ମୟୂରଭଞ୍ଜ

ଗର୍ଭବତୀଙ୍କୁ ଚଲାଇଥିଲେ ୩ କିଲୋମିଟର

ବାରିପଦା ଅଫିସ/ଉଦଳା,୩୦ା୩(ଡି.ଏନ.ଏ.)-ହେଲ୍‌ମେଟ ଚେକିଂ ବେଳେ ଜଣେ ଗର୍ଭବତୀଙ୍କ ପ୍ରତି ସମବେଦନା ବଦଳରେ ଦବଙ୍ଗଗିରି ଦେଖାଇବା ମୟୂରଭଞ୍ଜ ଜିଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ…

ହେଲମେଣ୍ଟ, ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା; କନଷ୍ଟେବଳ ନିଲମ୍ବିତ, ଡ୍ରାଇଭର କାର୍ଯ୍ୟରୁ ପ୍ରତ୍ୟାହାର

ଠାକୁରମୁଣ୍ଡା, ୩୦।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ପୋଲିସର ଏକ ଅମାନୁଷିକତା ଘଟଣା ପଦାକୁ ଆସିଛି। ହେଲମେଣ୍ଟ ଓ ମାକ୍ସ ଚେକିଂ ସମୟରେ ପୋଲିସର ଲାଠି ମାଡରେ ଜଣେ ବାଇକ ଚାଳକଙ୍କ ମୁଣ୍ଡ ଫାଟି ଲହୁଲୁହାଣ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ…

ଜୀବନ ବଞ୍ଚାଇବା ପାଇଁ ଗାଁ ଭିତରକୁ ପଶି ଆସିଥିଲା ହରିଣ: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨୪।୩(ଡି.ଏନ୍‌.ଏ.): ଜଙ୍ଗଲରେ ନିଆଁ ଲାଗିବାରୁ ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି। କେନ୍ଦୁଝର ଜିଲା ଅନନ୍ଦପୁର ବ୍ଲକ ପଣସଡ଼ିହା ପଞ୍ଚାୟତର ଜଞ୍ଜାଳି ଗ୍ରାମକୁ ଏକ ହରିଣ ପଶି ଆସିଥିଲା। ହରିଣଟିର ପାଦରେ କ୍ଷତ ଲାଗିଥିଲା। ତେବେ ତାହାର ମୃତ୍ୟୁ ଘଟିଛି। ଖବରପାଇ ପଣସଡ଼ିହା…

ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ପଡ଼ିଥିଲା ମହଙ୍ଗା

ବାଙ୍ଗିରିପୋଷିି,୨୨ା୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶାଳବଣି ଗ୍ରାମର ଏକାଦଶୀ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କୁ ହତ୍ୟାକରି ପୋଖରୀରେ ଫିଙ୍ଗି ଦିଆଯାଇଥିଲା ବୋଲି ପୋଲିସ କହିଛି। ଏହି ଘଟଣାରେ…

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଗିରଫ

ଠାକୁରମୁଣ୍ଡା,୨୦।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତାଳପଦା ଗ୍ରାମପଞ୍ଚାୟତ କାଳିଆଜିଆଣି ସଂରକ୍ଷିତ ୧ ନଂ. ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ଶୁକ୍ରବାର ରାତିରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ୱାରା ୨ ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ…

କମାଣ୍ଡାଣ୍ଟ ଫାଗୁରାମଙ୍କ ଦେହାନ୍ତ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ରାଇରଙ୍ଗପୁର,୧୪।୩(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ସାନପାଖଣା ଗ୍ରାମର ସଶସ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଡା. ଫାଗୁରାମ ମାରାଣ୍ଡି(୫୪)ଙ୍କ ଶୁକ୍ରବାର ହୃଦ୍‌ରୋଗରେ ମୃତ୍ୟୁ ଘଟିଛି। ଆସାମ ରାଜ୍ୟର ରଙ୍ଗିଆ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଶନିବାର ତାଙ୍କ ମରଶରୀର ସେନାବାହିନୀ ପକ୍ଷରୁ ଏକ…

