କେନ୍ଦୁଝର

ଗୋଟିଏ ଘଟଣାରେ ଦୁଇଟି ମାମଲା: ଭିଜିଲାନ୍ସ ତଦନ୍ତ ଆରମ୍ଭ

ହାଟଡିହୀ,୧୪ା୭(ଡି.ଏନ୍‌.ଏ.): ସରକାରୀ ଅର୍ଥ ଆତ୍ମସାତ ନେଇ କେନ୍ଦୁଝର ଜିଲା ହାଟଡିହୀ ତହସିଲର ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ନାମରେ ତହସିଲଦାର ଦିଲ୍ଲୀପ କୁମାର ସାହୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନଂ ୧୩୭/୨୦.୬.୨୨ ଅଟେ। ମାମଲା…

ପୌରପାଳିକା ସଫେଇ କର୍ମଚାରୀଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୧୪ା୭(ସ୍ବ.ପ୍ର.): ବିଭିନ୍ନ ସମସ୍ୟା ନେଇ ଗୁରୁବାର କେନ୍ଦୁଝର ପୌରପାଳିକାର ସଫେଇ କର୍ମଚାରୀମାନେ କାମ ବନ୍ଦ କରି ସକାଳୁ ଅଫିସ ଘେରାଉ କରିଛନ୍ତି। ଫଳରେ ସହରରେ ସଫେଇ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ଚାରିଆଡ଼େ ମଇଳା ଆବର୍ଜନା ଜମା ହୋଇରହିଛି। ଦୀର୍ଘ ବହୁ…

ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ ମନ୍ତବ୍ୟର ପ୍ରତିବାଦ

କେନ୍ଦୁଝର,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ କଂଗ୍ରେସ ପକ୍ଷରୁ ଜାତୀୟ ମୁଖପାତ୍ର ଅଜୟ କୁମାର ବିବାଦୀୟ ମନ୍ତବ୍ୟ ଦେବା ପ୍ରତିବାଦରେ ଗୁରୁବାର ଭାଜପା ପକ୍ଷରୁ ଜିଲା…

ବାଇକ୍‌ ଭାଙ୍ଗିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଚାଳକ

କେନ୍ଦୁଝର,୧୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢୁଛି। ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ସହ ମାଇକରେ ସତର୍କତା ସୂଚନା ଦେବା ସହ ହାତୀ ପାଖକୁ ନ ଯିବାକୁ ସଚେତନତା ସୃଷ୍ଟି…

କାଲି ୧୨ ଘଣ୍ଟା ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର,୧୩।୭(ଡି.ଏନ୍‌.ଏ.): ଶ୍ରଦ୍ଧାଳୁଙ୍କ ପାଇଁ ମା’ ଗୁରୁବାର ତାରିଣୀଙ୍କ ଦର୍ଶନ ବନ୍ଦ ରହିବ । ସକାଳ ୬ଟାରୁ ସା ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଷାଢୀ ପର୍ବ…

ଅଭାବୀ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଚମ୍ପୁଆ, ୧୩।୭(ଡି.ଏନ.ଏ.) – କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲାର ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତକୁ ନେଇ ଧାନ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ସ୍ବାଭାବିକ ବର୍ଷାକୁ ଅପେକ୍ଷା କରି ବୁଣା ଜମି ଗୁଡିକ ପଡ଼ିଆ ପଡ଼ିଥିବା ବେଳେ ଚାଷୀ ଚଳିତ ମାସ…

‘ଦିନଟିଏ ଉପାସ ରହିବେ ମା’ ତାରିଣୀ’

ଘଟଗାଁ,୧୩।୭(ଡି.ଏନ.ଏ.) – ଆସନ୍ତା ଗୁରୁବାର ଘଟଗାଁ ମା’ ତାରିଣୀଙ୍କ ଆଷାଢୀ ପର୍ବ ପାଳନ କରାଯିବ। ଏଥିପାଇଁ ଗତ ସୋମବାର ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଏନେଇ ବ୍ୟାପକ ଆଲୋଚନା କରାଯାଇ ମା’ଙ୍କ…

ପକ୍ଷୀକୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

କେନ୍ଦୁଝର, ୧୨।୭(ସ୍ବ.ପ୍ର.) କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ବଡପଶି ଗ୍ରାମରେ ଶହ ଶହ ବଗ, ଗେଣ୍ତlଳିଆ ଆଦି ଚଢ଼େଇ ଦୁଇଟି ଗଛରେ ବସବାସ କରୁଛନ୍ତି। ମୌସୁମୀ ଆସିଲେ ସେମାନେ ଆସିଥାନ୍ତି। ଗଛରେ ବସା ବାନ୍ଧି ରୁହନ୍ତି।…

ପେନ୍‌ସନ୍‌ ଅର୍ଥରେ ପରିବେଶ ସୁରକ୍ଷା

କେନ୍ଦୁଝର, ୧୨।୭ (ସ୍ବ.ପ୍ର.) ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ସମସ୍ତଙ୍କୁ ଛୁଇଁଛି। ଯେତେବେଳେ ସମସ୍ତେ ପରିବେଶ ସୁରକ୍ଷା କରିବାକୁ ଯାଇ ନିଜକୁ ପ୍ରଚାର ପ୍ରସାର କରୁଛନ୍ତି ସେତେବେଳେ ଜଣେ ନିଆରା ମଣିଷ ବିନା ସ୍ବାର୍ଥରେ ନିଜର ପେନସନ…

ପାଲା ଦେଖିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡାଦେଶ

କେନ୍ଦୁଝର,୧୧।୭(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ଜଜ ଶୁଭଶ୍ରୀ ତ୍ରିପାଠୀ ଜଣେ ନାବାଳିକାଙ୍କ ବଳାତ୍କାର ମାମଲାର ଶୁଣାଣି କର ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ୫୩ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ…

କାଜୁ ବଗିଚାରେ ନବଜାତକକୁ ଛାଡ଼ି ଚାଲିଗଲେ

ପାଟଣା,୧୧ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା କାଜୁ ବଗିଚାରୁ ସୋମବାର ସକାଳୁ ଜଣେ ନବଜାତକକୁ ଉଦ୍ଧାର କରାଯାଇଛି। କେହି କାଜୁ ଗଛମୂଳେ ଏକ ଜରି ବ୍ୟାଗ୍‌ ଉପରେ ଶିଶୁକନ୍ୟାକୁ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟା ନାଭି କଟା ଯାଇ…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କେନ୍ଦୁଝର,୯ା୭(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମର ରଇଦାସ ମାଝିଙ୍କ ପୁଅ କମଳାକାନ୍ତ(୩୨)ଶନିବାର ଅପରାହ୍ନରେ ବିଲରୁ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କର ଜୀବନ ଚାଲିଯାଇଛି। ସେ ବିଲରୁ କାମ ସାରି ସାଇକେଲରେ ଘରକୁ ଫେରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?