କେନ୍ଦୁଝର

ମନ୍ଦିର ପରିଚାଳନା କମିଟିକୁ ନେଇ ବିବାଦ

ଆନନ୍ଦପୁର,୫ା୪(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଫକୀରପୁରଠାରେ ଥିବା ବାଲୁଙ୍କେଶ୍ୱର ମନ୍ଦିରର ନୂତନ ପରିଚାଳନା କମିଟିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୨୦ ବର୍ଷ ପରେ ଗଠିତ ହୋଇଥିବା କମିଟିକୁ ଚଞ୍ଚକତାପୂର୍ଣ୍ଣ ଭାବେ କରାଯାଇଥିବା ଅଭିଯୋଗ ହୋଇଛି। ୪ ଓ୍ବାର୍ଡ ବିଶିଷ୍ଟ…

ତାରିଣୀ ମନ୍ଦିର ରଙ୍ଗମରା କାମରେ ଅନିୟମିତତା

ଘଟଗାଁ, ୫ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗତ ୬ ମାସ ହେଲା ଭାଙ୍ଗିଯାଇଛି। କାମଚଳା ଭାବେ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦାୟିତ୍ୱରେ ଅଛନ୍ତି। ମାସରେ ଦିନେ ଦୁଇ ଦିନ ଆସି ସେ ପଳାଉଥିବା ବେଳେ…

ଭିଟାମାଟି ହରାଇ ବିସ୍ଥାପିତ ନିରାଶ୍ରୟ

ଯୋଡ଼ା,୫ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପର ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବିଲେଇ ପଦା ଗ୍ରାମର ୨୨ଟି ଘରକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ତେବେ ଘର ନିର୍ମାଣ…

ଟ୍ରକ୍‌ ଚାପାରେ ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବଡବିଲ,୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ୧୦ନଂ ରାଜ୍ୟ ରାଜପଥରେ ନୋ-ଏଣ୍ଟ୍ରି ଖୋଲୁଖୋଲୁ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରାତି ପ୍ରାୟ ୮ ଟା ସମୟରେ ଭାରୀ ଯାନ ପାଇଁ ଲାଗୁ ହୋଇଥିବା ନୋ ଏଣ୍ଟ୍ରିକୁ ବ୍ୟକ୍ତି…

ବାର୍‌ହା ମାଂସ ଜବତ, ଜଣେ ଗିରଫ

କେନ୍ଦୁଝର,୪।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ବିଟ ବିଞ୍ଜ ବାହାଳ ଗ୍ରାମରେ ବନବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାର୍‌ହା ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମଦନ ସାହୁ (୫୧)। ସୂଚନାନୁଯାୟୀ, କେତେଜଣ…

ସ୍ବାମୀଙ୍କ ନାଁରେ ଥିବା ଗାଡିକୁ ନିଜ ନାଁରେ କରିବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

କେନ୍ଦୁଝର,୪।୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ ସାପକଣ୍ଟ ଗ୍ରାମର ଜଣେ ବିଧବା ମହିଳା ନିଜ ସ୍ବାମୀଙ୍କ ନାମରେ ଥିବା ଟ୍ରକ୍‌ ନିଜ ନାମରେ କରିବାକୁ ସବୁ ଚେଷ୍ଟା ବିଫଳ ହେବା ପରେ ବାଧ୍ୟ ହୋଇ ଶେଷରେ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସାମୀଙ୍କ ମୃତ୍ୟୁ…

ଯାନବାହାନ ଯାଞ୍ଚ କଡାକଡି: ଗୋଟିଏ ଦିନରେ ୫ ଲକ୍ଷ ୧୬ ହଜାର ଜରିମାନା ଆଦାୟ

ଆନନ୍ଦପୁର,୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଏମଭିଆଇ ଓ ଘସିପୁରା ପୋଲିସର ମିଳିତ ଯାନବାହାନ ଯାଞ୍ଚ କଡାକଡି ହୋଇଛି। ଆନନ୍ଦପୁରର ସୁଡୁସୁଡିଆଠାରେ ଚାଲିଥିବା ଯାଞ୍ଚର ଗୋଟିଏ ଦିନରେ ୫ ଲକ୍ଷ ୧୬ହଜାର ଜରିମାନା ଆଦାୟ ହୋଇଛି। ଏହା ସହିତ ୧୧ଟି ଗାଡିର ଚାଲାଣ ମଧ୍ୟ…

୩ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର ହେଲେ ଚାଳକ ଓ ହେଲପର

ଆନନ୍ଦପୁର,୩।୪(ସ୍ବ.ପ୍ର.): ଘସିପୁରା ଥାନା ଅଧିନ ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁର ନିକଟରେ ଏକ ଟ୍ରକ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ ଗାଡିରେ ଉଭୟ ଚାଳକ ଓ ହେଲପର୍‌ ଦୀର୍ଘ ସମୟ ଧରି ଫସିରହିଥିଲେ। ଖବରପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିି…

ପାଟଣା ରେଞ୍ଜରେ ଗୋଠଛଡ଼ା ଦନ୍ତା ଗାଁରେ ବୁଲିଲା, ୪ ଘର ଭାଙ୍ଗିଲା

ପାଟଣା,୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ସାଉଥ ଓ ନର୍ଥ ବିଟ୍‌ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ଉତ୍ପାତ କରିଛି। ରାତିରେ ଗାଁ ଦାଣ୍ଡରେ ବୁଲିବା ସହ ୪ ଜଣଙ୍କ ଘର ଭାଙ୍ଗି ଦେଇଛି। ଲୋକେ…

୬୯ ଦୋକାନ ଘର, କୋଟିଏ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ

କେନ୍ଦୁଝର,୩।୪(ସ୍ବ.ପ୍ର.) : କେନ୍ଦୁଝର ସହର ରାସ ମନ୍ଦିର ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬୯ଟି ଖୁଚୁରା ଦୋକାନ ଜଳି ଯାଇଥିବାବେଳେ ବ୍ୟାପକ ସାମଗ୍ରୀ ପୋଡିଯାଇଥିବା ସୂଚନା ମିଳିଛି। ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ନିଆଁର…

ଆବାସ ଗୃହ ନିର୍ମାଣକୁ ନେଇ ବିବାଦ

କେନ୍ଦୁଝର,୩।୪(ସ୍ବ.ପ୍ର.):ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖ ୮ନମ୍ବର ୱାର୍ଡର ଗୌରତୋଟା ସାହିରେ ଆବାସ ଯୋଜନା ଘର ନିମାଣକୁ ନେଇ ବିବାଦ ଦେଖାଦେଇଛି । ଏନେଇ ରିଭା ସେଠୀ ନାମକ ଜଣେ ଭିନ୍ନକ୍ଷମ ମହିଳା ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଛନ୍ତି। ସେ…

ଗୋଷ୍ଠୀ ପାଇଖାନାରେ ତାଲା

କେନ୍ଦୁଝର,୩ା୪(ସ୍ବ.ପ୍ର.): ସୁସ୍ଥ ପରିବେଶ ଓ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ବଚ୍ଛଭାରତ ମିଶନ ଅଭିଯାନରେ ଗୋଷ୍ଠୀ ପାଇଖାନା ନିର୍ମାଣ କରାଯାଇଛି। ଲୋକେ ବାହାରକୁ ଶୌଚ ହେବାକୁ ନ ଯାଇ ଏହି ପାଇଖାନାରେ ଶୌଚ ହେବେ। ଏଥିପାଇଁ ସ୍ବତନ୍ତ୍ର ବୋରଓ୍ବେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?