ମୟୂରଭଞ୍ଜ

ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ ପଡ଼ୋଶୀ ଜିଲାଗୁଡ଼ିକ ଏଠାରୁ ରକ୍ତ ନେଇ ରୋଗୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରୁଛନ୍ତି। ବିଭିନ୍ନ…

ବାରିପଦାରେ ବଢୁଛି ଆପରାଧିକ ମାମଲା

ବାରିପଦା ଅଫିସ,୧୨ା୪- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। ଚୋରି,ଛିନତାଇ,ସାଇବର ଠକେଇ, ହତ୍ୟାକାଣ୍ଡ, ବଳାତ୍କାର ଆଦି ଘଟଣା ପ୍ରତିଦିନ ଘଟୁଛି। ଜନସଂଖା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳରେ ଦୁର୍ଘଟଣା ଜନିତ ଆଇନଶୃଙ୍ଖଳା ବିଗିଡ଼ିବା…

ଟୋଲ୍‌ ଗେଟ୍‌ରେ ଶୁଳ୍କ ଆଦାୟକୁ ନେଇ ବିକ୍ଷୋଭ

ବାରିପଦା ଅଫିସ/ସାରସକଣା,୧୧ା୪-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର କୁଳିଅଣା ନିକଟ ଶୁଖୁଆପୋଡା ଟୋଲ ଗେଟରୁ ଶୁଳ୍କ ଆଦାୟକୁ ବିରୋଧ କରି ଅଞ୍ଚଳବାସୀ ଶନିବାର ଅପରାହ୍ନରେ ବିକ୍ଷୋଭ ଜାରି ରଖିଛନ୍ତି। ଓଭରବ୍ରିଜ କାର୍ଯ୍ୟ ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ…

ଯାତ୍ରୀବାହୀ ବସ୍‌ରେ ନିଆଁ

ଉଦଳା,୧୦।୪: ମୟୂରଭଞ୍ଜ ଜିଲା ଉଦଳା ବସ୍‌ଷ୍ଟାଣ୍ଡଠାରୁ ୧ କି.ମି. ଦୂର ଉଦଳା-କପ୍ତିପଦା କେନାଲ ଛକ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ…

ଭଙ୍ଗା କୁଡ଼ିଆରେ ବୃଦ୍ଧ ଦମ୍ପତି

ଚିତ୍ରଡ଼ା,୧୦।୪(ଡି.ଏନ.ଏ.)- ପ୍ରଶାସନିକ ଅବହେଳା କାରଣରୁ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଗ୍ରାମର ବୃଦ୍ଧ ଦମ୍ପତି ପ୍ରସାଦ ବେହେରା ଓ ତାଙ୍କ ସ୍ତ୍ରୀ ଭଙ୍ଗାକୁଡ଼ିଆରେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ…

ଟୋଲ୍‌ଗେଟ୍‌କୁ ନେଇ ବଢ଼ିଲା ଅସନ୍ତୋଷ

ବାରିପଦା ଅଫିସ,୮।୪- ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ ଓ ୪୯ନଂ. ଜାତୀୟ ରାଜପଥର ୩ଟି ସ୍ଥାନରେ ଟୋଲଗେଟ୍‌ ନିର୍ମାଣ ପରେ ଶୁଳ୍କ ଆଦାୟ ଆରମ୍ଭ ହୋଇଛି। ଜିଲାବାସୀ ଉକ୍ତ ରାଜପଥ ଦେଇ ମୁଖ୍ୟାଳୟକୁ ଆସିବାକୁ ହେଲେ ଦୁଇଟି ଗେଟରେ ଶୁଳ୍କ…

କୁଟୁରା ମାଂସ ଖାଇବା ଆଶାରେ ରହିଗଲା

ଠାକୁରମୁଣ୍ଡା,୪ା୪: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଧୀନ କେନ୍ଦୁମୁଣ୍ଡି ସଂରକ୍ଷିତ ଜଙ୍ଗଲ(୨)ରୁ କୁଟୁରା ଶିକାର ଅଭିଯୋଗରେ ବନ ବିଭାଗ ୬ଜଣ ଶିକାରୀଙ୍କୁ ଗିରଫ କରିଛି। ବନ ବିଭାଗ ଅଧିକାରୀମାନେ ୧୨ କିଲୋ କୁଟୁରା ମାଂସ ଓ ଶିକାରରେ ବ୍ୟବହୃତ…

ମାଂସ ଭାଗବଣ୍ଟା ବେଳେ ୬ ଶିକାରୀଙ୍କୁ ଗିରଫ କଲେ ବନ କର୍ମଚାରୀ

ଠାକୁରମୁଣ୍ଡା,୪।୪ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ସଂରକ୍ଷିତ ଜଙ୍ଗଲ (୨) ଭିତରୁ ୬ ଶିକାରୀଙ୍କୁ ଗିରଫ କରାଯାଇଛି। ଏହା ସହ କୁଟୁରା ମାଂସ ଜବତ ହୋଇଛି। କୁଟୁରା ଶିକାର କରି ଜଙ୍ଗଲ ଭିତରେ ମାଂସ…

ଗଛରେ ପିଟିହେଲା କୁକୁଡ଼ା ବୋଝେଇ ଭ୍ୟାନ: ଡ୍ରାଇଭର ମୃତ, ହେଲପର ଗୁରୁତର

ଠାକୁରମୁଣ୍ଡା,୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଚାଇଁବାଇଁସି ପେଟ୍ରୋଲ ପମ୍ପ ନିକଟରେ ରବିବାର ସକାଳେ ଏକ କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଶାଳ ଗଛରେ ପିଟି ହେବାରୁ ଭ୍ୟାନ ଭିତରେ ଚାପି ହୋଇ…

ଲିଭୁନି ଶିମିଳିପାଳ ନିଆଁ

ବାରିପଦା ଅଫିସ,୪।୪: ଶିମିଳିପାଳରେ ଦିନରାତି ନିଆଁ ଜଳୁଛି। ସବୁଜ ସୁନ୍ଦର ଏହି ଅଭୟାରଣ୍ୟକୁ ଗ୍ରାସ କରିଚାଲିଛି ବାନାଗ୍ନି। ସରୀସୃପଠାରୁ ଆରମ୍ଭ କରି ବନ୍ୟଜନ୍ତୁମାନେ ନିଆଁ ଯୋଗୁ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଗତ ୪ ଦିନ ହେଲା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ…

ଶିମିଳିପାଳ ଅଭୟାରଣ୍ୟ:୫୧ ସ୍ଥାନରେ ଲାଗିଛି ନିଆଁ

ବାରିପଦା ଅଫିସ,୩।୪-ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ନିଆଁ ବଢିବାରେ ଲାଗିଛି। ଏକ ମାସ ଧରି ଅଭୟାରଣ୍ୟ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାରେ ବନବିଭାଗର ଉଦ୍ୟମ ଫେଲ୍‌ ମାରିଛି ା ଶୁକ୍ରବାର ୫୧ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିବା…

ପାଣି କୁଣ୍ଡରେ ଗଳିପଡ଼ିଥିଲା ହାତୀ ଛୁଆ, ଭଙ୍ଗା ହେବା ପରେ ଟେକି ନେଲା ମା’

ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମର୍ଦାର ନିକଟରେ ଥିବା ଦଶ ଫୁଟ ଗଭୀର ପାଣି କୁଣ୍ଡ ଭିତରୁ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ଶୁକ୍ରବାର ଭୋରୁ ହାତୀ ଛୁଆଟି କୁଣ୍ଡରେ ଗଳି ପଡ଼ିଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?