ଶିମିଳିପାଳକୁ ବର୍ଷା ସାହା

ବାରିପଦା ଅଫିସ,୧୨ା୩: ୨୭୫୦ ବର୍ଗ କି.ମି. ପରିଧି ମଧ୍ୟରେ ଥିବା ଶିମିଳିପାଳ ଅଭୟାରଣ୍ୟର ୨୧ଟି ରେଞ୍ଜରେ ଦୀର୍ଘଦିନ ହେଲା ଲାଗି ରହିଥିବା ନିଆଁ ନିୟନ୍ତ୍ରଣକୁ ଆସିଛି। ବନ କର୍ମଚାରୀ, ଓଡ୍ରାଫ ଟିମ୍‌, ଅଗ୍ନିଶମ ବାହିନୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଲୋକଙ୍କ…

କମୁଛି ଶିମିଳିପାଳ ନିଆଁ

ବାରିପଦା ଅଫିସ,୧୨ା୩- ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି। ଦୀର୍ଘଦିନ ଧରି ଲାଗିରହିଥିବା ନିଆଁ ଏବେ ପ୍ରଶମିତ ହେବାରେ ଲାଗିଛି ା ଗୁରୁବାର ଅପରାହ୍ନରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ ଦିନତମାମ…

କକାଙ୍କ ଶୁଦ୍ଧିକ୍ରିୟାକୁ ଆସି ପୋଖରୀରେ ବୁଡ଼ିଗଲେ ପୁତୁରା

ଉଦଳା,୧୦ା୩: କକାଙ୍କ ଶୁଦ୍ଧିକ୍ରିୟାକୁ ଆସିଥିବା ବେଳେ ପୋଖରୀରେ ବୁଡ଼ି ପୁତୁରାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶୁଖୁଆସାହି ଅଞ୍ଚଳରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର କୁନାରାମ ଦଳେଇ। ସେ ତାଙ୍କ…

‘ବିଜେଡି ଆଟ୍‌ ଶିମିଳିପାଳ ମୁଭମେଣ୍ଟ’ ଆରମ୍ଭ

ବାରିପଦା ଅଫିସ,୧୦ା୩- ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ନେଇ ମୟୂରଭଞ୍ଜ ଜିଲା ବିଜେଡି ପକ୍ଷରୁ ‘ବିଜେଡି ଆଟ୍‌ ଶିମିଳିପାଳ ମୁଭମେଣ୍ଟ’ ଆରମ୍ଭ ହୋଇଛି। ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର…

ବନ୍ୟଜନ୍ତୁ ଜନବସତିମୁହାଁ

ବାରିପଦା ଅଫିସ,୧୦ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏବେ ବି ନିଅଁା ହୁତୁ ହୁତୁ ହୋଇ ଜଳୁଛି। ଅଗ୍ନି ନିର୍ବାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଜଣିଆ ଓଡ୍ରାଫ ଟିମ୍‌ ପହଞ୍ଚିଛନ୍ତି। ସେମାନେ ୪ଟି ଟିମ୍‌ରେ ବିଭକ୍ତ ହୋଇ ଚହଲା, ପିଠାବଟା,…

ମାଛ ଧରିବା ବେଳେ ଯୁବକଙ୍କ ଜୀବନ ଗଲା

ସାରସକଣା,୮ା୩: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମନୋହରପୁର ଗ୍ରାମ ନିକଟସ୍ଥ ଦେଶୁଆବନ୍ଧରେ ମାଛ ଧରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭୁରକୁଣ୍ଡବାଦୀ ଗ୍ରାମର ମଙ୍ଗଲା ବିନ୍ଧାଣୀଙ୍କ ପୁଅ ଦୁଃଖିଆ। ସୂଚନା ଯୋଗ୍ୟ, ମନୋହରପୁର ଗ୍ରାମ ନିକଟସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri