କେନ୍ଦୁଝର

ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ ଟିକରପଡ଼ାଠାରୁ କୁଡ଼ିଆଘର ପର୍ଯ୍ୟନ୍ତ ଦୀର୍ଘ ୯ କିଲୋମିଟର ରାସ୍ତା କାମ ନିର୍ମାଣ ଚାଲିଛି। ୫ କୋଟି ୩୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବେଳେ…

ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର/ପାଟଣା,୧୧ା୩(ସ୍ବ.ପ୍ର.): ମହାବଳ ବାଘର ଗତିବିଧି ନିରୀକ୍ଷଣ ପାଇଁ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ଲଗାଯାଇଥିବା ୨ ଟ୍ରାପ୍‌ (ସିସିଟିଭି) କ୍ୟାମେରା ଚୋରି ହୋଇଯାଇଛି। ଦୁଇ କ୍ୟାମେରା ରୋହିଣୀଦୁମା ଜଙ୍ଗଲରେ ଲଗାଯାଇଥିଲା। ଚୋରି ପଛରେ ସ୍ଥାନୀୟ ଲୋକ କିମ୍ବା ଶିକାରୀଙ୍କ ହାତ…

ପାଟଣା, ସାହାରପଡ଼ା ବ୍ଲକରେ ୧୬୧ ଛାତ୍ରୀଛାତ୍ର ପରୀକ୍ଷାରେ ଅନୁପସ୍ଥିତ

ପାଟଣା,୧୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକରେ ଉଚ୍ଚ ମାଧମିକ ପରିଷଦ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଯାଇଛି। ପାଟଣା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ର ଓ ସାହାରପଡ଼ା ବ୍ଲକରେ ୯ଟି ପରୀକ୍ଷା…

କାମରେ ଲାଗୁନି ୭ କୋଟିର ବସ୍‌ଷ୍ଟାଣ୍ଡ

କେନ୍ଦୁଝର,୧୦ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ସଦର ମହକୁମାରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ କାମରେ ଲାଗୁନାହିଁ। ୧୦ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଷ୍ଟାଣ୍ଡ ପରିସରରେ ଫୁଡ୍‌କୋର୍ଟ, ପ୍ରତୀକ୍ଷାଳୟ ଓ ଏଟିଏମ୍‌ ଭଳି ଅତ୍ୟାଧୁନିକ ସୁବିଧା ରହିଛି। ମାତ୍ର ବସ୍‌…

୧୪୨ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୩,୨୧୬ ଛାତ୍ରୀଛାତ୍ର

କେନ୍ଦୁଝର,୯ା୩(ସ୍ବ.ପ୍ର.): ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେନ୍ଦୁଝର ଜିଲାର ୧୪୨ଟି ପରୀକ୍ଷା କେନ୍ଦ୍ରରେ ୨୩,୨୧୬ ଛାତ୍ରୀଛାତ୍ର ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ୨୪ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ…

ଗୁମୁରାରେ ନିଆରା ହୋଲି ଖେଳ ପାଳିତ

କେନ୍ଦୁଝର,୮।୩(ସ୍ବ.ପ୍ର.): ବୁଧବାର ସବୁଆଡେ ବିଭିନ୍ନ ରଙ୍ଗ ଓ ଅଭିର ଲଗାଇବା ସହ ନାଚଗୀତ ଆସରରେ ଲୋକେ ହୋଲି ପାଳନ କରିଛନ୍ତି। ଇତିମଧ୍ୟରେ କେନ୍ଦୁଝର ସହର ନିକଟ ଗୁମୁରା ଗ୍ରାମରେ ଏକ ନିଆରା ହୋଲି ଖେଳ ହୋଇଥିବା ଦେଖିବାକୁ ମିଳିଛି। ଯୁବକ ଯୁବତୀମାନେ…

ଭକ୍ତିମୟ ପରିବେଶରେ ଅବିର ଖେଳି ବିମାନରେ ବୁଲିଲେ ଠାକୁର

ପାଟଣା,୭।୩(ସ୍ବ. ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ, ଦୁର୍ଗାଦେଇପୁର, କାମେଶ୍ୱର ପୁର, ଶିବ ନାରାୟଣ ପୁରଶାସନ ଓ କପୁଣ୍ଡି ଗ୍ରାମର ଦୋଳ ଗୋବିନ୍ଦ ଠାକୁର ପାରମ୍ପରିକ ରୀତିରେ ସୋମବାର ରାତିରେ ବିମାନରେ ବସି…

୪ ଏକର ଜଙ୍ଗଲରେ ନିଆଁ

ପାଟଣା,୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଡଳଙ୍ଗ ସଂରକ୍ଷିତ ଜଙ୍ଗଲ, ଯମୁନାପଶି ଗ୍ରାମ୍ୟ ଜଙ୍ଗଲରେ ସୋମବାର ସାରେ ନିଆଁ ଲାଗିଛି। ୪ ଏକର ପରିମିତ ଜଙ୍ଗଲରେ ନିଆଁ ଲାଗି ଆକାଶିଆ ଓ ପଟାସ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି।…

ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଛି

ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ ଅଧା ଦିନ ଦିଆଯାଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ କାଉନ୍‌ସିଲର…

କମାରଯୋଡ଼ା ପ୍ରାଥମିକ ବିଦ୍ୟାଳୟ: ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ

ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ ଅଧା ଦିନ ଦିଆଯାଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ…

ଛାତ୍ରୀଙ୍କୁ ରୋଷେୟା ବଳାତ୍କାର ଘଟଣା: ବିନା ପଞ୍ଜୀକରଣରେ ଚାଲିଥିଲା ସ୍କୁଲ

କେନ୍ଦୁଝର,୬ା୩ (ସ୍ବ.ପ୍ର.): ଗତ ଜାନୁୟାରୀ ୨୬ ତାରିଖ ସରସ୍ବତୀ ପୂଜା ଦିନ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସେଣ୍ଟ ଜାଭିୟର ସ୍କୁଲରେ ଜଣେ ୬୦ ବର୍ଷୀୟ ରୋଷେୟା ଜଣେ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ଘଟଣା ପରେ ସ୍କୁଲ ବନ୍ଦ ରହିଥିବା…

ଦଳ ବିରୋଧୀ କାର୍ଯ୍ୟ ଯୋଗୁ ନିଲମ୍ବିତ ହେଲେ ବ୍ଲକ ବିଜେଡି ସଭାପତି

କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ପ୍ରେସ ରିଲିଜ ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?