କେନ୍ଦୁଝର

ଔଷଧ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ

ପାଟଣା,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟଠାରେ ସେମବାର ସ୍ବାସ୍ଥ୍ୟ ସେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ବ୍ୟସ୍ତ ବହୁଳ ୪୯ନଂ. ରାଜପଥ ପାର୍ଶ୍ୱରେ ଏକ ଔଷଧ ଦୋକାନ ବାରଣ୍ଡାରେ ଜଣେ ରୋଗୀଙ୍କୁ…

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

କେନ୍ଦୁଝର,୨୬।୪(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛି। ଏଠାରୁ ଆସୁଥିବା ଲୋକ ୧୪ ଦିନ ଅନୁଷ୍ଠାନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ସରପଞ୍ଚ ଓ ଓ୍ବାଡମେମ୍ବର ତଥା ସାମାଜିକ କର୍ମୀମାନେ ସଚେତନତା ସୃଷ୍ଟି କରିବା ସହ ବାହାରୁ ଆସୁଥିବା…

ବିନା ଅନୁମତିରେ ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ବସ୍‌ ପଶି ଅଡୁଆରେ ପଡ଼ିଲା

ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବଜାର ନିକଟରୁ ପଶ୍ଚିମବଙ୍ଗରୁ ବେଆଇନ ଭାବେ ପଶିଥିବା ଏକ ବସ୍‌କୁ ଶନିବାର ସକାଳୁ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ଅଟକ ରଖି ତୁରୁମୁଙ୍ଗା…

ଚମ୍ପୁଆରେ ଖୋଲିବ କୋଭିଡ୍‌ ହସ୍ପିଟାଲ

ଚମ୍ପୁଆ, ୨୩।୪ (ଡି.ଏନ.ଏ.)-ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚମ୍ପୁଆରେ ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଚମ୍ପୁଆରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଉପଖଣ୍ଡ ଚିକିତ୍ସା ଅଧିକାରୀ ଉମାକାନ୍ତ ସାହୁ…

କାଳବୈଶାଖୀ: ଉଡ଼ିଲା ଆଜବେଷ୍ଟସ୍‌, ଭାଙ୍ଗିଲା ଗଛ

ପାଟଣା,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ଗୁରୁବାର ସକାଳୁ କାଳବୈଶାଖୀ ପ୍ରଭାବରେ ଘଡ଼ଘଡି ସହ ପ୍ରବଳ ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବା ସହ ଘରର ଆଜବେଷ୍ଟସ୍‌ ଉଡ଼ିଯାଇଛି। ମିଳିଥିବା ସୂଚନାନୁସାରେ, ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା…

ନାଇଟ୍‌ କର୍ଫ୍ୟୁ ବେଳେ ଚାଲିଛି ଲୁହାପଥର ଚାଲାଣ: ବନ ବିଭାଗ ଦ୍ୱାରା ଡମ୍ପର ଜବତ, ୨ ଗିରଫ

ଯୋଡ଼ା,୨୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରୁ ଝାଡଖଣ୍ଡ ରାଜ୍ୟକୁ ଦୈନିକ ଲୁହାପଥର ଚୋରା ଚାଲାଣ କରାଯାଉଛି। ଗୋଟିଏପଟେ ପ୍ରଶାସନ ପକ୍ଷରୁ ଆନ୍ତଃରାଜ୍ୟ ସୀମା ସିଲ୍‌, ନାଇଟ୍‌ କର୍ଫ୍ୟୁ ଜାରି କରାଯାଇ ପୋଲିସ ପଇଁତରା ମାରୁଥିବା ବେଳେ ଅନ୍ୟପଟେ ଚୋରା ଖଣିଜ…

ଲୁହାପଥର ଚୋରା ଚାଲାଣ: ୨ ଗିରଫ

କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ବନ ବିଭାଗ ରବିବାର ରାତିରେ ୨ ଜଣଙ୍କୁ ଗିରଫ କରିଛି। ଏହା ସହ ଗୋଟିଏ ଟିପ୍ପର ଜବତ ହୋଇଛି । ଲୁହାପଥର ଚୋରା ଚାଲାଣ ଅଭିଯୋଗରେ ରାତିରେ ପାଟ୍ରୋଲିଂ ବେଳେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଥିବା…

୨୦ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ

କେନ୍ଦୁଝର,୧୯।୪(ସ୍ବ.ପ୍ର.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋର୍ଟ କାର୍ଯ୍ୟରୁ ଓକିଲମାନେ ବିରତ ରହିବେ ବୋଲି ଜିଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତମାସ ୨୦ ରୁ ୨୪ ପର୍ଯ୍ୟନ୍ତ ବାର୍‌ ବନ୍ଦ ରଖିବା ନେଇ ସଂଘ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି…

ବଳାତ୍କାର ମାମଲାରେ ନାବାଳକଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ମାମଲାରେ ସ୍ଥାନୀୟ ଅତିରିକ୍ତ ଜିଲା ଓ ସ୍ପେଶାଲ ଜଜ୍‌ ଲୋକନାଥ ସାହୁ ୧୭ ବର୍ଷର ନାବାଳକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଓ ୧୧ ହଜାର…

କାଳବୈଶାଖୀର ତାଣ୍ଡବ: ଭୁଷୁଡିଲା ୫ ବଖରା

ପାଟଣା,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ନେଉଳୀପଶି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ୫ ବଖରା ଖପର ଘର ରବିବାର ବିଳମ୍ବିତ ରାତିରେ ଭୁଷୁଡି ପଡିଛି। ତେବେ ପରିବାର ଲୋକେ…

ଗାଁ ମୁହାଁ ବନ୍ୟଜନ୍ତୁ: ବଗିଚାକୁ ପଶି ଆସିଲା ହରିଣ

ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ା ସାଉଥ୍‌ ବିଟ ତାଳପଦା ଗ୍ରାମ ପ୍ରଧାନସାହିର ଜଣଙ୍କ ବଗିଚାରୁ ରବିବାର ସକାଳୁ ଏକ ମାଈ ହରିଣ ଛୁଆ ଉଦ୍ଧାର ହୋଇଛି। ଗ୍ରାମର ରାଇଚରଣ ମହାନ୍ତଙ୍କ ବଗିଚାକୁ ହରିଣଟି ପଶି ଆସିଥିଲା।…

କେନ୍ଦୁଝରରେ ବିକ୍ରି ହେଉନି କେନ୍ଦୁ

କେନ୍ଦୁଝର, ୧୮ା୪(ସ୍ବ.ପ୍ର): ବଣପାହାଡ଼ ଘେରା କେନ୍ଦୁଝର ଜିଲାର ଅନ୍ୟତମ ମୁଖ୍ୟ ପାହାଡିଆ ଫଳ ମଧ୍ୟରେ କେନ୍ଦୁର ସ୍ଥାନ ନିଆରା। ଏହି ସୁସ୍ବାଦୁ ଫଳ କେନ୍ଦୁଝର ଜିଲାର ନାମକୁ ସାର୍ଥକ କରୁଛି। ଖରା ଦିନରେ ଜିଲାର ବିଭିନ୍ନ ଜଙ୍ଗଲ ପାହାଡ଼ିଆ ଅଞ୍ଚଳ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?