କେନ୍ଦୁଝର

୩୯ ବଦଳରେ ୧୨ ନର୍ସ

ଚମ୍ପୁଆ,୫ା୮(ଡି.ଏନ.ଏ.): ୧୯୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବେ ଅବହେଳିତ ଅବସ୍ଥାରେ। ସେଥିପାଇଁ ରୋଗୀ ଏବେ ଜିଲା ମୁହାଁ ହେଲେଣି। ଉଚ୍ଚ କର୍ତ୍ତୃପକ୍ଷ ଅବହେଳାରୁ ଡାକ୍ତର ଅଭାବ ବର୍ତ୍ତମାନ ଦୈନନ୍ଦିନ ଘଟଣା ପାଲଟିଥିବା ବେଳେ ପ୍ରମୁଖ ସେବା ଯୋଗାଉଥିବା ନର୍ସ…

ସାର ଦରବୃଦ୍ଧି ପ୍ରତିବାଦରେ ଧାରଣା

ପାଟଣା,୪ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାରର ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଛି। ସାରର ଅହେତୁକ ଦର ବୃଦ୍ଧି ସହ ପାଟଣା ବ୍ଲକ ଅଞ୍ଚଳରେ ସାରର ଅଭାବୀ ବିକ୍ରିକୁ ପ୍ରତିବାଦ କରି…

ବିଶ୍ୱାସରେ ବିଷ: ସାଙ୍ଗ ସ୍ତ୍ରୀଙ୍କୁ ବଳାତ୍କାର ପରେ ମାରିଦେଲେ

ଢେଙ୍କିକୋଟ,୪।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ବିଶ୍ୱାସରେ ବିଷ ଦେଇ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗଙ୍କ ସ୍ତ୍ରୀଙ୍କୁ ବଳାତ୍କାର ପରେ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି। ନୃଶଂସ ବ୍ୟକ୍ତିଜଣକ ମୃତ ମହିଳାଙ୍କ…

ବାୟାପଣ୍ଡାଧାର ଗାଁରେ ଆଇଟିଡିଏର ଟିମ୍‌

କେନ୍ଦୁଝର, ୪ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଜୁଆଙ୍ଗ ଗ୍ରାମରେ ବର୍ଷକରେ ଅକାଳରେ ୧୨ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଏକ ଖବର ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏହା ଜାଣିବା ପରେ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର…

୭ କିମି ଚାଲିଚାଲି ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ର

କେନ୍ଦୁଝର,୩ା୮(ସ୍ବ.ପ୍ର.): ସଦର ବ୍ଲକ ରାଙ୍କିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବୁଧବାର ଦଶମ ଶ୍ରେଣୀ ଛାତ୍ରମାନେ ୭ କିଲୋମିଟର ରାସ୍ତା ଚାଲଚାଲି ଆସି ଜିଲାପାଳଙ୍କ ଅଫିସ ଘେରାଉ କରି ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଖାଦ୍ୟ,ପାନୀୟ,ପୋଷାକ ଯୋଗାଣ ତଥା…

ବାୟାପଣ୍ଡାଧାର ଜୁଆଙ୍ଗ ସାହିରେ ପହଞ୍ଚିଲେ ଆଇଟିଡିଏ ଟିମ୍‌

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଜୁଆଙ୍ଗ ଗ୍ରାମରେ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ତପନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ା ଏନେଇ ଧରିତ୍ରୀରେ ଖବର ପାଇବା ପରେ ଉକ୍ତ…

ନଦୀଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବୈତରଣୀ, ଅରଢେଇ, କାରୋ, ସୁନା ପ୍ରଭୃତି ନଦୀ ପାଣିରେ ଲୁହା ପଥରଗୁଣ୍ଡକୁ ବଡ଼ ବଡ଼ ପାଇପ ସାହାଯ୍ୟରେ ରପ୍ତାନୀ କରାଯିବାରୁ ନଦୀଗୁଡ଼ିକ ଶୁଖି ଯିବା ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ବର୍ଷାଋତୁରେ ନଦୀରୁ…

ଶ୍ରାବଣରେ ଟାଇଁ ଟାଇଁ ଖରା

ତେଲକୋଇ, ୩।୮(ଡି.ଏନ.ଏ.): କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ଏକ ଚାଷ ବହୁଳ ଆଦିବାସୀ ଅଞ୍ଚଳ। ଏହି ଅଞ୍ଚଳରେ ଚାଷୀମାନେ ଖରିଫ ଫସଲ (ଧାନ) ଉପରେ ବେଶୀ ନିର୍ଭର କରିଥାନ୍ତି। ଚାଷ କାମ ପାଇଁ ମୌସୁମୀଜନିତ ବର୍ଷା ନିତାନ୍ତ ଆବଶ୍ୟକ। ତେବେ ଜୁନ…

ଜଗନ୍ନାଥଙ୍କୁ ଯୁବା ଗୌରବ ସମ୍ମାନ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମରୁ ବାହାରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଜଗନ୍ନାଥ ମହାନ୍ତି। ତାଙ୍କ ପିତା ହେଲେ ଶିକ୍ଷକ ଶ୍ୟାମ ସୁନ୍ଦର ମହାନ୍ତ ଓ ମା’ ହେଲେ ଶକୁନ୍ତଳା। ଜଗନ୍ନାଥଙ୍କୁ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ପାଟଣା,୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଣେ ଯୁବକ ରବିବାର ବିଳମ୍ବିତ ରାତ୍ରିରେ କଟକ ନୂଆ ବଜାରରେ ଭଡ଼ାଘରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ପ୍ରାଣ ହାନି ଘଟିଛି। ମୃତକ ଜଣକ ହେଉଛନ୍ତି ବାଇଦବଜା ଗ୍ରାମର…

ବିକିବା ପାଇଁ ହାଟକୁ ନେଉଥିଲେ ଗୋରୁ : ଧକ୍କା ଦେଲା ଟ୍ରକ୍‌; ୪ ମୃତ , ୩ ଗୁରୁତର

ପାଟଣା,୩୧।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବ୍ୟାଙ୍କ ନିକଟରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ୪ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୋରୁ ଗୁରୁତର ହୋଇଛନ୍ତି।…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର,୩୦ା୭(ସ୍ବ.ପ୍ର.): କେନ୍ଦୁଝରର ଅତିରିକ୍ତ ଜିଲା ଦୌରାଜଜ୍‌ ମାନସ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୧ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?