କୋରାପୁଟ

ପଥର, ମାଟିଅତଡ଼ା ଖସି ଟ୍ରେନ୍‌ ଚଳାଚଳ ଠପ୍‌ 

କୋରାପୁଟ,୨୪।୯(ଅମିତାଭ ବେହେରା ): ରେଳ ଧାରଣାରେ ମାଟି ଅତଡା ଓ ପଥର ଖସି ଗାଡ଼ି ଚଳାଚଳ ବନ୍ଦ ହୋଇଛି। କୋରାପୁଟ ଜିଲା ମାନବର ଓ ଜରତି ଷ୍ଟେସନ ମଝିରେ ଥିବା ରେଳ ଧାରଣାରେ ଏଭଳି ଘଟଣା ଘଟିଛି। ଏ ନେଇ କୋରାପୁଟରୁ…

ଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକ

ସୁନାବେଡ଼ା,୨୩ା୯(କୃତ୍ତିବାସ ପ୍ରଧାନ): ”ମୋ ଝିଅକୁ ସାହାଯ୍ୟ କର,ତା’ର ପାଠ ପଢ଼ିବାକୁ ବହୁତ ଆଗ୍ରହ ରହିଛି। ମୋ ଅସୁସ୍ଥ ଝିଅକୁ ଭଲ କରିଦିଅ“- ଏପରି ଦୁଃଖର ସହ କହୁଛନ୍ତି ଜଣେ ଉପାୟଶୂନ୍ୟ ବାପା। ସେ ହେଲେ ସୁନାବେଡ଼ା ଏଇଏଫ୍‌ କଲୋନି କାଳୀମନ୍ଦିର ନିକଟରେ…

ସାପ୍ତାହିକ ହାଟ ପାଇଁ ହଟହଟା

ନନ୍ଦପୁର,୨୩ା୯ (ଶଙ୍କର ପୂଜାରୀ): ନନ୍ଦପୁର ବ୍ଲକ ଦେଇ ହାଣ୍ଡିପୁଟ-ସେମିଳିଗୁଡା ସଂଯୋଗ କରୁଥିବା ଏମଡିଆର-୫୫ ରାସ୍ତା ରହିଛି। ଏହା ମଧ୍ୟ ଜୟପୁର-ବିଶାଖାପାଟଣାକୁ ସଂଯୋଗ କରୁଛି। ଏହି ରାସ୍ତାରେ ସୁବାଇ, ବାଲଡା, ନନ୍ଦପୁର, ପାଡୁଆ, ସଗର ଓ ଥୁବା ଗ୍ରାମ ରହିଛି। ଏହି ଗ୍ରାମଗୁଡିକର…

ନାବାଳିକା ଅପହରଣ, ବଳାତ୍କାର ମାମଲାରେ ଜଣେ ଗିରଫ

ଜୟପୁର, ୨୨।୯(ପବନ ପାଣିଗ୍ରାହୀ): ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଅଭିଯୁକ୍ତ ଢେପଗୁଡ଼ାର ସୁମିତ ବାଘ (୨୨)। ପୋଲିସ ସୂଚନାନୁଯାଇ ଜଣେ ନାବାଳିକା ନିଖୋଜ ଥିବା ନେଇ ଜୟପୁର…

ମା’ ଆଖି ସାମ୍ନାରେ ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପଟାଙ୍ଗି,୨୨ା୯(ଶରତ ଧଳ): ମା’ ସହ ଚାଷଜମିକୁ ଯାଉଥିବା ସମୟରେ ଗୋଡ଼ ଖସି ଏକ ଗାତରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ହରାଇ ପରିବାରବର୍ଗ ଭାଙ୍ଗି ପଡିଥିବା ଦୃଶ୍ୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏହିପରି ଅଭାବନୀୟ ଘଟଣା…

ସେମିଳିଗୁଡ଼ାରେ ଚନ୍ଦ୍ରୟାନ-୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୨୧ା୯(ଅମିତାଭ ବେହେରା: କୋରାପୁଟ ଜ଼ିଲା ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ଅବସରରେ ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପ ଚନ୍ଦ୍ରୟାନ-୩ ଆକାରରେ ନିର୍ମିତ ହୋଇଛି। ଗ୍ଲାସ…

ଅଙ୍ଗନୱାଡି କେନ୍ଦ୍ରକୁ ବିପଜ୍ଜନକ ରାସ୍ତା

ସୁନାବେଡା,୨୧ା୯(କୃତ୍ତିବାସପ୍ରଧାନ): ସୁନାବେଡା ପୌର ପରିଷଦ ଅନ୍ତର୍ଗତ ସୁନାବେଡା ଶିଶୁ ସମନ୍ବିତ ଅଧିକାରୀଙ୍କ ଅଧୀନରେ ୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିରୁ ସେମିଳିଗୁଡାର ଗୋପବନ୍ଧୁ ନଗରରେ ଥିବା ୩ ନଂ. ଅଙ୍ଗନୱାଡି କେନ୍ଦ୍ର ଅନ୍ୟତମ। ଏହି କେନ୍ଦ୍ରକୁ ଯିବାକୁ ଥିବା ରାସ୍ତା ବିପଜ୍ଜନକ…

କୋରାପୁଟ ଜିଲାରେ ୩, ୭୯୦ ହେକ୍ଟର ଜମିରେ ଆଳୁଚାଷ

କୋରାପୁଟ, ୨୧ା୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଚଳିତ ବର୍ଷା ଋତୁରେ ଜିଲା କୃଷି ବିଭାଗ ପକ୍ଷରୁ ୪ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ୩ ହଜାର ୭୯୦ ହେକ୍ଟର ଜମିରେ ଆଳୁଚାଷ…

କୋରାପୁଟ: ପ୍ରବଳ ବର୍ଷାରେ ୧୪ ଘର ଭାଙ୍ଗିଲା

କୋରାପୁଟ/ନନ୍ଦପୁର/ ଦଶମନ୍ତପୁର/ ଜୟପୁର, ୨୧ା୯(ଅମିତାଭ ବେହେରା/ ଶଙ୍କର ପୂଜାରୀ/ ଅରବିନ୍ଦ ନାୟକ/ ପବନ ପାଣିଗ୍ରାହୀ) କୋରାପୁଟ ଜିଲାରେ ବୁଧବାର ୮୦୭.୪ ମି.ମି. ବର୍ଷା ହୋଇଥିବାବେଳେ ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୧୬୮ ମି.ମି.ବର୍ଷା ହୋଇଥିବା ବେଳେ କୋଟପାଡ ବ୍ଲକରେ ସର୍ବନିମ୍ନ ୪…

ବୁଲୁ ମହାରଣାଙ୍କ ଚନ୍ଦ୍ରାୟାନ ୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୧୯।୯(ଅମିତାଭ ବେହେରା ) କୋରାପୁଟ ଜ଼ିଲାର ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ଚାଲିଥିବାବେଳେ ସହରର ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସ ଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପର ଚନ୍ଦ୍ରାୟାନ ୩ ଆକାରର…

୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନନ୍ଦପୁର, ୧୯ା୯(ଶଙ୍କର ପୂଜାରୀ): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନର ଜିଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୨ ତାରିଖରେ ସଂଘ ଅଧୀନ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଭୁବନେଶ୍ୱର ଯାଇ ପିଏମଜି ଛକରେ ଏକତ୍ରିତ ହେବେ।…

ବାରମ୍ବାର ଜଣାଇ ଶୁଣୁନାହାନ୍ତି ବିଧାୟକ, ପ୍ରଶାସନ

ସେମିଳିଗୁଡା/ସୁନାବେଡା,୧୯ା୯ (ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ ନିଜସ୍ବ ବାସଗୃହ ଥିବା ପାକଝୋଲା ପଞ୍ଚାୟତରୁ ମାତ୍ର ଦେଢ଼ କିମି ଦୂର କୁମ୍ବିଗୁଡା ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଫଳରେ କୁମ୍ଭିଗୁଡା ଗ୍ରାମବାସୀ ଖରାଦିନ ଯାହା ଯେମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?