କେନ୍ଦୁଝର

ପିଲାଙ୍କୁ ପଢ଼ାଇଲେ ବିଧାୟକ

ପାଟଣା,୨୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଶୁକ୍ରବାର ପିଲାଙ୍କୁ ପାଠ ପଢାଇଥିଲେ। ବିଧକ ନାଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟର ନବମ…

୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜକୁ ସ୍ଥାନିତ କରିଛି ଉତ୍ତରପ୍ରଦେଶର ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେଶନ। ଏହି…

୧୩ ଲକ୍ଷ ଟଙ୍କାର ଅଫିମ ଜବତ, ୫ ଗିରଫ

କେନ୍ଦୁଝର,୨୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଚଢ଼ାଉ କରି ବୁଧବାର କଳିଆଦୁମା ନିକଟରୁ ଚୋରା ଅଫିମ ବୋଝେଇ ଏକ କାରକୁ ଜବତ କରିଛି। ଏହା ସହ ୫ ଜଣଙ୍କୁ ଗିରଫ କରିଛି । ୯ କିଲୋ ୯୪୦ ଗ୍ରାମ ଜବତ ଅଫିମର…

ନବନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକୋ: ସାମିଲ ହେଲେ ଛାତ୍ରୀଛାତ୍ର

ପାଟଣା,୧୯।୭(ସ୍ବ.ପ୍ର.): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଓ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର କେନ୍ଦୁଝରରେ ବନ୍ଦ ପାଳନ କରାଯାଇଛି। ଏହିକ୍ରମରେ ଜିଲାର ୪୯ ନମ୍ବର ଜାତୀୟ ରାଜପଥ…

ଆଶ୍ରୟ ଦେଇ ନାବାଳିକାଙ୍କୁ ବଳାତ୍କାର

କଳିଙ୍ଗନଗର ୧୯ା୭ (ଡି.ଏନ୍‌.ଏ.):ବର୍ଷା ଭିଜା ରାତିରେ ଆଶ୍ରୟ ଦେବାକୁ ଡାକି ନେଇ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ବଳାତ୍କାର କରାଯାଇଛି। ତେବେ ଗଣବଳାତ୍କାରରୁ ବର୍ତ୍ତିବା ପାଇଁ ନାବାଳିକା ଜଣକ ଛାତରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବଳାତ୍କାର କରିବା ପୂର୍ବରୁ ପୀଡ଼ିତାଙ୍କ…

୯୬ ଛାତ୍ରୀଛାତ୍ରଙ୍କୁ ୬ ଶିକ୍ଷକ

ହାଟଡିହୀ,୧୮।୭ (ଡି.ଏନ.ଏ.) – ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ନୂଆ ନୂଆ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏତେ ସବୁ ପରେ ବି ଆଜିର ଦିନ ରେ ବହୁ ଅଭିଭାବକ ସରକାରୀ ସ୍କୁଲ ଛାଡି…

ଗୋନାସିକାରେ ଜଳାଭିଷେକ ହେଲେ ବ୍ରହ୍ମେଶ୍ୱର

କେନ୍ଦୁଝର,୧୮ା୭(ସ୍ବ.ପ୍ର.): ଶ୍ରାବଣ ମାସ ପ୍ରଥମ ସୋମବାରରେ ବଂଶପାଳ ବ୍ଲକ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ବ୍ରହ୍ମେଶ୍ୱର ମହେଶ ଶିବ ମନ୍ଦିର ଗୋନାସିକାରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜାଣିଛି। ଶିବ ଭକ୍ତମାନେ ବୈତରଣୀର ଉତ୍ପତ୍ତି ସ୍ଥଳ ଗୁପ୍ତଗଙ୍ଗାରୁ ଜଳ ଆଣି ବ୍ରହ୍ମେଶ୍ୱର…

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ, ୩ ଅଟକ

ପାଟଣା,୧୮ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର କ୍ଷୀରେଇଟାଙ୍ଗିରି ଟୋଲ୍‌ଗେଟ ନିକଟରୁ ରବିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍‌ଅପ୍‌କୁ ବଜରଙ୍ଗ ଦଳର କର୍ମୀମାନେ ଅଟକ ରଖି ଗାଡ଼ିରୁ ୯…

ଭରା ନଈ ପାର ହେଲେ ପ୍ରସୂତି

କେନ୍ଦୁଝର,୧୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ତାଳପଦା ମୁଣ୍ଡା ସାହିର ଜଣେ ପ୍ରସୂତିଙ୍କୁ ସମାକୋଇ ନଦୀରେ ପାର କରାଇଛନ୍ତି ତେଲକୋଇ ଦମକଳ ବାହିନୀ କର୍ମଚାରୀ। ଶନିବାର ଗ୍ରାମର କୁମର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ ଗର୍ଭ ଯନ୍ତ୍ରଣା…

ଅର୍ଥ ଥାଇ ହେଉନି ଉନ୍ନୟନ

ଘଟଗାଁ, ୧୭।୭(ଡି.ଏନ୍‌.ଏ.) – ପଞ୍ଚାୟତ ପାଖରେ ମହଜୁଦ୍‌ ଅଛି ବହୁ ଲକ୍ଷ ଟଙ୍କାର ଅନୁଦାନ। ତଥାପି ଅଟକି ରହିଛି ଏକାଧିକ ପ୍ରକଳ୍ପ। ପଞ୍ଚାୟତ ଅଫିସ ଉନ୍ନତୀକରଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଥିବାବେଳେ ପୋଖରୀ ପୁନରୁଦ୍ଧାର ଲାଗି ମଞ୍ଜୁର ହୋଇଥିବା ଚତୁର୍ଦ୍ଦଶ ଅର୍ଥ…

କଲେଜ ପଡ଼ିଆ ପାଲଟିଛି ଷ୍ଟକ୍‌ୟାର୍ଡ

କେନ୍ଦୁଝର,୧୬।୭(ସ୍ବ.ପ୍ର.) କେନ୍ଦୁଝରସ୍ଥିତ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପାଣି ପାଇପ୍‌ ଜମା କରାଯାଇଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ପାଇପ୍‌ଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ଗଛିତ ରଖାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କଲେଜର ଛାତ୍ରୀଛାତ୍ରଙ୍କ ସହିତ ପୁରାତନ ଛାତ୍ର, ଅଭିଭାବକ ଏବଂ…

ବିନା ଡାକ୍ତରରେ ଡାକ୍ତରଖାନା

ହାଟଡିହୀ,୧୬।୭(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସରକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନାନା ଜନହିତକର ଯୋଜନା କରୁଥିବା ବେଳେ ଏଥିରୁ ଫାଇଦା ମିଳୁ ନ ଥିବା ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?