ବନ୍ଦ କୋଠରିରୁ ୧୨୩ କେଜି ଗଞ୍ଜେଇ ଜବତ
କୋରାପୁଟ,୨୫।୧(ସ୍ବ.ପ୍ର): ରାଜ୍ୟ ବାହାରକୁ ଚାଲାଣ ପାଇଁ ଏକ ବନ୍ଦ କୋଠରିରେ ରଖାଯାଇଥିବା ୧୨୩ କେଜି ଗଞ୍ଜେଇକୁ ପୋଲିସ ଜବତ କରିଛି। ଏହାର ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା…
ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ
ଜୟପୁର,୨୨ା୧(ନି.ପ୍ର.): ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ହରିଶଙ୍କର ଚୌପାଡି (୨୭)। ସୁନାବେଡାର ହରିଶଙ୍କର ଗତ ୨ ବର୍ଷ ହେଲା ବୋରିଗୁ୍ମ୍ମା ଅଞ୍ଚଳର ଜଣେ ଯୁବତୀଙ୍କ ଭଲ…
ସ୍କୁଲ ବ୍ୟାଗ୍ରେ ନେଉଥିଲେ ଗଞ୍ଜେଇ, ଧରିଲା ପୋଲିସ
କୋରାପୁଟ,୨୨।୧(ସ୍ବ.ପ୍ର.): କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଥାଏ। ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ଚାଲାଣକାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। କେତେବେଳେ ମାଛ ବାକ୍ସରେ, ପଣସ ଗାଡିରେ, ଗାଡି…
ଅଭିନବ ଉପାୟ: ସ୍କୁଲ ବ୍ୟାଗ୍ରେ ଗଞ୍ଜେଇ ଚାଲାଣ, ୪ ଗିରଫ
କୋରାପୁଟ,୨୧ା୧(ସ୍ବ.ପ୍ର.): କୋରାପୁଟ ଜିଲାର ବିଶେଷ କରି ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ କରାଯାଉଥିବାବେଳେ ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ମାଫିଆ ବିଭିନ୍ନ ଉପାୟ ଅବଳମ୍ବନ କରୁଥିବା ବହୁବାର ନଜିର ରହିଛି। କେତେବେଳେ ମାଛ ବାକ୍ସରେତ…
ବସ୍ଷ୍ଟାଣ୍ଡରେ ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କ ପୋଷ୍ଟର ମାରିଲା ଏନ୍ଆଇଏ
କୋରାପୁଟ,୨୧ା୧(ସ୍ବ.ପ୍ର.) କୋଲକାତାସ୍ଥିତ ଏନ୍ଆଇଏ ପକ୍ଷରୁ ଶୁକ୍ରବାର ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କୁ ଧରାଇଦେବା ପାଇଁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟରମାନ ମରାଯାଇଛି। ସେମାନେ ହେଲେ ଗଜରଲା ରବି, ଖିଲୋ ରଞ୍ଜୁ, ମେଦୁରୁ ଜଗାରାଓ ଏବଂ ଜେ. ଶ୍ରୀନୁବାବୁ। ଏମାନେ ସମସ୍ତେ ଆନ୍ଧ୍ର ପ୍ରଦେଶର…
୨୦ ଏକର ଜମିରେ କୋଟିଆରେ ଷ୍ଟ୍ରବେରି ଚାଷ
କୋରାପୁଟ,୧୯ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଅଞ୍ଚଳରେ ଥଣ୍ଡା ଜଳବାୟୁ ଓ ଉତ୍ତମ ପରିବେଶ ଯୋଗୁ ଷ୍ଟ୍ରବେରି ଚାଷ ବେଶ୍ ଭଲ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଗତ ୨ ବର୍ଷ ହେଲା ଉକ୍ତ ଅଞ୍ଚଳରେ…
କୋରାପୁଟରେ ପହଞ୍ଚିଲା ୩୫ ହଜାର କରୋନା ଟିକା, ଆସନ୍ତାକାଲିଠାରୁ ଟିକାକରଣ
