ମା’ କୋଳ ହେଲା ଶୂନ୍ୟ: କାନ୍ଥପଡ଼ି ଚାଲିଗଲା ୨ ଝିଅଙ୍କ ଜୀବନ

ବିଶୋଇ,୨୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଅଧୀନ ଭୋଳବେଡ଼ା ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯାଇଛି। ଏଥିରେ ୨ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ପୃକ୍ତା ନାବାଳିକା ହେଲେ ଅନିଲ ଗିରଙ୍କ ଦୁଇ ଝିଅ ରଶ୍ମିତା(୧୧) ଓ ନୀହାରିକା (୪)।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଅନିଲ ଓ ତାଙ୍କ ସ୍ତ୍ରୀ ରିତା ଏବଂ ୨ ଝିଅ ରଶ୍ମିତା ଓ ନୀହାରିକା ମାଟି କାନ୍ଥ ଆଜବେଷ୍ଟସ ନିର୍ମିତ ଘରେ ଶୋଇଥିଲେ। ଲଗାଣ ବର୍ଷାରେ ଘରର କାନ୍ଥ ହଠାତ ଭୁଶୁଡି ପଡିଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ରଶ୍ମିତା ଓ ନୀହାରିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନିଲ ଓ ରିତା ଆହତ ହୋଇଥିଲେ। ପରେ ଦମ୍ପତି ପଡ଼ୋଶୀଙ୍କ ସହାୟତାରେ ୨ ଝିଅଙ୍କୁ କାନ୍ଥ ଭିତରୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବିଶୋଇ ପୋଲିସ ଓ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬୫ ଗାଁକୁ ପହଞ୍ଚତ୍ପାରୁନି ଆମ୍ବୁଲାନ୍ସ

ନବରଙ୍ଗପୁର, ୧୦।୮(ବି.ପ୍ର.): ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୁର୍ବଳତା ଯୋଗୁ ଜିଲାରେ ଏଯାଏ ୧୬୫ ଗାଁକୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ। ୭୭ ଗାଁକୁ ପଦାଚଲା ରାସ୍ତା...

ପାଇଖାନା ଭୁଶୁଡ଼ି ଚାଲିଗଲା ନାବାଳକଙ୍କ ଜୀବନ

କୋରାପୁଟ,୨୦।୮(ସ୍ବ.ପ୍ର.): ପାଇଖାନା ଭୁଶୁଡ଼ି ଚାଲିଗଲା ନାବାଳକଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ସହର ଉପକଣ୍ଠ ଗାନ୍ଧୀନଗର ସ୍ଥିତ ନୂଆସାହିରେ। ସାହିର...

୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୨୩।୩ (ବ୍ୟୁରୋ):୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୋମବାର ଘୋଷଣା ହୋଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ସବ୍ୟସାଚୀ ମହାପାତ୍ରଙ୍କ ‘ଶଲାବୁଢ଼ାର ବଦ୍‌ଲା’ ଓ ପଦ୍ମଶ୍ରୀ ନୀଳମାଧବ...

ବିବାଦରୁ ରାସ୍ତାରେ ବାଉଁଶ ବାଡ଼

ଗୋପ,୧୧।୭(ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତର ୬ ନମ୍ବର ଓ୍ବାର୍ଡରେ ଦୀର୍ଘଦିନ ଧରି ଯାଆଆସ କରୁଥିବା ଭୁରୁଭୁରା ଦଳିତ ସାହି ଗ୍ରାମରେ ୪ ଜଣ...

ପରୀକ୍ଷା ସ୍ଥଗିତ, ଶିକ୍ଷକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ମହାମାରୀ କରୋନା ନେଇ ସାରା ବିଶ୍ୱରେ ଭୟର ବାତାବାରଣ ସୃଷ୍ଟି ହୋଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର...

୨ମାସର ଗହମ ପାଇନାହାନ୍ତି ରାଶନକାର୍ଡଧାରୀ

ରସୁଲପୁର,୨୦ା୬(ଡି.ଏନ୍‌.ଏ.): ରସୁଲପୁର ବ୍ଲକରେ ରାଶନକାର୍ଡଧାରୀଙ୍କୁ ଗହମ ମିଳୁନି। ଗତ ଏପ୍ରିଲ ଓ ମେ’ରେ ବ୍ଲକର ଅଧିକାଂଶ କାର୍ଡଧାରୀ ଗହମ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି।...

ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ: ଗଜପତି

ପୁରୀ ଅଫିସ,୨୨।୬: ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ପୁରୀ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ...

ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ଭୁବନେଶ୍ୱର,୨୬।୭ (ବ୍ୟୁରୋ)କରୋନା କବଳରୁ ମୁକୁଳି ପାରି ନ ଥିବା ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଡର ଘାରିଛି। ସହରରେ ସଂକ୍ରମଣ ବ୍ୟାପୁଥିବାବେଳେ ଘରେ ଘରେ ଡେଙ୍ଗୁ ଜ୍ୱର...

Advertisement
Archives

Model This Week