କୋରାପୁଟ

ବନ୍ଦାପନା କରି ସ୍କୁଲରେ ପିଲାଙ୍କୁ ସ୍ବାଗତ

ଦଶମନ୍ତପୁର/ଡାବୁଗାଁ/ଜୟପୁର, ୧।୩(ଡି.ଏନ୍‌.ଏ./ନି.ପ୍ର.) – ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା ସୋମବାର ସ୍କୁଲ ଯାଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାମାନଙ୍କୁ ବନ୍ଦାପନା କରି ଚକୋଲେଟ ଦେଇ ସ୍ବାଗତ କରିଛନ୍ତି। ବିଜ୍ଞାନ…

ନାରାୟଣପାଟଣା ପୋଷ୍ଟ ଅଫିସରୁ ଜମାକାରୀଙ୍କ ଟଙ୍କା ହଡ଼ପ

ନାରାୟଣପାଟଣା,୨୬ା୨(ଡି.ଏନ.ଏ.): କୋରାପୁଟ ଜିଲାରେ ଥମୁନି ପୋଷ୍ଟ ଅଫିସ ଦୁର୍ନୀତି। ଜମାକାରୀଙ୍କ କଷ୍ଟଲବଧ ଅର୍ଥରେ କେତେଜଣ କର୍ମଚାରୀ ବେଶ୍‌ ସ୍ବଚ୍ଛନ୍ଦରେ ଚଳୁଛନ୍ତି। ଜିଲାର ବୈପାରିଗୁଡା ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡପ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ନାରାୟଣପାଟଣାରେ ଅନୁରୂପ…

ସୀମାନ୍ତ ଗ୍ରାମବାସୀଙ୍କୁ ରୋଜଗାର ବାଟ ଦେଖାଇବ ଷ୍ଟ୍ରବେରି ଚାଷ

ପଟ୍ଟାଙ୍ଗୀ,୨୪।୨(ଡି.ଏନ.ଏ.) ସୀମାନ୍ତ ଗ୍ରାମରେ ବସବାସ କରୁଥିବା ଲୋକେ କିପରି ସ୍ବାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇ ପାରିବେ ସେନେଇ ଜିଲା ପ୍ରଶାସନ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରିଆସୁଛି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଡୋଲିଆମ୍ବ ଗ୍ରାମବାସୀଙ୍କ ପାଇଁ ଏବେ…

ଗ୍ରାମବାସୀ ନେଲେ ଭୋଟ ବର୍ଜନ ନିଷ୍ପତ୍ତି

ଦଶମନ୍ତପୁର,୨୨ା୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ୪ଟି ଗ୍ରାମର ଗ୍ରାମବାସୀ ମଙ୍ଗଳବାର ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାସ୍ତା ଓ ପାନୀୟ ଜଳର ସମସ୍ୟା ସମାଧାନ ହୋଇପାରି ନ ଥିବାରୁ ଝାପ୍ରାପଦର,…

ଭୋଟ ବର୍ଜନ କଲେ ନନ୍ଦପୁର ବ୍ଲକ ଯୋଗିପୁଟ ଗ୍ରାମବାସୀ

କୋରାପୁଟ,୨୧।୨(ସ୍ବ.ପ୍ର.) ନନ୍ଦପୁର ବ୍ଲକର ଯୋଗିପୁଟ ଗ୍ରାମବାସୀ ରବିବାର ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ମତଦାନକୁ ବର୍ଜନ କରିଛନ୍ତି। ଗ୍ରାମକୁ ରାସ୍ତା,ପାନୀୟଜଳ ଓ ନେଟ୍‌ଓ୍ବର୍କ ବ୍ୟବସ୍ଥା ନାହିଁ ତ ଭୋଟ ନାହିଁ ବୋଲି ପ୍ରକାଶ କରି ସେମାନେ ଏହି ଭୋଟ ବର୍ଜନ କରିଛନ୍ତି।…

