କେନ୍ଦ୍ରାପଡ଼ା

ଦୁର୍ଘଟଣାସ୍ଥଳ ପାଲଟିଛି ଆଳି ଡାକବଙ୍ଗଳା ଛକ

ଆଳି,୨୭ା୧୧(ଡି.ଏନ.ଏ.): ଆଳି ବ୍ଲକକୁ ଯୋଗାଯୋଗ ନିମନ୍ତେ ଗୋଟିଏ ପଟେ ବ୍ରାହ୍ମଣୀ ସେତୁ, ଅପରପକ୍ଷେ ବୈତରଣୀ ସେତୁ ଓ ଗୋବିନ୍ଦପୁର ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ ପରେ ଆଳି ଓ ରାଜକନିକା ଦୁଇଟି ବ୍ଲକର ଜନସାଧାରଣ ସିଧାସଳଖ ଜିଲା ବାହାରକୁ…

ଡିଟିପିରେ ମିଳୁଛି କୁଜଙ୍ଗ ରାଜାଙ୍କ ହାତପଟ୍ଟା

କେନ୍ଦ୍ରାପଡା ଅଫିସ, ୨୪।୧୧: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଞ୍ଚଳର ଜମି ଜାଲିଆତି ଘଟଣା ବାହାରକୁ ଆସିଛି। ଗୋଟିଏ ପରିବାରର ୪ଟି ଜାତି ମାମଲାର ତଦନ୍ତ ସମୟରେ ଏହି ତଥ୍ୟ ଜଣାପଡ଼ିଛି। କୁଜଙ୍ଗ…

ମୃତ ଗାଙ୍ଗେଟିକ୍‌ ଡଲ୍‌ଫିନ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ/ରାଜନଗର(ଡି.ଏନ.ଏ.)/ପଟ୍ଟାମୁଣ୍ଡାଇ(ସ୍ବ.ପ୍ର.), ୨୪।୧୧: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗଙ୍ଗାରାମପୁର ପଞ୍ଚାୟତର କଇଁକୁଳା ଗଁା ନିକଟରୁ ଏକ ମୃତ ଗାଙ୍ଗେଟିକ୍‌ ଡଲଫିନ ରବିବାର ଉଦ୍ଧାର ହୋଇଛି। ଏହାର ଓଜନ ୬୦ କେଜି ଏବଂ ଲମ୍ବ ୭ ଫୁଟ ୩ ଇଞ୍ଚ।…

ଜିଲାରେ ବଢୁଛି ତଟକ୍ଷୟ ସମସ୍ୟା

କେନ୍ଦ୍ରାପଡ଼ା ଅଫିସ,୨୨।୧୧: କେନ୍ଦ୍ରାପଡ଼ା ଜିଲାରେ ସାମୁଦ୍ରିକ ତଟକ୍ଷୟ ଏକ ସମସ୍ୟା ଭାବେ ଉଭାହୋଇଛି। ଏଥିଯୋଗୁ ୧୯୬୦ରୁ ୨୦୧୬ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରୁ ୮୮ ବର୍ଗ କିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି। ରାଜନଗର ବ୍ଲକ ପେଣ୍ଠଠାରେ ନିର୍ମିତ ଜିଓ…

୩ ବ୍ଲକର କୃଷି ପ୍ରଭାବିତ ହେବ

କେନ୍ଦ୍ରାପଡା ଅଫିସ,୨୦।୧୧: କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକକୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ତୀବ୍ରତର ହେବାରେ ଲାଗିଛି। ପ୍ରଶାସନିକସ୍ତରରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ ଚାଲିଛି। ହେଲେ ବୁଧବାର…

ମୃତ ବଉଳା କୁମ୍ଭୀର ଉଦ୍ଧାର

ରାଜନଗର,୧୭।୧୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟ୍ଟଶାଳା ନଦୀରୁ ସୋମବାର ୬ ଫୁଟ ଲମ୍ବର ମାଈ କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି। ମାଈ କୁମ୍ଭୀରର ୪ ଦିନ ତଳୁ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦରୁ ଜଣାପଡିଛି। ଅତିରିକ୍ତ ପ୍ରାଣୀ…

