କେନ୍ଦୁଝର

ଘର ଉପରେ ଭାଙ୍ଗି ପଡ଼ିଲା ଗଛ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ବଉଳମୁଳ ସାହିର ଲଗାଣ ବର୍ଷାରେ ଏକ ପୁରୁଣା ବଉଳ ଗଛ ଘର ଉପରେ ଭାଙ୍ଗି ପଡ଼ିଛି। ଫଳରେ ଭଗବାନ ନାଏକଙ୍କ ଖପର ଘର ଓ ଡୁମୁରିଆ ସାହି କ୍ଲବ ଘର କ୍ଷତିଗ୍ରସ୍ତ…

ଗାଁ ଦାଣ୍ଡରେ ବୁଲିଲେ ଭାଲୁ

ଆନନ୍ଦପୁର,୧୨ା୮(ସ୍ବ.ପ୍ର.):ବଣ ଜଙ୍ଗଲରେ ବନ୍ୟପ୍ରାଣୀ ଚଳପ୍ରଚଳ କରିବା ଏକ ସାଧାରଣ କଥା। ହେଲେ ଗଁା ଦାଣ୍ଡରେ ଦିନରେ ଭାଲୁ ବୁଲିବା, ଘରର ପିଣ୍ଢାରେ ବସିବା ଦେଖିଲେ ଯେ କେହି ବି ଚକିତ ହେବ। ଏଭଳି ଦୃଶ୍ୟ କେନ୍ଦୁଝର ଜିଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡ଼ା…

ଘସିପୁରା ବିଧାୟକ ବଦ୍ରି ପାତ୍ର ଅସୁସ୍ଥ

କେନ୍ଦୁଝର, ୧୨।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ଦେବାଶିଷ ପାତ୍ରଙ୍କ କହିବା ଅନୁଯାୟୀ, ବିଧାୟକ ମୂତ୍ରାଶୟ ସଂକ୍ରମଣରେ…

ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ପାଟଣା,୧୧।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଆର ଆଇ ସର୍କଲ ବାଲିଯୋଡି ଦେଇ ପ୍ରବାହିତ ବୈତରଣୀ ନଦୀର ଭୀମକୁଣ୍ଡକୁ ବୁଧବାର ଅପରାହ୍ନରେ ମାଛ ଧରିବାକୁ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଛନ୍ତି। ନିଖୋଜ ୨୮ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଡୁମୁରିଆ…

ଟ୍ରକ୍‌ମାଲିକଙ୍କ ରାସ୍ତା ଅବରୋଧ

କେନ୍ଦୁଝର,୧୦ା୮(ସ୍ବ.ପ୍ର.): ତୁରନ୍ତ ନିର୍ବାଚନ କରିବା ଦାବିରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ରାସ୍ତା ଅବରୋଧ କରିଥିଲେ। ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଟ୍ରକ୍‌ମାଲିକମାନେ ସାମିଲ ହୋଇଥିଲେ। ଟ୍ରକ୍‌ମାଲିକଙ୍କ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ…

ବିଦ୍ୟୁତ ଆଘାତରେ ଚାଲିଗଲା ଦମ୍ପତିଙ୍କ ଜୀବନ, ଅଳ୍ପକେ ବର୍ତ୍ତିଗଲା ଶିଶୁକନ୍ୟା

କେନ୍ଦୁଝର,୧୦ା୮(ସ୍ବ.ପ୍ର.): ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତର ଜାମକୁଣ୍ଡିଆ ଗ୍ରାମରେ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ଦ୍ୱୟଙ୍କ ନାମ ମାନ୍ଦୁରୁ ମୁଣ୍ଡା ଓ ରାଇବଣୀ ମୁଣ୍ଡା। ତାଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା…

ଡାକ କର୍ମଚାରୀଙ୍କ ଧର୍ମଘଟ

କେନ୍ଦୁଝର,୧୦ା୮(ସ୍ବ.ପ୍ର.): ସର୍ବଭାରତୀୟ ଡାକ ୟୁନିଅନର ଡାକରାରେ କେନ୍ଦୁଝରଗଡ଼ ମୁଖ୍ୟାଳୟ ଡାକ କର୍ମଚାରୀ ୨୦ ଦଫା ଦାବିରେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୧୬୦ ବର୍ଷର ସର୍ବ ପୁରାତନ ଡାକ ବିଭାଗକୁ ଘରୋଇକରଣ ଉଦ୍ୟମକୁ ନିନ୍ଦା କରିବା ସହ ଗ୍ରାମୀଣ ଡାକ ସେବକଙ୍କୁ ସରକାରୀ…

ସମସ୍ୟା ସମାଧାନ ପାଇଁ ସ୍ବର ଉଠାଇଲେ ଆଦିବାସୀ

କେନ୍ଦୁଝର, ୧୦।୮ (ସ୍ବ.ପ୍ର.): ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଜିଲା ମୁଖ୍ୟାଳୟରେ ମିଳିତ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ା ଏହି ଶୋଭାଯାତ୍ରାରେ ବିଭିନ୍ନ ସମ୍ପ୍ରଦାୟର ଓ ସଂଗଠନର ମହିଳା, ପୁରୁଷ ଆଦି ସାମିଲ ହୋଇଥିଲେ।…

ବର୍ଷାଦିନେ ପୋଖରୀ ଖୋଳା

କେନ୍ଦୁଝର,୯।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ପୋଖରୀ ଖୋଳାରେ ମେଶିନ ବ୍ୟବହାର କରାଯିବା ସହ ବର୍ଷା ଦିନରେ ପୋଖରୀ ଖୋଳା ନେଇ ଅସନ୍ତୋଷ ଦେଖାଦେଇଛି। ଫଳରେ ବ୍ୟାପକ ଦୁର୍ନୀତି ଓ ଅନିୟିତତା ହୋଇଥିବା ଅଭିଯୋଗ ହେଉଛି। ଯେ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌…

ଅସ୍ତ୍ରୋପଚାର ପାଇଁ ପଶ୍ଚିମବଙ୍ଗ ଗଲେ ୭ ଶିଶୁ

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ହୃଦ୍‌ରୋଗରେ ପୀଡିତ ଥିବା ଶିଶୁଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ରବିବାର ରାତିରେ ଜିଲାର ୭ ଶିଶୁଙ୍କ ମାଗଣା ଅସ୍ତ୍ରୋପଚାର ନିମନ୍ତେ ପଶ୍ଚିମବଙ୍ଗର ହାୱଡା…

ଦୁଃଖରେ ଦିନ କାଟୁଛନ୍ତି ଜୁଆଙ୍ଗ ପରିବାର

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଗ୍ରାମରେ ରଥିଆ ଜୁଆଙ୍ଗ ଶାରିରୀକ ସ୍ତରରେ ଚଳପ୍ରଚଳ କରି ପାରୁ ନ ଥିଲେ ହେଁ ନା ମିଳୁଛି ତାଙ୍କୁ ଭତ୍ତା ନା ଚିକିତ୍ସା ସହାୟତା। ଫଳରେ ଦୀର୍ଘ ମାସ ହେଲା କାମ…

ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଛେଳିଆନାଳ ଗ୍ରାମରୁ ସିରିକୁଆଁ ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?