କୋରାପୁଟ

ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ବାମୀ

କୋରାପୁଟ,୮ା୬(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ହୋଇଛି। ପାରିବାରିକ କଳହରୁ ସ୍ତ୍ରୀ ଜାନକୀ ଦାମୀ (୨୩)ଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ସ୍ବାମୀ ଦାମୋଦର ଦାମୀ(୨୬)। ଆଜି ସକାଳେ ଏହି ଘଟଣା ଘଟିଥିବାବେଳେ…

୨୫ ଲକ୍ଷ ନେଇ କର୍ମଚାରୀ ଫେରାର

କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରୁ ୨୫ ଲକ୍ଷ ଟଙ୍କା ନେଇ ଜଣେ କର୍ମଚାରୀ ଫେରାର ହୋଇଯାଇଛନ୍ତି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୪୮/୨୨) ରୁଜୁ କରି ତଦନ୍ତ ଚାଲିିଥିବା…

ଜାତୀୟ ରାଜପଥରେ ବର୍ଷେ ହେଲା ପଡିଥିବା ପଥର ହଟିଲା

ପଟ୍ଟାଙ୍ଗୀ,୫।୬(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଦେଇ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଉପରେ ପଡି ରହିଥିବା ଏକ ବିରାଟ ପଥରକୁ ଶନିବାର ଜିଲା ପ୍ରଶାସନ ନିର୍ଦ୍ଦେଶରେ ହଟାଯାଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲାଷ୍ଟିଂ କରି ଏହାକୁ ହଟାଯାଇଛି।…

ଗୋଦାମ ତାଲା ଭାଙ୍ଗି ହିତାଧିକାରୀଙ୍କୁ ଚାଉଳ ଦେଲା ପ୍ରଶାସନ

ଦଶମନ୍ତପୁର, ୫।୬ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତରେ ୫ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପକ୍ଷରୁ ଗୋଦାମ ଗୃହରେ ପକାଯାଇଥିବା ତାଲାକୁ ଶନିବାର ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଏହି ଏସ୍‌ଏଚ୍‌ଜି ମହିଳାମାନେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ…

ଦାବି ପୂରଣ ନ ହେଲେ ରବି ମଣ୍ଡିରେ ଧାନ କିଣିବେନି ମିଲର

ଜୟପୁର, ୩୦ା୫(ନି.ପ୍ର.): କୋରାପୁଟ ଜିଲା ମିଲର୍ସ ସଂଘ ବୈଠକ ବୋରିଗୁମ୍ମାଠାରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂଆ ନିୟମ ଏମ୍‌ଏମ୍‌ଡିଏଫ୍‌କୁ କୋରାପୁଟ ଜିଲା ମିଲର୍ସ ମାଲିକ ସଂଘ ବିରୋଧ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷର ବକେୟା ପ୍ରାପ୍ୟ ପ୍ରଶାସନ ଦେଇ ନ ଥିବାରୁ…

କୋରାପୁଟର ଦୟାନିଧିଗୁଡ଼ା ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅଧୀନ ଦୟାନିଧିଗୁଡ଼ାରେ ଶନିବାର ଟ୍ରକ୍‌-ଅଟୋ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚତ୍ଛି। ଘଟଣାସ୍ଥଳରେ ମୂଷାପୁଟ ଗ୍ରାମର ପିଙ୍କି ପ୍ରଧାନୀଙ୍କ ମୃତ୍ୟୁ ହୋଇଥିଲା। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ବୁଟୁରୁଗୁଡା ଗ୍ରାମର…

ଶୋଷ ମେଣ୍ଟାଉଛି ଚୁଆ ପାଣି

ଦଶମନ୍ତପୁର, ୩୦ା୫ (ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ ଶୁଖିଯାଉଛି କୂଅ, ନଳକୂଅ। ଟୋପାଏ ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ପିଇବା ପାଣି ମୁନ୍ଦାଏ ପାଇଁ ବୁଲିବାକୁ ପଡୁଛି କେତେଆଡ଼। ଗୁହାରି କଲେ ବି କୌଣସି ଅଧିକାରୀ ଶୁଣୁନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି…

ସବୁ ବର୍ଗର ବ୍ୟକ୍ତିଙ୍କୁ ୬୦ ପରେ ପେନ୍‌ସନ ଦିଆଯାଉ

ଜୟପୁର, ୩୦ା୫(ନି.ପ୍ର.): ନିଖିଳ ଓଡ଼ିଶା ଇପିଏଫ୍‌ ପେନସନ ଅନ୍ତର୍ଭୁକ୍ତ ବରିଷ୍ଠ ଶ୍ରମିକ କର୍ମଚାରୀଙ୍କ ଏକ ସଭା ସ୍ଥାନୀୟ ଯାଦବ ଭବନରେ କୋରାପୁଟ ଜିଲା ଶାଖା ସଭାପତି ନଳିନୀକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଓଏଏସ୍‌ଆର୍‌ଟିସି, ଯୋଗାଣ ନିଗମ, ଉଠାଜଳସେଚନ ନିଗମ,…

୨୧ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୩୦ା୫ (ନି.ପ୍ର.)- ୨୧ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଙ୍ଗାନଗରର ଇସାକ ଖାନ (୬୯)। ପୋଲିସ ସୂଚନାନୁଯାୟୀ, ୨୦୦୧ରେ ଇସାକ ଖାନ ନାମରେ ଜୟପୁର ଟାଉନ ଥାନାରେ ଚୋରି ମାମଲା…

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନଂ. ଜାତୀୟ ରାଜପଥର ବଗେଇପଦର ଛକ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜୟପୁର ସହର ପାୱ୍ବାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀ। ସେ ଜୟନଗରରେ ଚୁଡି ବ୍ୟବସାୟ କରୁଥିଲେ। ମୃତକଙ୍କ…

ଅଟୋ ଉପରେ ମାଡ଼ିଗଲା ଟ୍ରକ୍‌: ୩ ଜଣଙ୍କ ଜୀବନ ଗଲା

କୋରାପୁଟ,୨୮ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡ଼ା ନିକଟରେ ଏକ ଅଟୋ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୋଟିଆରେ ଥାନା ଉଦ୍‌ଘାଟନ କଲା ଓଡ଼ିଶା, ସ୍ଥିତି ପରଖିଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୭।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଥାନା ଉଦ୍‌ଘାଟନ କରାଯିବା ପରେ ଗୁରୁବାର ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆନ୍ଧ୍ରର ପାର୍ବତୀପୁରମ୍‌ ଜିଲା ପଞ୍ଚାୟତ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?