କେନ୍ଦୁଝର

କେନାଲରେ ଗାଧୋଇବାକୁ ଯାଇ ବୁଡ଼ିଗଲେ; ୨ ଛାତ୍ରଙ୍କ ଜୀବନ ଗଲା

ହାଟଡିହୀ,୩୧l୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ଗାଁ ନିକଟରେ ଥିବା ବିଦ୍ୟାଧରପୁର -ଆନନ୍ଦପୁର ମୁଖ୍ୟ କେନାଲରେ ଗାଧାଉଥିବା ସମୟରେ ଅସାବଧାନତାବଶତଃ ବୁଡିଯାଇ ଦୁଇଜଣ ଛାତ୍ର ନିଖୋଜ ହୋଇଯାଇଥିଲେ l ପ୍ରଥମେ ହିମାଂଶୁ ରାଉତ ନାମକ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହକୁ…

ଲାଞ୍ଚ ନେଇ ମଦ ଫେରାଇବା ଘଟଣା: କନଷ୍ଟେବଳଙ୍କୁ ପାଟଣା ଥାନାରୁ ବଦଳି

ପାଟଣା,୩୧।୧୦(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଜବତ ମଦ ଫେରାଇ ପ୍ରତିବଦଳରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାର ସ୍ବୀକାରୋକ୍ତି ଅଡିଓ ଭାଇରାଲ ହେବା ଖବର ପ୍ରକାଶ ପାଇଥିଲା। ଏହି ଘଟଣାରେ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ…

ଜିପ୍‌ରୁ ଗଞ୍ଜେଇ ଜବତ : ଚାଲାଣ ବେଳେ…

କେନ୍ଦୁଝର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅନ୍ତର୍ଗତ ପୋଡ଼ା ସିଙ୍ଗିଡିଗ୍ରାମ ନିକଟରେ ଏକ ଜିପ୍‌ରୁ ସହିତ ୨୪ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ( ଓଡି୦୫ ଏସ୍‌/ ୧୭୮୧)ନଂ. ବିଶିଷ୍ଟ ଏକ ଜିପ୍‌ରେ ଭଦ୍ରକକୁ ଚାଲାଣ ହେଉଥିଲା ବେଳେ…

କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’

କେନ୍ଦୁଝର, ୩୦।୧୦ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍‌ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି…

କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’

କେନ୍ଦୁଝର,୨୯।୧୦(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍‌ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି କମିଶନର ସୁଜାତା…

ଲାଞ୍ଚ ନେଇ ମଦ ଫେରାଇ ଦେଇଥିଲେ କନଷ୍ଟେବଳ

ପାଟଣା,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଜବତ ମଦ ଫେରାଇ ପ୍ରତିବଦଳରେ ଲାଞ୍ଚ ନେଉଥିବାର ସ୍ବୀକାରୋକ୍ତି ଅଡିଓ ଭାଇରାଲ ହୋଇଛି। କନେଷ୍ଟବଳ ଜଣଙ୍କ ଗତ ମେ’ରେ ସିଲିପଦା ଅଞ୍ଚଳର ଜଣେ ବେପାରୀଙ୍କ ଘରେ ଚଢାଉ କରି ମଦ…

କୁଟୁରା ମାଂସ ବିକିବା ମହଙ୍ଗା ପଡ଼ିଲା

କେନ୍ଦୁଝର,୨୮।୧୦(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନ ଗୋନାସିକା ଜଙ୍ଗଲରୁ କୁଟୁରା ଶିକାର କରି ମାଂସ ବିକ୍ରି କରୁଥିଲେ। ବନ ବିଭାଗ ଚଢାଉ କରି ଜଣେ ଶିକାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…

ପ୍ରସବ ଦ୍ୱାର ପରିବର୍ତ୍ତେ ଡାକ୍ତର ସିଲେଇ କରିଦେଲେ ମଳଦ୍ୱାର

ପାଟଣା,୨୮ା୧୦(ସ୍ବ.ପ୍ର.): ଜନନୀ ଓ ନବଜାତକଙ୍କ ସୁରକ୍ଷା ଆଉ ନିରାପଦ ପ୍ରସବ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଅଜସ୍ର ଖର୍ଚ୍ଚ କରୁଥିବା ବେଳେ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଜଣେ ପ୍ରସୂତି ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା…

ବଳାତ୍କାରୀ ନାବାଳକଙ୍କୁ ୧୦ ବର୍ଷ ଦଣ୍ଡାଦେଶ

କେନ୍ଦୁଝର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଗତ ୩୦ ନଭେମ୍ବର ୨୦୧୭ରେ ଜଣେ ୧୩ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକଙ୍କୁ ବୁଧବାର ସ୍ଥାନୀୟ…

ଦୁର୍ନୀତି ନ କରିବା ପାଇଁ ଶପଥ ନେଲେ ଅଗ୍ନିଶମ କର୍ମଚାରୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପୁଟୁଳିଆରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ କର୍ମଚାରୀମାନେ ଲାଞ୍ଚ ଗ୍ରହଣ ନ କରିବା ଆଉ ଲାଞ୍ଚ ନ ଦେବା ପାଇଁ ଶପଥନେଇଛନ୍ତି। ଏହି…

ବୁଦାରୁ ମିଳିଲା ମହିଳାଙ୍କ ମୃତଦେହ

ଯୋଡ଼ା,୨୫।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ କମଳପୁର ଗ୍ରାମରେ ସୋମବାର ଏକ ବୁଦା ଭିତରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ମିଳିଥିବା ସୂଚନା ମୁତାବକ, କମଳପୁର ଗ୍ରାମ ନିକଟ ରାସ୍ତାରେ ବୁଦା ଭିତରେ ଜଣେ ମହିଳାଙ୍କ…

ଏମିତି ବି ଆସେ ମୃତ୍ୟୁ, ଖାଇ ଶୋଇଥିଲେ ଫାଟିଲା ଫ୍ରିଜ୍‌

କେନ୍ଦୁଝର,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା ଗ୍ରାମରେ ଫ୍ରିଜ ଫାଟି ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ରିଜ୍‌ ନିଆଁରେ ପୋଡ଼ି ହୋଇ ମା’ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?