ସରିଲା କୋଟିଆରେ ମତଦାନ

ପଟ୍ଟାଙ୍ଗୀ,୧୯ା୨(ଡି.ଏନ.ଏ.): ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶୁକ୍ରବାର କୋରାପୁଟ ଜିଲା ଜଲା ପଟ୍ଟାଙ୍ଗୀ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ନିର୍ବାଚନରେ କୋଟିଆ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଥିଲା। ବ୍ଲକ ଅଧୀନରେ ୨ଟି ଜିଲା ପରିଷଦ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ,୧୮ା୨(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ସୁନାବେଡ଼ା ମ୍ୟୁନିସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ପାରଳାଖେମୁଣ୍ଡି, ଭୁବେନେଶ୍ୱର କୋରାପୁଟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛ।…

ଦୁଇମାସ ତଳେ ବଦଳିି ହୋଇ ଆସିଥିଲେ, ଚାଲିଗଲା ଜୀବନ

ସେମିଳିଗୁଡ଼ା/ସୁନାବେଡ଼ା,୧୭ା୨(ସ୍ବ.ପ୍ର.): ୨୬ ନମ୍ବର ଜାତୀୟ ରାଜପଥ ସେମିଳିଗୁଡ଼ା ଗଙ୍ଗାମା’ ମନ୍ଦିର ନିକଟରେ ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍କୁଲ ଯାଉଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଅନ୍ନପୂର୍ଣ୍ଣା କୁମାରୀ ପଣ୍ଡା (୪୯)। ମିଳିଥିବା ସୂଚନା…

ତଥ୍ୟ ଗାଏବ କରୁଛନ୍ତି କର୍ମଚାରୀ

ଜୟପୁର,୧୭।୨ (ନି.ପ୍ର. ) ମାଲାକନଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପିଏ ଭାବେ କାର୍ଯ୍ୟ କରୁଥିବା ଦେବ ନାରାୟଣ ପଣ୍ଡା ହତ୍ୟା ଘଟଣାରେ ତତ୍କାଳୀନ ମାଲକାନଗିରି ଜିଲାପାଳଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ମାଲକାନଗିରି ପୋଲିସକୁ ଅନୁସନ୍ଧାନରୁ ନିବୃତ କରାଯାଇଥିଲା। ଇତି ମଧ୍ୟରେ…

ବଦଳିନି କୁମ୍ବିଖାରି ଗ୍ରାମର ଚିତ୍ର

ବୈପାରିଗୁଡ଼ା,୧୭।୨ (ଡି.ଏନ୍‌.ଏ.) ପ୍ରତି ୫ ବର୍ଷରେ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ପଞ୍ଚାୟତର ବିକାଶ ପାଇଁ ବହୁ କଥା କହିଥାନ୍ତି। ମାତ୍ର ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି। ଲୋକଙ୍କ ମୌଳିକ ସମାସ୍ୟା ପ୍ରତ…

ମନ୍ତ୍ରୀପୁଟରେ ୫ଘଣ୍ଟା ବିଳମ୍ବରେ ମତଦାନ

ସେମିଳିଗୁଡ଼ା/ସୁନାବେଡ଼ା,୧୭।୨(ସ୍ବ.ପ୍ର.) ଆଜି ଥିଲା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି କ୍ରମରେ ସେମିଳିଗୁଡ଼ା ବ୍ଳକ ଅଧୀନରେ ଥିବା ସମସ୍ତ ୧୭ ଗ୍ରାମପଞ୍ଚାୟତରେ ସରିଛି ମତଦାନ। ଏହି ପଞ୍ଚାୟତଗୁଡ଼ିକରେ ୫୨,୫୧୧ ଭୋଟର ନିର୍ଦ୍ଧାରଣ କରିଛନ୍ତି ୧୮୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ସେମାନଙ୍କ ମଧ୍ୟରେ…

ଯୋଜନାରେ ସୀମିତ ଆଦିବାସୀ ବିକାଶ

ସେମିଳିଗୁଡା,ସୁନାବେଡା,୧୪ା୨ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ଥିବା ୧୭ଟି ପଞ୍ଚାୟତର ବିକାଶ କେବଳ ଯୋଜନାରେ ସୀମିତ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତଗୁଡିକ ମଧ୍ୟରୁ ଦଳେଇଗୁଡ଼ା, ରାଜପୁଟ ପଞ୍ଚାୟତରେ ରହିଥିବା ସମସ୍ୟା ସମାଧାନରେ ପ୍ରଶାସନ ବିଫଳ ହୋଇଛି। ଦଳେଇଗୁଡ଼ା ପଞ୍ଚାୟତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri