନାମରେ ଆରମ୍ଭ ହେଇଥିବା ପାଇଲଟ ପ୍ରକଳ୍ପ ରାଷ୍ଟ୍ରୀୟ କୃଷି…
ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼
ଡାବୁଗାଁ, ୧୩।୬ (ଡି.ଏନ୍.ଏ.): ବର୍ତ୍ତମାନ ଜୁନ ମାସ ଅଧା ହେଲାଣି କିନ୍ତୁ କମୁନି ତାତି। ଏବେ ପିଲାମାନଙ୍କର ସ୍କୁଲରେ ଖରାଛୁଟି ଚାଲିଛି। ଏହାର ଫାଇଦା ଉଠାଇ ଗ୍ରାମାଞ୍ଚଳର ପିଲାମାନେ ଗାଁ ଆମ୍ବତୋଟାରେ ଭିଡ଼ ଜମାଉଛନ୍ତି। ସେଠାରେ ଖେଳକୁଦ କରିବା ସହ ପାଚିଲା…
ସରକାରୀ ଧାନ ବିହନ କିଣିବାକୁ ଚାଷୀ ଅମଙ୍ଗ
ନବରଙ୍ଗପୁର,୧୨।୬(ବି.ପ୍ର.): ରାଜ୍ୟ ସରକାର ସମସ୍ତ ଚାଷୀଙ୍କୁ ଉତ୍କୃଷ୍ଟମାନର ଧାନ ବିହନ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭିନ୍ନ ଜିଲାର ବିହନ ନିଗମର ବିହନ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି। ରାଜ୍ୟର ଅଧିକାଂଶ ଜିଲାରେ ସରକାରୀ ଧାନ ବିହନର ଚାହିଦା ଅଧିକା ଥିବାବେଳେ ନବରଙ୍ଗପୁର…
ଆନ୍ଧ୍ରରୁ ଆସିବ ରଥଟଣା ଦଉଡ଼ି
ନବରଙ୍ଗପୁର,୧୦।୬ (ବି.ପ୍ର.): ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରଥ ଟଣା ପାଇଁ ଆନ୍ଧ୍ରପ୍ରଦେଶରୁ…
୪ଶହ ପିଲାଙ୍କୁ ଜଣେ ଅଧ୍ୟାପକ
ନବରଙ୍ଗପୁର,୧୦।୬(ବି.ପ୍ର.): ଭିତ୍ତିଭୂମି ଅଭାବରୁ ନବରଙ୍ଗପୁରରେ ଭୁଶୁଡ଼ି ପଡ଼ିଛି ଉଚ୍ଚଶିକ୍ଷାର ମୂଳଦୁଆ। ଆବଶ୍ୟକ ଅଧ୍ୟାପକ ଅଭାବରୁ ଦୋହଲିଯାଇଛି ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ଗ୍ରହଣ ଆଗ୍ରହ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ସମସ୍ତ କଲେଜରେ ଦେଖାଦେଇଛି ଅଧ୍ୟାପକ ଅଭାବ। ଛାତ୍ରୀଛାତ୍ରଙ୍କ ତୁଳନାରେ ବହୁ କମ୍ ରହିଛନ୍ତି…
ରାସ୍ତା କଡ଼ ଧାନ ମିଲ୍ ଯୋଗୁ ବଢ଼ୁଛି ପ୍ରଦୂଷଣ
ତେନ୍ତୁଳିଖୁଣ୍ଟ,୮ା୬( ଡି.ଏନ୍.ଏ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳର ରାସ୍ତା କଡରେ ବଡ଼ ବଡ଼ ଧାନ ମିଲ ଓ ବ୍ଲକ ମାର୍କେଟ ସ୍ଥାନରେ ପଲିଥିନର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ ପାଇଁ…
ଡ୍ୟାମ୍ ଅଞ୍ଚଳରେ ଚାଲିଛି ବେଧଡ଼କ କାଠ, ପଥର ଚାଲାଣ
ତେନ୍ତୁଳିଖୁଣ୍ଟି, ୪।୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପର ପୋଡ଼ାଗଡ଼ ଡ୍ୟାମ୍ ଅଞ୍ଚଳରେ ବେଧଡ଼କ କାଠ, ପଥର ଚାଲଣ ହେବା ସହ ପାହାଡ଼ କାଟି ସମତଳକରି ମୃତ୍ତିକା କ୍ଷୟ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ମାଫିଆ। କିନ୍ତୁ ଉଭୟ ପ୍ରକଳ୍ପ…
ସିଉନି ପଥର କ୍ବାରିରେ ମାପଚୁପ ଆରମ୍ଭ
ନବରଙ୍ଗପୁର,୩।୬(ବି.ପ୍ର.): ଭାରତମାଳା ସଡ଼କ ପାଇଁ ସିଉନି କ୍ବାରିରୁ ଠିକାସଂସ୍ଥା ପଥର ଖନନ କରୁଛି । ସରକାରୀ ଖଣି ନିୟମ ଉଲ୍ଲଂଘନକରି ସଂସ୍ଥା ଅନୁମତିଠାରୁ ଅଧିକ ମାତ୍ରାରେ ପଥର ଫଟାଇ ଉଠାଇ ଚାଲିଛିି। ୩ ମିଟର ମଧ୍ୟରେ ଖନନ କରିବା ପରିବର୍ତ୍ତେ ୫୦…
କାର୍ ଓ ବାଇକ୍ ଧକ୍କାରେ ଦମ୍ପତିଙ୍କ ମତ୍ୟୁ
ପାପଡାହାଣ୍ଡି,୨।୬(ଡି.ଏନ.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଶୁକ୍ରବାର ଏକ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ମୃତ ଦେହ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ…
ବର୍ଗୀକରଣ ଓ ପଦୋନ୍ନତି ପାଇଁ ସ୍ପଷ୍ଟୀକରଣ ମିଳୁନି
ନବରଙ୍ଗପୁର,୧।୬(ବି.ପ୍ର.): ପଦୋନ୍ନତି ଓ ସ୍ବଳ୍ପ ଦରମା ଶିକ୍ଷକଙ୍କ ଅସନ୍ତୋଷର କାରଣ ଥିଲା। ଭିନ୍ନ ଭିନ୍ନ ଶିକ୍ଷକ ସଙ୍ଗଠନର ବିଭିନ୍ନ ପ୍ରକାର ସ୍ବାର୍ଥ ସମ୍ବଳିତ ଦାବି ଏଥିରେ ପ୍ରତିବନ୍ଧକ ରୂପେ ଠିଆ ହେଉଥିଲା। ସି.ଟି., ବିଏଡ୍ ହିସାବ ନ ଛିଡ଼ି ଏକ ବିବଦମାନ…
ନଦୀପଠାରୁ ମିଳିଲା ଯୁବତୀଙ୍କ ମୃତଦେହ
ରାଇଘର,୩୧।୫(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ ଦେବଗାଁ ପଞ୍ଚାୟତର କୁରବେଲା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ନଦୀକୁ ଗାଧେଇବାକୁ ଯାଇଥିବା କେତେଜଣ ବ୍ୟକ୍ତି ମୃତଦେହ ଦେଖି ରାଇଘର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ…
Archives