କୋରାପୁଟ,୧୮ା୧(ସ୍ବ.ପ୍ର.): କୋରାପୁଟ ଜିଲାରେ ୩୫ ହଜାର କରୋନା ଟିକା ପହଞ୍ଚିଥିବା ବେଳେ ଗୁରୁବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଆସନ୍ତାକାଲିଠାରୁ ଏହା ଜିଲାର ମୁଖ୍ୟ ଚିକିତ୍ସାଳୟ, ମେଡିକାଲ…
ନର୍ଦ୍ଦମାପାଣିରେ ଭାସୁଛି ବୈପାରିଗୁଡ଼ା
ବୈପାରିଗୁ୍ଡ଼ା,୧୮।୧(ଡି.ଏନ.ଏ.): ବୈପାରିଗୁ୍ଡ଼ା ବ୍ଲକ ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠ ପାଇପ୍ ଫାଟି ପାଣି ବାହାରି କାଦୁଅ ହେଉଛି ତ କେଉଁଠି ନର୍ଦ୍ଦମାପାଣି ରାସ୍ତା ଉପରେ ବୋହୁଛି। ରାସ୍ତାକଡ଼ର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବା ଦେଖିବାକୁ ମିଳୁଛି…
କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍ ଲାଇନ୍ ଚ୍ୟୁତ
କୋରାପୁଟ,୧୭।୧(ଡି.ଏନ୍.ଏ.): ବିଶାଖାପାଟଣା-କୋରାପୁଟ ଆସୁଥିବା କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍ ଶିବଲିଙ୍ଗପୁରମ ଠାରେ ମଙ୍ଗଳବାର ଲାଇନ୍ଚ୍ୟୁତ ହୋଇଛି। ଏଥିରେ ଟ୍ରେନ୍ର ୬ ନମ୍ବର ବଗି ଟ୍ରାକ୍ରୁ ବାହାରକୁ ଚାଲିଆସିଛି। ଏ ନେଇ ଉକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ବିଭାଗ ଅଧିକାରୀ…
ଆସିଥିବା ଅନୁଦାନ ଅନ୍ୟଠି ଖର୍ଚ୍ଚ ହେଲା
ବୈପାରିଗୁଡ଼ା,୧୭ା୧ (ଡି.ଏନ୍.ଏ.):କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକରେ ପ୍ରଶାସନ ପକ୍ଷରୁ ଚାଲିଛି ମନମାନି କାର୍ଯ୍ୟ। ସାଧାରଣ ଲୋକଙ୍କ ସ୍ବାର୍ଥ ବଦଳରେ ଏଠାରେ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଛି। ଅମୃତସରୋବର ଯୋଜନା ବ୍ଲକରେ ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ ଏକ ପୋଖରୀ…
ସ୍ମାର୍ଟ କ୍ଲାସ୍ରୁମ୍ରେ ପିଲା ବସିବାକୁ ବେଞ୍ଚ ନାହିଁ
ବୈପାରିଗୁଡ଼ା,୧୬ା୧ (ଡିି.ଏନ୍.ଏ.): ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ଅତ୍ୟାଧୁନିକ ଶୈଳୀରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସରକାର ୫-ଟି ଯୋଜନାରେ ସ୍କୁଲଗୁଡ଼ିକୁ ସାମିଲ କରିଛନ୍ତି। ସ୍ମାର୍ଟ ଶ୍ରେଣୀକକ୍ଷ ବ୍ୟବସ୍ଥା କରାଯାଇଛି। ସେଠାରେ ପିଲାଙ୍କ ପଢ଼ିବା ପାଇଁ ସ୍ମାର୍ଟବୋର୍ଡର ବ୍ୟବସ୍ଥା ରହିଛି। ଇଣ୍ଟରନେଟ୍ ସଂଯୁକ୍ତ ଉକ୍ତ ସ୍ମାର୍ଟବୋର୍ଡରେ…
ପାନ ଦୋକାନରେ ନିଆଁ ଲଗାଇ ଦେଲେ
ଜୟପୁର, ୧୫ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ ଫାମ୍ପୁଣି ହାଟପଦାଠାରେ ଥିବା ଏକ ପାନ ଦୋକାନରେ ରବିବାର ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି। ଦୋକାନ ମାଲିକ ରସିକ ପରଜା କେହି ଜଣେ ଦୁର୍ବୁତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ଥାନାରେ…
Archives


