କୋରାପୁଟ

ବିଶ୍ୱାସର ପର୍ବ ଝାମିଯାତ୍ରା

ଜୟପୁର,୧୦ା୩(ନି.ପ୍ର.): ଝାମିଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଜୟପୁର। ଏହି ଯାତ୍ରାରେ ସିରଲୀ ଦେବୀଙ୍କୁ ପୂଜା କରାଯାଇଥାଏ। ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରାର ପ୍ରସ୍ତୁତି। ଶିବରାତ୍ରି ଦିନ ଶିବମନ୍ଦିରରେ ପୂଜା କରାଯାଇଥାଏ ା ପରେ ଝାମିଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଜଣେ ବାଳକକୁ…

ଡାକ ସେବକଙ୍କ ନାମରେ ଥାନାରେ ଏତଲା

ନାରାୟଣପାଟଣା,୯।୩(ଡି.ଏନ.ଏ.) ନାରାୟଣପାଟଣା ପୋଷ୍ଟ ଅଫିସରୁ ଗତ ୨୫ ତାରିଖରୁ ଜମାକାରୀଙ୍କ ଅର୍ଥ ଚଞ୍ଚକତା କରି ଆତ୍ମସାତ କରି ଫେରାର ଥିବା ଡାକ ସେବକ ବୃନ୍ଦାବନ ଦଳେଇଙ୍କ ବିରୋଧରେ ମଙ୍ଗଳବାର ଜୟପୁର ଡାକ ବିଭାଗର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଓ ନାରାୟଣପାଟଣା ପୋଷ୍ଟ ଅଫିସର ସନ୍ତୋଷ…

ୟୁକ୍ରେନ୍‌ରୁ ଫେରିଲେ କୋରାପୁଟ ଜିଲାର ୧୦ ଛାତ୍ରୀଛାତ୍ର

କୋରାପୁଟ,୯।୩(ସ୍ବ.ପ୍ର): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ସେଠାରେ ପାଠ ପଢୁଥିବା କୋରାପୁଟର ୧୦ ଜଣ ଛାତ୍ରୀଛାତ୍ର ଫେରୁଥିବା ଜଣାଯାଇଛି ା ବର୍ତ୍ତମାନ ସେଥିରୁ ବର୍ତ୍ତମାନ ୭ ଜଣ କୋରାପୁଟ ଜିଲାର ଥିବା ନିଜ ଘରେ ପହଞ୍ଚତ୍ଥିବା ବେଳେ…

ଚାନ୍ଦା କରି ଷ୍ଟ୍ରିଟ୍‌ ଲାଇଟ ଲଗାଇଲେ ଯୁବଗୋଷ୍ଠୀ

ପଟ୍ଟାଙ୍ଗୀ,୬।୩(ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାରେ ଷ୍ଟ୍ରିଟ୍‌ ଲାଇଟ ସୁବିଧା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ଆସୁଥିଲେ। ମାତ୍ର ଏଥିରୁ କିଛି ସୁଫଳ ନ ମିଳିବାରୁ ଏବେ ଅଞ୍ଚଳର ଯୁବଗୋଷ୍ଠୀ ସମସ୍ୟା…

ଟ୍ୟାପ୍‌ରେ ପାଣି ଆସୁନି, ଜଳକଷ୍ଟ ଭୋଗୁଛନ୍ତିି ଲୋକେ

ବୈପାରିଗୁଡ଼ା,୬।୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲାଗି ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଦାୟିତ୍ବହୀନତା ଓ ତଦାରଖ ଅଭାବରୁ ଯୋଜନା ଫସରଫାଟୁଛି। କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଳକରେ ଏପରି ଦେଖିବାକୁ ମିଳିଛି। ଖବରରୁ ଜଣାପଡ଼ିଛି, ୨ ବର୍ଷ ତଳେ…

ପୌର ନିର୍ବାଚନ: ଦୁଇ ଦିନରେ ୨୪ ପ୍ରାର୍ଥତ୍ପତ୍ର ଦାଖଲ

କୋରାପୁଟ,୬।୩(ସ୍ବ.ପ୍ର.): କୋରାପୁଟ ଜିଲାରେ ପୌରା ନିର୍ବାଚନ ପାଇଁ ଶୁକ୍ରବାର ଓ ଶନିବାର ୨୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶୁକ୍ରବାର କଂଗ୍ରେସରୁ ୪, ଭାଜପାରୁ ଜଣେ ଓ ବିଏସ୍‌ପିରୁ ଜଣେ ଏପରି ମୋଟ ୬ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଶନିବାର କଂଗ୍ରେସରୁ ୯…

