କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ ଚ୍ୟୁତ

କୋରାପୁଟ,୧୭।୧(ଡି.ଏନ୍‌.ଏ.): ବିଶାଖାପାଟଣା-କୋରାପୁଟ ଆସୁଥିବା କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍‌ ଶିବଲିଙ୍ଗପୁରମ ଠାରେ ମଙ୍ଗଳବାର ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ ଟ୍ରେନ୍‌ର ୬ ନମ୍ବର ବଗି ଟ୍ରାକ୍‌ରୁ ବାହାରକୁ ଚାଲିଆସିଛି। ଏ ନେଇ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାଯର୍‌ୟ ଜାରି ରଖିଛନ୍ତି। ଘଟଣାରେ କେତେଜଣ ଅହାତ ହୋଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉପଲଡ଼ା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି,୩୧।୮(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା-ଲିଙ୍ଗିପୁର-ଗୁରାଣ୍ଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଦୈନନ୍ଦିନ ଯାତ୍ରା କରୁଥିବା ପଥଚାରୀ ତଥା ଯାନବାହନଗୁଡିକ ବିଭିନ୍ନ ସମସ୍ୟାର...

ରାସ୍ତାରେ ବୁଲୁଛି କ୍ଷତାକ୍ତ ଦନ୍ତା

ଢେଙ୍କାନାଳ ଅଫିସ, ୧୨ ।୩ ଢେଙ୍କାନାଳ ସଦର ରେଞ୍ଜ୍‌ ଗହମଖୁଣ୍ଟି ରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ବୁଲୁଥିବା ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀର ପଛ...

 ମହାଶିବରାତ୍ରି ଅବସରରେ ଶ୍ରୀଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୨୧।୨: ମହାଶିବରାତ୍ରି ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରର ବିଭିନ୍ନ ଶୈବ ପୀଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ହେଉଛି...

‘ପିନାକ୍‌’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍‌ ଲଞ୍ଚର (ଏମ୍‌ବିଆର୍‌ଏଲ୍‌)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍‌ଏମ୍‌ କାଲିବର...

ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି...

ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି

ଯାଜପୁର ଅଫିସ,୨୫ା୩:କେନ୍ଦୁଝର ଜିଲା ଦୈତାରି ଲୁହାପଥରର ଆକାଶଛୁଆଁ ମୂଲ୍ୟବୃଦ୍ଧିର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡିଛି। ଏଥିଯୋଗୁ ଶିଳ୍ପ କାରଖାନା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବନ୍ଦ...

କୃଷ୍ଣ ବଳରାମ ବେଶରେ ଦୁଇଠାକୁର

ପୁରୀ ଅଫିସ ୨୬ା୮:ଶ୍ରୀମନ୍ଦିରରେ ଗୁରୁବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶ ସମ୍ପନ୍ନ ହୋଇଛି। ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନରେ...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି

ବ୍ରହ୍ମପୁର ଅଫିସ,୨୩ା୫: କିଛିଦିନର ନୀରବତା ପରେ ପୁଣି ଥରେ ବ୍ରହ୍ମପୁରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗୁରୁବାର ସାଧାରଣ ନିର୍ବାଚନର ଭୋଟ ଗଣତି ହେବାକୁ ଥିବାବେଳେ...

Advertisement
Archives

Model This Week