କୋରାପୁଟ

୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସମସ୍ତ ଜିଲା ଗ୍ରସ୍ତକୁ ନେଇ କୋରାପୁଟ ଏମ୍‌ପିଙ୍କ ପ୍ରତିକ୍ରିୟା

କୋରାପୁଟ,୨୭।୬(ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସଚିବ ଭି କେ ପାଣ୍ଡିଆନ ସମସ୍ତ ଜିଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଭାଜପା ଏ ନେଇ ସ୍ବର ଉତ୍ତୋଳନ କରିଥିଲା। ପରେ ମଙ୍ଗଳବାର କୋରାପୁଟ ଏମ୍‌ପି ସପ୍ତଗିରି…

ଶଳା ବାହାଘର ପାଇଁ  କନ୍ୟାଡାକରାରେ ଆସୁଥିଲେ ଗର୍ଭବତୀ ଭଉଣୀ, ଭିଣେଇ କୁନି ଭାଣିଜୀ, ଦୁର୍ଘଟଣାରେ ଆଖିବୁଜିଦେଲେ ସମସ୍ତେ 

ପଟ୍ଟାଙ୍ଗି,୨୭।୬(ଶରତ ଧଳ): ମୃତ୍ୟୁ କେତେବେଳେ ଆସିବ କିଏ ବା କହିପାରିବ। ଘରୁ ଖୁସିରେ ବାହାରିଥିଲେଲେ ବିବାହ ଉତ୍ସବରେ ଯୋଗ ଦେବାପାଇଁ ହେଲେ ଅଧା ରାସ୍ତାରେ ଅପେକ୍ଷା କରି ରହିଥିଲା ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି…

ବର୍ଷାରେ ଗଛପଡ଼ି ଭାଙ୍ଗିଲା ଘର

କୋରାପୁଟ/ନନ୍ଦପୁର,୨୬ା୬(ଅମିତାଭ ବେହେରା/ଶଙ୍କର ପୂଜାରୀ): କୋରାପୁଟ ଜିଲାରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ରବିବାର ରାତିରେ ନନ୍ଦପୁର ବ୍ଲକ କୁଲାର ସିଂ ପଞ୍ଚାୟତ ଦଳେଇପୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରଭାଙ୍ଗିଛି। ଗ୍ରାମର କୌଶଲ୍ୟା ଗୁଣ୍ଠା ଓ ତାଙ୍କ ପୁଅ…

କାଦୁଅରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ନନ୍ଦପୁର, ୨୬ା୬(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁରର ପ୍ରସିଦ୍ଧ ତଥା ଐତିହାସିକ ଗଣେଷ ମନ୍ଦିର ଯିବାକୁ ଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ମାଟିିରାସ୍ତା ହୋଇଥିବାରୁ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଛି। ମନ୍ଦିର ପାର୍ଶ୍ୱ୍‌ରେ…

ଆନ୍ଧ୍ର, ଛତିଶଗଡ଼ ବ୍ୟବସାୟୀଙ୍କୁ ବିକୁଛନ୍ତି ଧାନ

କୋଟପାଡ଼,୨୬ା୬(କେ.ରାଜ ଶେଖର ରାଓ ):କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ଚଳିତ ବର୍ଷ ରବି ଧାନମଣ୍ଡି ପ୍ରଶାସନ ପକ୍ଷରୁ ଚାଲିଛି। ତେବେ ଗତ କିଛି ଦିନ ଧରି ଟ୍ରକ ଟ୍ରକ ଧାନ ଆନ୍ଧ୍ର, ଛତିଶଗଡ଼ ଚାଲାଣ ହେବା ମଣ୍ଡି ପରିଚାଳନା ପ୍ରତି ସାଧାରଣରେ…

ଆନ୍ଧ୍ର ଅନୁପ୍ରବେଶକୁ ରୋକିଲା ଓଡ଼ିଶା ପ୍ରଶାସନ

ପଟ୍ଟାଙ୍ଗି,୨୩ା୬(ଶରତ ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପୁଣି ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ଏହାକୁ ନେଇ ସୀମାନ୍ତ ଗ୍ରାମବାସୀ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ତେବେ…

ନକଲି ଟିଟିଇଙ୍କୁ ଧରିଲା ପୋଲିସ

କୋରାପୁଟ,୨୨।୬(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ରେ ଗୁରବାର ଟିକେଟ ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଟିଟିଇଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ଏନେଇ କୋରାପୁଟ ଜିଆର୍‌ପି ଓଆଇସି ବି.କେ ଭୋଇ ପ୍ରକାଶ କରିଛନ୍ତି। ଗିରଫ ନକଲି ଟିଟିଇ…

ଅପହୃତା ନାବାଳିକା ବୋରିଗୁମ୍ମାରୁ ଉଦ୍ଧାର

ଜୟପୁର, ୨୧।୬ (ପବନ ପାଣିଗ୍ରାହୀ) :ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛନଭିିନ୍‌ କରି ତାଙ୍କୁ ବୋରିଗୁମ୍ମାରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଧରିଛି। ନାବାଳିକାଙ୍କୁ ଅପହରଣ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର

ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇରହିଛି। ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି।…

ଦେଓମାଳିରେ ନିର୍ମିତ କଟେଜ ପରିବେଶ ପ୍ରତି ଆଣିବ ବିପଦ

କୋରାପୁଟ,୧୯ା୬(ଅମିତାଭ ବେହେରା): କୋରାପୁଟ ଜିଲାର ଦେଓମାଳିରେ ପର୍ଯ୍ୟଟନର ବିକାଶ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କଟେଜ ନିର୍ମାଣକୁ ନେଇ କୋରାପୁଟର ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି। ସମୁଦ୍ର ପତନାଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଓଡିଶାର ଏହି ଉଚ୍ଚତମ ପର୍ବତ…

ସୋଲାର ପ୍ରକଳ୍ପରୁ ଉପକୃତ ହେଉନାହାନ୍ତି ସୀମାନ୍ତ ଗ୍ରାମବାସୀ

ପଟ୍ଟାଙ୍ଗି,୧୬ା୬(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଳକରେ ପ୍ରଶାସନର ସୋଲାର ପ୍ରକଳ୍ପ ସୀମାନ୍ତ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ଏପରି ଦେଖିବାକୁ ମିଳିଛି ବ୍ଲକର ପେଟୁରୁ ପଞ୍ଚାୟତର ବନ୍ଧାଗୁଡା ଗ୍ରାମରେ। ବନ୍ଧଗୁଡା ଗ୍ରାମରେ ପ୍ରାୟ ୩୦ ପରିବାର ବସବାସ କରନ୍ତି ।…

ଦିନେ ଗୌରବ ଆଣୁଥିଲେ, ଏବେ ବାଲି ବୋହୁଛନ୍ତି

ନନ୍ଦପୁର, ୧୫।୬ (ଶଙ୍କର ପୂଜାରୀ) ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?