ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି
ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା, କବାଟ ଥରି ଉଠିବା ଲୋକେ ଅନୁଭବ କରି ଭୟଭୀତ ହୋଇଛନ୍ତି। ଏହାକୁ କେହି ମୃଦୁ…
ସଞ୍ଜ ହେଲେ ଗାଁରେ ଭାଲୁ
ଆନନ୍ଦପୁର,୨୭।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଅଳତୀ ଓ ବେଲସୁନ୍ଦରୀ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଯାଇଛି। ସଞ୍ଜ ହେଲେ ପଲ ପଲ ହୋଇ ଭାଲୁ ଗଁାକୁ ପଶି ଆସୁଛନ୍ତି। ଫଳରେ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ…
ବର୍ଷାଜଳ ଅମଳ ପ୍ରକଳ୍ପ ଦିଗହରା
କେନ୍ଦୁଝର,୨୬।୨(ସ୍ବ.ପ୍ର.): କୋଭିଡ୍ ମହାମାରୀ ୨୦୨୦ ସମୟରେ ସହରାଞ୍ଚଳ ପ୍ରବାସୀ ଶ୍ରମିକଙ୍କ ଜୀବିକା ସୁଯୋଗ ସୁନିଶ୍ଚିତ ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର (ମୁକ୍ତା) ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ କେନ୍ଦୁଝର…
ଘରୋଇ କଲେଜ ହଷ୍ଟେଲରୁ ୪ ଛାତ୍ର ନିଖୋଜ
କେନ୍ଦୁଝର,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଗୁମୁରାରେ ଥିବା ଏକ ଘରୋଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରୁ ଶୁକ୍ରବାର ୪ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏନେଇ ସେମାନଙ୍କ ପରିବାର ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ଶନିବାର ସନ୍ଧ୍ୟାରେ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।…
ହଷ୍ଟେଲରୁ ୪ ଛାତ୍ର ନିଖୋଜ
କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶୁକ୍ରବାରଠାରୁ ନିଖୋଜ ହୋଇଥିବା ୪ ଛାତ୍ରଙ୍କ ପତ୍ତା ମିଳିନାହିଁ। ଏନେଇ ସେମାନଙ୍କ ପରିବାର ଲୋକ ଶନିବାର ଖବର ପାଇ କେନ୍ଦୁଝରକୁ ଆସି ଖୋଜାଖୋଜି କରି କୌଣସି ସୂଚନା ନ ପାଇ ସନ୍ଧ୍ୟାରେ ଟାଉନ…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରିବା ଘଟଣାରେ ଅଭିଯୁକ୍ତଙ୍କ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମାନସ କୁମାର ମିଶ୍ର। ଏହି…
କାରଣ ଖୋଜୁଛି ପୋଲିସ
କେନ୍ଦୁଝର,୨୫ା୨(ସ୍ବ.ପ୍ର.): ନିକଟରେ ଖେଲୋ ଇଣ୍ଡିଆ ମହିଳା ଲିଗ୍ରେ ଭାଗ ନେଇ ଓଡ଼ିଶା ଟିମ୍କୁ ଗୌରବାନ୍ବିତ କରିଥିବା କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ନୟାଧନୁର୍ଯ୍ୟୟପୁର ଗ୍ରାମର ଜାତୀୟ ଖୋଖୋ ଖେଳାଳି ମନିକା ନାଏକ (୧୭)ଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କ୍ରୀଡ଼ା ଜଗତରେ…
ଚନ୍ଦନ ବଣ ଛାରଖାର
ଯୋଡ଼ା,୨୪ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବିରିକଳା ପଞ୍ଚାୟତ କାର୍ଯ୍ୟାଳୟ ପଛ ପାର୍ଶ୍ୱରେ ଥିବା ଚନ୍ଦନ ଗଛ ବଣରେ ନିଆଁ ଲାଗି ଛାରଖାର ହୋଇଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଚାଲି ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ପୁରୁଷୋତ୍ତମ ସାହୁ,…
ଜାତୀୟ ଖୋ ଖୋ ଖେଳାଳିଙ୍କ ଆତ୍ମହତ୍ୟା
ଝୁମ୍ପୁରା,୨୪ା୨ (ଡି.ଏନ୍.ଏ.):କେନ୍ଦୁଝର ଜିଲା ବାରିଆ ଥାନା ନୟାଧନୁର୍ଜୟପୁର ଗ୍ରାମର ଜାତୀୟ ଖୋ ଖୋ ଖେଳାଳି ମନିକା ନାଏକ(୧୭) ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମନିକା ନିଜ ଘରେ ଫ୍ୟାନରେ ବେକ୍ରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ…
ନେଇଗଲେ ୧୮ ଲକ୍ଷ ଟଙ୍କାର ସୁନାଗହଣା
ଆନନ୍ଦପୁର,୨୩।୨(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଖପରାଖାଇ ଅଞ୍ଚଳର ଇନ୍ଦ୍ରମଣି ନନ୍ଦିଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୧୦ହଜାର ନଗଦ ଟଙ୍କା ସହ ୧୮ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟି ନେଇଥିବା…
ସଠିକ୍ ହୋଇନି ପଥର ପ୍ୟାକିଂ: ଧସୁଛି ପଥର, ମାଟି
କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକାକୁ ସଂଯୋଗ କରୁଥିବା ରାସ୍ତା ବିପଦସଙ୍କୁଳ ହୋଇରହିଛି। ଏହି ସ୍ଥାନକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ବର୍ଷ ତମାମ ଯାତ୍ରା କରୁଥିବାରୁ ଏହି ବିପଦପୂର୍ଣ୍ଣ ରାସ୍ତାର ସ୍ଥାୟୀ ଓ ସୁରକ୍ଷିତ…
ଟ୍ରକ୍ ପଛରେ ପିଟିଲା ସ୍କର୍ପିଓ: ୩ ମୃତ, ୩ ଗୁରୁତର
କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ସ୍କର୍ପିଓ କାର ଧକ୍କା ଦେଇଥିଲା ବେଳେ ଘଟଣାସ୍ଥଳରେ ୩ ଜଣଙ୍କର…
Archives