ଆଦିବାସୀ କଳା, ସଂସ୍କୃତିର ଝଲକ ଦେଖାଇଲେ ୩୦ ଶିଳ୍ପୀ

କୋରାପୁଟ,୪।୩(ସ୍ବ.ପ୍ର.) – ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ କୋରାପୁଟରେ ଏକ ଚିତ୍ରକଳା କର୍ମଶାଳା ଗୁରୁବାର ଆଞ୍ଚଳିକ ଆର୍ଟ ଗ୍ୟାଲେରିଠାରେ ଉଦ୍‌ଘାଟିତ ହୋଇଛି। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୩୦ ଜଣ ଆଦିବାସୀ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ। ଆଦିବାସୀ କଳା,…

ସମସ୍ୟାରେ ଦିନ କାଟୁଛନ୍ତି ୪ ଓ୍ବାର୍ଡ ବାସିନ୍ଦା

ସୁନାବେଡ଼ା,୩ା୩(ସ୍ବ.ପ୍ର.): ବାଜିସାରିଛି ପୌରାଞ୍ଚଳ ନିର୍ବାଚନ ବିଗୁଲ। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଚଳୁଥିବା ସୁନାବେଡ଼ା ପୌରବାସୀ ଜବାବ ଦେବାକୁ ସଜବାଜ ହେଲେଣି। ଦୀର୍ଘ ବର୍ଷ ହେଲା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପୌରାଞ୍ଚଳର ହାଲ୍‌ ଟାଉନଶିପ ବାସିନ୍ଦା। ହାଲ୍‌ ଟାଉନଶିିପ…

ଭତ୍ତା, ମାସକୁ ୫ କେଜି ଚାଉଳ ସମ୍ବାରୀଙ୍କ ଭରସା

ଦଶମନ୍ତପୁର,୩ା୩ ( ଡ଼ି.ଏନ୍‌.ଏ.): ଜାଳେଣି କାଠ ବିକିଲେ ଚୁଲି ଜଳୁଛି। ଦୀର୍ଘବର୍ଷ ହେବ ସ୍ବାମୀ ଚାଲିଯାଇଛନ୍ତି ଆରପାରିକୁ। ଏହାପରଠାରୁ ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ସଦର କୁମ୍ଭାରସାହିର ସମ୍ବାରୀ ନାୟକ(୬୨)। ଡୁମ୍ବାଗୁଡା ଗ୍ରାମର…

ଝରିଗାଁ ବ୍ଲକର ୩ ଜୋନ୍‌ ବିଜେଡି ଦଖଲରେ

ଝରିଗାଁ, ୧।୩(ସ୍ବ.ପ୍ର.) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ୩ ଜିଲା ପରିଷଦ ଜୋନ୍‌ ବିଜେଡି ଦଖଲ କରିଛି। ଜୋନ୍‌-୧ରେ ବିଜେଡିର ଯମୁନା ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ହାରାବାତୀ ଗଣ୍ଡଙ୍କଠାରୁ ୧୯୬୭ ଅଧିକ ଭୋଟରେ…

ସାଇକେଲରେ ଜୟପୁରରୁ ଲଦାଖ ବାହାରିଲେ ବାବୁଲା

ଜୟପୁର, ୧।୩(ନି.ପ୍ର.) – ‘ସାଇକେଲ ଚଳାଇବା, ସୁସ୍ଥ ରହିବା’ ଏହି ବାର୍ତ୍ତା ନେଇ ଜୟପୁରରୁ ଲଦାଖ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକ ସାଗର ଗ୍ରାମର ବାବୁଲା ମୁଦୁଲି। ସେ ଏବେ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ…

ବନ୍ଦାପନା କରି ସ୍କୁଲରେ ପିଲାଙ୍କୁ ସ୍ବାଗତ

ଦଶମନ୍ତପୁର/ଡାବୁଗାଁ/ଜୟପୁର, ୧।୩(ଡି.ଏନ୍‌.ଏ./ନି.ପ୍ର.) – ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ସୋମବାର ସ୍କୁଲ ଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାମାନଙ୍କୁ ବନ୍ଦାପନା କରି ଚକୋଲେଟ ଦେଇ ସ୍ବାଗତ କରିଛନ୍ତି। ବିଜ୍ଞାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri