କେନ୍ଦୁଝର

କୂଅରୁ ଉଦ୍ଧାର ପରେ ଛୁଆକୁ ନେଉନି ମା’ ହାତୀ

ଚମ୍ପୁଆ/ଯୋଡ଼ା,୨୪ା୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବସନ୍ତପୁର ପଞ୍ଚାୟତର ନେଧିଗୋଠରେ ଗତ ଶନିବାର କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ବନ ବିଭାଗ ଜେସିବି ସହାୟତାରେ ୩ ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଥିଲା। ଦିନସାରା ବନ ବିଭାଗ ହାତୀ ଛୁଆକୁ…

ଯୁବତୀଙ୍କୁ ଘରୁ ଡାକିନେଇ ବଳାତ୍କାର ପରେ ହତ୍ୟା

କେନ୍ଦୁଝର,୨୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଜଣେ ଶିଶୁ କନ୍ୟାଙ୍କ ଗଳିତ ମୃତଦେହ ଜବତ ହେବାର ଦିନକ ପରେ ପୁଣି ଜଣେ ଯୁବତୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରବିବାର ଏକ ପରିତ୍ୟକ୍ତ ସ୍ଥାନରୁ ହାତଗୋଡ଼ ବନ୍ଧା ଅବସ୍ଥାରେ…

ଦୃଷ୍ଟି ଆଢ଼ୁଆଳରେ ଚକ୍ରତୀର୍ଥ ପୀଠ, ସଂରକ୍ଷଣ ଲୋଡୁଛି

କେନ୍ଦୁଝର, ୨୪ା୧୦: କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଥିବା ଚକ୍ରତୀର୍ଥ, ଗଡ଼ଚଣ୍ଡୀ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଚୀନ ବୌଦ୍ଧ ଓ ଜୈନ ପରମ୍ପରାର ଝଲକ ଦେଖିବାକୁ ମିଳେ। କିନ୍ତୁ ଏହି ସ୍ଥାନ ଗୁଡ଼ିକ ଅବହେଳିତ ହୋଇଥିବାରୁ ଜଙ୍ଗଲରେ ପଡ଼ିରହିଛି ଜୈନ ଓ ବୌଦ୍ଧ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝରର ଜେଏମ୍‌ଏମ୍‌ ନେତା

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): ଆଗାମୀ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ଦେବ। ଏନେଇ ଜିଲାର ଜେଏମ୍‌ଏମ୍‌ କର୍ମକର୍ତ୍ତାଙ୍କ ଏକ ଟିମ୍‌ ଝାଡ଼ଖଣ୍ଡ ଯାଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଆଗକୁ କିଭଳି…

କୂଅରେ ଖସିପଡ଼ିଲା ହାତୀ ଛୁଆ

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତର ନୀତିଗୋଠ ଗ୍ରାମରେ ଜଣେ ଲୋକଙ୍କ ବାଡ଼ିରେ ଥିବା ଏକ କୂଅରେ ହାତୀ ଛୁଆ ଖସି ପଡ଼ିଛି। ଶନିବାର ଅପରାହ୍ନରେ ହାତୀ ପଲ ସହିତ ଛୁଆଟି ଯାଉଥିବା ବେଳେ ମାଧବ ନାଏକ…

ପେଟ୍ରୋଲ ପମ୍ପ୍‌ରେ ମୋଦିଙ୍କ ବ୍ୟାନର ଚିରିଲା ଛାତ୍ର କଂଗ୍ରେସ

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): ବତ୍ତର୍ର୍ମାନ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି l ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାର ପ୍ରତିବାଦରେ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମିଳିଲା ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ: ବଳାତ୍କାର ପରେ ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ହଳଦୀଗୁଣା ଗ୍ରାମରେ ଶୁକ୍ରବାର ଏକ ପାଞ୍ଚବର୍ଷୀୟା ଶିଶୁକନ୍ୟା ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଶୁଟି ଗତ ବୁଧବାରଠାରୁ ନିଖୋଜ ଥିଲେ। ତାଙ୍କୁ କେହି ବଳାତ୍କାର କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳକୁ…

ମେଲୋଡି ସିଙ୍ଗର ଡାଡି: ଯୁବ ଗୋଷ୍ଠୀଙ୍କ ଆକର୍ଷଣ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ହେଲା ସଙ୍ଗୀତ ସହିତ ଯୋଡ଼ି ରହିଛନ୍ତି ପ୍ରକାଶ ପାଢ଼ୀ। ଡାକ ନାଁ ତାଙ୍କର ଡାଡୀ । ଏହି ନାମରେ ରହିଛି ତାଙ୍କର ଗ୍ରୁପ ଡାଡୀ-ମିକ୍ସ । ବୟସ ହେବ ୪୪। ସଙ୍ଗୀତ କ୍ଷେତ୍ରରେ…

କିନ୍ନରଙ୍କୁ ସ୍ତ୍ରୀ କରି ରଖିଥିଲେ, ପରେ ପଥରରେ ଛେଚି କଲେ ହତ୍ୟା

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): ଦୈତାରି ଥାନା ଅନ୍ତର୍ଗତ ପାଣ୍ଡି ହଟିଂରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କିନ୍ନରଙ୍କୁ ପଥରରେ ଛେଚି ହତ୍ୟା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାଙ୍କ ନାମ ସାରାଣୀ କିନ୍ନର (୩୦) ବୋଲି ଜଣାପଡ଼ିଛି । ତାଙ୍କ ସହିତ ରହୁଥିବା…

କେନ୍ଦୁଝର ବିଧାୟକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୧୮।୧୦(ସ୍ବ.ପ୍ର): କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଓରଫ (ରାଘବ )ଙ୍କୁ ଗିରଫ କରାଯାଇଛି। ରାଘବଙ୍କୁ ଟାଉନ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛିି। ରାଘବ ନମୋଃ…

କେନ୍ଦୁଝରଗଡ଼ ଷ୍ଟେଶନରେ ରେଳରୋକୋ

କେନ୍ଦୁଝର,୧୮।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ସୋମବାର ସ୍ଥାନୀୟ କେନ୍ଦୁଝରଗଡ଼ ଷ୍ଟେଶନରେ ରେଳରୋକୋ କରାଯାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ଏଥିରେ ଏଆଇକେଏସ୍‌, ଏଆଇକେକେ ଏମଏସର ସଦସ୍ୟ ସମେତ କୃଷକ ଓ ଶ୍ରମିକ…

ଭତ୍ତା ପାଇଁ ୩ କି.ମି. ଚାଲିଲେ ବୃଦ୍ଧା

ଚମ୍ପୁଆ,୧୮।୧୦ (ଡି.ଏନ.ଏ.)-ଭତ୍ତା ଟଙ୍କା ପାଇଁ ଗୁଲ ପ୍ରଧାନ ନାମ୍ନୀ ଜଣେ ବୃଦ୍ଧାଙ୍କୁ ୩ କି.ମି. ଚାଲିବାକୁ ପଡ଼ିଛି। ବାଡ଼ି ଖଣ୍ଡକୁ ସାହାରା କରି ଚାଲି ଚାଲି ଯାଇ ସେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ବଡନଈ ପଞ୍ଚାୟତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?