ପାନ ଦୋକାନରେ ନିଆଁ ଲଗାଇ ଦେଲେ

ଜୟପୁର, ୧୫ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ ଫାମ୍ପୁଣି ହାଟପଦାଠାରେ ଥିବା ଏକ ପାନ ଦୋକାନରେ ରବିବାର ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି। ଦୋକାନ ମାଲିକ ରସିକ ପରଜା କେହି ଜଣେ ଦୁର୍ବୁତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲିଥାନା ଅଧିକାରୀ ଈଶ୍ୱର ତାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା କର୍ମୀ, ୱାର୍ଡ ମେମ୍ବରଙ୍କୁ ଆକ୍ରମଣ

ଉଦଳା,୯ା୫(ଡି.ଏନ୍‌.ଏ.)- ସାରା ଦେଶ ଏବେ କରୋନା ସହିତ ମୁକାବିଲା କରୁଛି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ। ମାତ୍ର ସେମାନଙ୍କୁ...

ଯୋଡ଼ାରେ କେନ୍ଦ୍ରୀୟ ଶ୍ରମ ମଙ୍ଗଳ କମିଶନର

ଯୋଡ଼ା ୧୮।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ୧୯୭୮ ମସିହାରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାପନ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ଯୋଡା...

ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ଏମ୍‌ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...

ଶାରିଶୁଆ ଜଙ୍ଗଲରେ ନିଆଁ

ଖଇରା,୧୮।୪(ଡି.ଏନ.ଏ.)- ଶାରିଶୁଆ ପାହାଡର ପାଖାପାଖି ୫୦ବର୍ଗ କି.ମି. ଅଞ୍ଚଳ ଜଙ୍ଗଲରେ ନିଆଁଲାଗି ଗଛପତ୍ର ପୋଡ଼ି ଯାଉଥିବା ପାହାଡ଼ ସଂଲଗ୍ନ ଗ୍ରାମଗୁଡ଼ିକର ଅଧିବାସୀମାନେ ଅଭିଯୋଗ କରିଛନ୍ତି। ୨ଦିନ...

ସୁମିତ-ତପସ୍ବିନୀ ମାମଲାର ଚୂଡ଼ାନ୍ତ ରାୟ ଆଜି

ବ୍ରହ୍ମପୁର ଅଫିସ,୪।୧: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ମାମଲାକୁ ନେଇ ଜିଲାଜଜ୍‌ କୋର୍ଟରେ ଦାଏର ହୋଇଥିବା ଅପିଲର ଚୂଡ଼ାନ୍ତ ରାୟ ମଙ୍ଗଳବାର ପ୍ରକାଶ ପାଇବ। ଗଞ୍ଜାମ ଜିଲା...

ରାତିଅଧିଆ ଗାଁକୁ ପଶିିଲେ ୫୦ରୁ ଊର୍ଦ୍ଧ୍ୱ ହାତୀ

ସାରସକଣା,୧୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକ ପୋଖରଡ଼ିହା ପଞ୍ଚାୟତ ଅଧୀନ ବାଙ୍କୀଷୋଳ ଏବଂ ଡୁମୁରଡିହା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ୫୦ରୁ ଊର୍ଦ୍ଧ୍ୱ...

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ୍‌,୩୦।୪: ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ଅଧିକାଂଶ ସହାୟତା କେବଳ ଗରିବ ଲୋକମାନେ ପାଉଥିବା ବେଳେ ମଧ୍ୟବିତ୍ତ ଏଥିରୁ...

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଜବତ

ଲାଠୋର,୮।୧: ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଖରଲି ଗ୍ରାମର ଠଣସୁନ୍ଦର ତାଣ୍ଡି(୪୫)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ହେଲେ...

Advertisement
Archives

Model This Week