ଦେଢ଼କୋଟିରୁ କୋଭିଡ୍‌ ଯୋଦ୍ଧା ଖାଇଲେ ୯୮.୫ ଲକ୍ଷ

କେନ୍ଦ୍ରାପଡ଼ା ଅଫିସ,୧୬।୧୧: କୋଭିଡ୍‌-୧୯ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୯ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ୧,୫୦,୬୪,୧୧୧ଟଙ୍କା ପଠାଯାଇଛି। ଏଥିରୁ କୋଭିଡ୍‌ ଯୋଦ୍ଧାଙ୍କ ଖାଇବା ପାଇଁ ୯୮,୫୨,୫୩୦ ଟଙ୍କା ଅର୍ଥାତ ୬୫ ପ୍ରତିଶତ ଖର୍ଚ୍ଚ…

ଧାନ ଫସଲ ନଷ୍ଟ କରୁଛନ୍ତି ବାର୍‌ହା: ଜମିରେ ମଞ୍ଚା ବାନ୍ଧି ଜଗୁଛନ୍ତି ଚାଷୀ

ମହାକାଳପଡା,୧୩ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗହୀରମଥା ସଂଲଗ୍ନ ଗ୍ରାମଗୁଡିକରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାର୍‌ହା ପଲ ମୁହଁ ଅନ୍ଧାର ହେଲା ପରେ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଫସଲକୁ ବାର୍‌ହା କବଳରୁ ରକ୍ଷା କରିବାକୁ…

ଲୋକଙ୍କୁ ଆକର୍ଷିତ କରୁଛି ପାର୍କ

ଡେରାବିଶ,୧୩ା୧୧(ସ୍ବ.ପ୍ର.): ସହରାଞ୍ଚଳର ଲୋକେ ଚିତ୍ତ ବିନୋଦନ ଓ ବ୍ୟାୟାମ ଲାଗି ପାର୍କକୁ ବାଛି ନେଇଛନ୍ତି। ହେଲେ ଗଁା ଗହଳିରେ ଆଗ ଭଳି ଆଉ ତୋଟା ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ…

ଗୋଖାପଡ଼ାର ଶିଶୁବଳି ମାମଲା: ତାନ୍ତ୍ରିକ, ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା ଅଫିସ,୧୩।୧୧: ୨୦୧୫ରେ ବହୁଚର୍ଚ୍ଚିତ କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଗୋଖାପଡା ଶିଶୁବଳି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ମାମଲାରେ ତାନ୍ତ୍ରିକ ଚୌଧୁରୀ ଅବିନାଶ ଦାସ ଓ ସହଯୋଗୀ ବଜରଙ୍ଗୀ ଓରଫ ବୈକୁଣ୍ଠନାଥ ଦାସଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି।…

ଭିତରକନିକା ଜୈବ ବିବିଧତାକୁ ସଙ୍କଟ

କେନ୍ଦ୍ରାପଡା ଅଫିସ,୯ା୧୧: ଖରସ୍ରୋତା ନଦୀରୁ ଭଦ୍ରକ ଜିଲା ୪ ବ୍ଲକର ୯୧ ପଞ୍ଚାୟତକୁ ପନୀୟଜଳ ଯୋଗାଣ ହେବ। ଏଥିପାଇଁ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ ବିବାଦ ବଢୁଛି। ମୁହାଣ ଦେଇ ଖରସ୍ରୋତାର ଜଳ…

କରୋନା କଟକଣା: ବାଣ ଫୁଟିବନି, ପ୍ରସ୍ତୁତକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୬ା୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଛି। ବିକ୍ରି କିମ୍ବା ବାଣ ଫୁଟାଇଲେ ଆଇନ ଜାଲରେ ଛନ୍ଦିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?